Latest Odisha News

BREAKING NEWS

ଆତଙ୍କବାଦୀ କସାବଙ୍କୁ ଧରିଥିବା ଆଇପିଏସ୍ ଅଧିକାରୀଙ୍କୁ ମିଳିଲା ଏନଆଇଏର ଡିଜି ଦାଇତ୍ୱ

ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ l ୧୯୯୦ ବ୍ୟାଚ ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ଅଧିକାରୀ ସଦାନନ୍ଦ ବସନ୍ତ ଦାତେ ଙ୍କୁ ମିଳିଲା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)ର ଡିଜି ପଦବୀ । ଦାତେ ଙ୍କ ସହ ଅନ୍ୟ ଦୁଇଜଣ ଆଇପିଏସ୍ ଅଧିକାରୀଙ୍କ ନିଯୁକ୍ତି…

ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ବିପକ୍ଷରେ ଲଢ଼ିବେ କଂଗ୍ରେସର ୟାମି ଗୌତମ!

ସିମଲା: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଯେତିକି ଫିଲ୍ମରେ ଚର୍ଚ୍ଚିତ ସେତିକି ରାଜନୀତିରେ ମଧ୍ୟ l କଙ୍ଗନାଙ୍କୁ ଭାରତୀୟ ଜନତା ପାର୍ଟି ତାଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ଟିକେଟ ଦେଇଛି । ତେବେ କଙ୍ଗନାଙ୍କ ବିପକ୍ଷରେ କିଏ ପ୍ରାର୍ଥୀ ହେବ ତାହା କଳ୍ପନା ଜଳ୍ପନା…

ପଶ୍ଚିମବଙ୍ଗରେ ବିଜେପିର ମାଷ୍ଟର ଷ୍ଟ୍ରୋକ୍, ମହୁଆ ମୋଇତ୍ରଙ୍କ ବିରୋଧରେ ରାଜ ପରିବାରରୁ ଅମୃତା ରାୟଙ୍କୁ ଟିକେଟ

କୋଲକାତା: ରବିବାର (୨୪ ମାର୍ଚ୍ଚ) ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି ବିଜେପି । ଏଥିରେ ୧୧୧ ପ୍ରାର୍ଥୀଙ୍କ ନାମ ରହିଥିବାବେଳେ ଦଳ ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ରାଜମାତା ଅମୃତା ରାୟଙ୍କୁ ଟିକେଟ୍ ଦେଇଛି। ସେ ଟିଏମସି ନେତା ମହୁଆ ମୋଇତ୍ରଙ୍କ ସହ…

ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କୁଖ୍ୟାତ ଚନ୍ଦନ ତସ୍କର ବୀରପନ୍ନଙ୍କ ଝିଅ

ଚେନ୍ନାଇ : ପାଖେଇ ଆସୁଛି ଲୋକସଭା ନିର୍ଵାଚନ l ସରଗରମ ରାଜ୍ୟ ଠାରୁ ଦେଶ ରାଜନୀତି l ବିଭିନ୍ନ ସ୍ଥାନରେ ପ୍ରାର୍ଥୀକୁ ନେଇ ଲାଗିରହିଛି ଚର୍ଚ୍ଚା l ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କୁଖ୍ୟାତ ଚନ୍ଦନ ତସ୍କର ବୀରପନ୍ନଙ୍କ ଝିଅ ବିଦ୍ୟା ରାଣୀ l ଆସନ୍ତା ଏପ୍ରିଲ ୧୯ ରେ…

ଆମାଜନ ହୋଲି ସେଲରେ ୪୫୦୦ ଟଙ୍କା ଶସ୍ତାରେ ମିଳୁଛି ପୋକୋର ଏହି ଦମଦାର ସ୍ମାର୍ଟଫୋନ

ନୂଆଦିଲ୍ଲୀ: ଆଗକୁ ଆସୁଛି ହୋଲି ପର୍ବ l ଏଥିପାଇଁ ସବୁ କମ୍ପାନୀ ଗ୍ରାହକଙ୍କ ପାଇଁ ବେଶ ଲୋଭନୀୟ ଅଫର ବର୍ଷା କରୁଛନ୍ତି l ଏଥିରେ ସାମିଲ ହୋଇଛନ୍ତି ଅନଲାଇନ ଶପିଂ ସାଇଟ l ଏଥର ହୋଲିରେ ଅମାଜ଼ାନ ସେଲ ରେ ବିଶେଷ ରିହାତି ଦେଉଥିବା ଦେଖିବାକୁ ମିଳିଛି l ଆମାଜନର ହୋଲି ସେଲରେ ପୋକୋ ଫୋନ୍ ର ଏକ…

