Latest Odisha News

BREAKING NEWS

କ୍ଷମତାର ଚକ୍ରାନ୍ତରେ ଦବିଯିବନି ଗାନ୍ଧୀ ବିଚାର

କ୍ଷମତାର ଚକ୍ରାନ୍ତରେ ଦବିଯିବନି ଗାନ୍ଧୀ ବିଚାର ବିଚିତ୍ର ବିଶ୍ୱାଳ ଏହି ବର୍ଷ ସାରା ଦେଶ ଗାନ୍ଧିଜୀଙ୍କ ଶହେ ପଚାଶତମ ଜୟନ୍ତୀ ପାଳନ କରୁଛି । କେନ୍ଦ୍ର ସରକାର ଓ ଭିନ୍ନ ଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ଗାନ୍ଧୀଙ୍କୁ ନେଇ ଅନେକ ପ୍ରକାର ମେଗା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ସାରା…

ଚାଷୀଙ୍କୁ ଗରମ, କଂପାନୀଙ୍କୁ ନରମ

ଚାଷୀଙ୍କୁ ଗରମ, କଂପାନୀଙ୍କୁ ନରମ ବିଚିତ୍ର ବିଶ୍ୱାଳ ଗତ କିଛି ଦିନ ତଳେ ଅର୍ଥନୈତିକ ମାନ୍ଦାବସ୍ଥା ଉପରେ ଫେସବୁକରେ ଗୋଟେ ପୋଷ୍ଟ ବହୁତ ଲୋକଙ୍କର ପସନ୍ଦ ଆସିଥିଲା । କିଏ ଜଣେ ଫେସବୁକରେ ଲେଖିଥିଲେ ଯେ ଚାଷରେ ମାନ୍ଦାବସ୍ଥା ବେଳେ ଚାଷୀ ଯେମିତି ତା ତିରିଶ ଟଙ୍କା କିଲୋ ପିଆଜକୁ ମାତ୍ର ପାଂଚ…

ରାଜନୈତିକ ଷ୍ଟଂଟ୍ ଓ ଅର୍ଥନୈତିକ ମାନ୍ଦାବସ୍ଥା

ରାଜନୈତିକ ଷ୍ଟଂଟ୍ ଓ ଅର୍ଥନୈତିକ ମାନ୍ଦାବସ୍ଥା ବିଚିତ୍ର ବିଶ୍ୱାଳ ସିନେମାରେ ଆକର୍ଷଣୀୟ ଷ୍ଟଂଟ୍ ସିନ୍ ପୂରେଇ ସିନେମାକୁ ସୁପରହିଟ୍ କରାଯାଇପାରେ । ଦର୍ଶକଙ୍କୁ ମତୁଆଲା କରି ସିନେମା ହଲ୍ କୁ ଟଣାଯାଇପାରେ । ସେମାନଙ୍କଠାରୁ ପ୍ରଚୁର ଟଙ୍କା ଓ ତାଳିମାଡ଼ ଆଦାୟ କରାଯାଇପାରେ ଓ ପରିଶେଷରେ…

ପ୍ରଚାରରେ ସାମିଲ୍ ହୁଅ ଓ କେବଳ ତାଳିମାର…

ପ୍ରଚାରରେ ସାମିଲ୍ ହୁଅ ଓ କେବଳ ତାଳିମାର... ବିଚିତ୍ର ବିଶ୍ୱାଳ ଯେମିତି ସରକାରଙ୍କ ସବୁ ବିଫଳତା ପାଇଁ ଅତୀତର କଂଗ୍ରେସ ସରକାରକୁ ଦାୟୀ କରାଯାଉଛି (ଏପରିକି ଏଇ ଗତ ପାଂଚ ବର୍ଷ ଭିତରେ ଆରମ୍ଭ ହୋଇଥିବା କୌଣସି ଯୋଜନାର ବିଫଳତା ପାଇଁ ବି କଂଗ୍ରେସ ସରକାରକୁ ଦାୟୀ କରାଯାଉଛି) ସେମିତି…

ଅନ୍ୟ ରାନୁ ମଣ୍ଡଳମାନେ ଆଲୁଅ ପାଇବେ ତ !

