ଜୀବନରେ ସଂଘର୍ଷ ଜରୁରୀ
ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…
ଆମ ଜୀବନରେ ଆମେ ପିଲାମାନଙ୍କ ପାଇଁ ସବୁ କିଛି କିରବାକୁ ଚାହୁଁଛେ । ସବୁ ସୁବିଧା ସୁଯୋଗ ଆମେ ପିଲାମାନଙ୍କ ହାତ ପାହାନ୍ତାରେ ପହଞ୍ଚେଇବା ପାଇଁ ଜୀବନ ତମାମ୍ ପରିଶ୍ରମ କରି ଚାଲୁଛେ । ନିଜେ ନଖାଇ ନପିଇ, ଭଲ ନପିନ୍ଧି, ନିଜ…