ରେଳ ଗନ୍ତବ୍ୟସ୍ଥଳ ଆଲର୍ଟ: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଖାସ ସୁବିଧା

ନୂଆଦିଲ୍ଲୀ: ଆଧୁନିକ ହେଉଛି ଭାରତୀୟ ରେଳ l ନିକଟ ଅତୀତରେ ଭାରତୀୟ ରେଳ ପରିବର୍ତ୍ତନର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। ବନ୍ଦେ ଭାରତ ଏବଂ ଅମୃତ ଭାରତ ଭଳି ଟ୍ରେନ୍ ଲୋକମାନଙ୍କର ଯାତ୍ରାକୁ ନୂଆ ଅନୁଭୂତି ଦେଇଛି | ଅମୃତ ଭାରତ ଷ୍ଟେସନ ଯୋଜନା ରେଳ ଷ୍ଟେସନକୁ ଏକ ଆଧୁନିକ ରୂପ ଦେଇଛି। ଏହା…

ହ୍ବାଟ୍ସଆପ୍ ରେ ଆସୁଛି ନୂଆ ଫିଚର୍ସ୍, ବାର୍ତ୍ତା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ

ନୂଆଦିଲ୍ଲୀ: ମେଟା ମାଲିକାନାରେ ଥିବା ମେସେଜିଂ ଆପ୍ ହ୍ବାଟ୍ସଆପ୍ ନୂତନ ଫିଚର୍ସ୍ ଉପରେ କ୍ରମାଗତ ଭାବରେ କାର୍ଯ୍ୟ କରୁଛି | ଗତ କିଛି ଦିନ ମଧ୍ୟରେ ହ୍ବାଟ୍ସଆପ୍ ଅନେକ ନୂତନ ଫିଚର୍ସ୍ ପରୀକ୍ଷା କରିଛି। ବର୍ତ୍ତମାନ ହ୍ବାଟ୍ସଆପ୍ ଅନ୍ୟ ଏକ ନୂତନ ଫିଚର୍ସ୍ ଗୁଡିକ ପରୀକ୍ଷା କରୁଛି, ଯେଉଁଥିରେ…

ଆଇପିଏଲ୍ ୨୦୨୪: ବିଜ୍ଞାପନ ପାଇଁ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଯୋଗିତା, ଫାଇଦାରେ ଜିଓ ସିନେମା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ବିଶ୍ୱର ସବୁଠୁ ବଡ କ୍ରୀଡା ଇଭେଣ୍ଟ କୁହାଯାଉଥିବା ଆଇପିଏଲ୍ ର ନୂଆ ସିଜନ୍ | ଆଇପିଏଲର ଏହି ସିଜନ୍ ରେ , ଗୋଟିଏ ପଟେ ପଡ଼ିଆରେ ବିଭିନ୍ନ ଦଳ ମଧ୍ୟରେ ସଂଘର୍ଷ ହେବାକୁ ଥିବାବେଳେ ଅନ୍ୟ ପଟେ ଫିଲ୍ଡରୁ ଟିଭି ପରଦାରେ ବିଭିନ୍ନ କମ୍ପାନୀ ମଧ୍ୟରେ ବିଜ୍ଞାପନ…

ସିଏଏ ଅଧୀନରେ ନାଗରିକତ୍ୱ ପାଇଁ ହେଲ୍ପଲାଇନ ଆରମ୍ଭ, ଦେଶର ଯେକୌଣସି ସ୍ଥାନରୁ କରିପାରିବେ ମାଗଣା କଲ

ନୂଆଦିଲ୍ଲୀ: ସିଏଏ ଅଧୀନରେ ନାଗରିକତ୍ୱ ଖୋଜୁଥିବା ଲୋକଙ୍କ ପାଇଁ ଗୁରୁବାର ଠାରୁ ଏକ ହେଲ୍ପଲାଇନ ଆରମ୍ଭ ହୋଇଛି | ଗୃହ ମନ୍ତ୍ରଣାଳୟ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସିଏଏ ଅଧୀନରେ ନାଗରିକତ୍ୱ ପାଇଁ ଲୋକଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କୁ ସୂଚନା ଯୋଗାଇବା ପାଇଁ…

ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ବିମାନବନ୍ଦରରେ ଭବ୍ୟ ସ୍ଵାଗତ

ନୂଆଦିଲ୍ଲୀ: ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଥିମ୍ଫୁରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତରେ ସ୍ଥାନୀୟ ଲୋକ ଖୁସି ଅଛନ୍ତି। ଜଣେ ଶିଶୁ କହିଛନ୍ତି ଯେ, ପିଏମ ମୋଦୀ ଆମ ଦେଶକୁ ଆସିଛନ୍ତି, ଆମେ ଏଥିରେ ବହୁତ ଖୁସି।…