ଅନ୍ୟ ରାନୁ ମଣ୍ଡଳମାନେ ଆଲୁଅ ପାଇବେ ତ! ବିଚିତ୍ର ବିଶ୍ୱାଳ ସଂପ୍ରତି ସମାଜିକ ଗଣମାଧ୍ୟମରେ, ଫେସବୁକ୍ ହେଉ କି ୟୁ-ଟ୍ୟୁବ୍ ହେଉ ସବୁଠୁ ବେଶୀ ଦେଖାଯାଉଛି ରାନୁ ମଣ୍ଡଳଙ୍କ ‘ତେରୀ ମେରୀ, ମେରୀ ତେରୀ’ ଗୀତ । ସାରା ଦେଶରେ ଏବେ ରାନୁ ମଣ୍ଡଳ ଜଣେ ଚର୍ଚ୍ଚିତ ଚେହେରା । ମାତ୍ର କେଇ ଦିନ ଆଗରୁ…

ସାମାଜିକ ଗଣମାଧ୍ୟମ କାନ୍ଥରେ ଦେଶପ୍ରେମ

ସାମାଜିକ ଗଣମାଧ୍ୟମ କାନ୍ଥରେ ଦେଶପ୍ରେମ ବିଚିତ୍ର ବିଶ୍ୱାଳ ଗୋଟିଏ ସମୟ ଥିଲା ଦେଶପ୍ରେମ ସବୁଠାରୁ ଅଧିକ ମୂଲ୍ୟ ମାଗୁଥିଲା । ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବାକୁ ତ୍ୟାଗ କରିବାଠାରୁ ଆରମ୍ଭ କରି ପାଠପଢ଼ା ଛାଡ଼ିବା, ଚାକିରି ପରିତ୍ୟାଗ କରିବା ଓ ଏପରିକି ଜୀବନ ବି ଦେବାକୁ ପଡ଼ୁଥିଲା ଦେଶପ୍ରେମ…

ହେ ସ୍ୱାଧୀନତା ଦିବସ, ତୁମେ ଗଲା ପରେ…

ହେ ସ୍ୱାଧୀନତା ଦିବସ, ତୁମେ ଗଲା ପରେ... ବିଚିତ୍ର ବିଶ୍ୱାଳ ଓଡ଼ିଆରେ ଅକ୍ଷୟ ମହାନ୍ତିଙ୍କ ଗୋଟେ ଗୀତ ଥିଲା ‘ହେ ଫଗୁଣ ତୁମେ ଯିବା ପରେ ଅନେକ ଯାତନା ଏଠି’ । ଠିକ୍ ସେମିତି ସ୍ୱାଧୀନତା ଦିବସ ଯିବା ପରେପରେ ଦେଶର ଶାସକ ଓ ଜନସାଧାରଣଙ୍କ ସାମୟିକ ଦେଶଭକ୍ତିର ମୁଖା ତଳୁ ଉକୁଟି ଉଠେ…

ଅଲିଭା ଦାଗ

ଅଲିଭା ଦାଗ ବିଚିତ୍ର ବିଶ୍ୱାଳ ସମୟର ବହଳ ଧୂଳି ଲିଭେଇ ଦେଇପାରେ କୋଣାର୍କ କାନ୍ଥର ଖୋଦିତ ଚିତ୍ରକଳା, ହେଲେ ଲିଭେଇ ପାରେନି ହୃଦୟ କାନ୍ଥରେ କୁନିକୁନି ଅକ୍ଷରରେ ଲିଖିତ ସେଇ ଚିର ଈପସିତ ନାଁକୁ। ହୃଦୟରେ ଏଇ ଲେଖି ହୋଇଯିବାଟା କଣ ପ୍ରେମ! ପନ୍ଦର ବର୍ଷ ତଳେ ଉଭୟଙ୍କ ବୟସ ଏଇ ଉଣେଇଶ…