ଆସନ୍ତୁ ଜାଣିବା ମହାନ ସାଧୁ ବୋଧିଧର୍ମଙ୍କ ବିଷୟରେ..ଯିଏ ଚୀନକୁ ଶିଖାଇଥିଲେ ମାର୍ଶାଲ ଆର୍ଟ୍ସ
ପୁରୀ:ଭାରତରେ ଅନେକ ମହାନ ଲୋକଙ୍କ ଇତିହାସ ଆମେ ପଢ଼ିନେ । ବିଦେଶରେ ସେମାନଙ୍କୁ ପୂଜା କରାଯାଉଥିବା ବେଳେ ଆମ ଦେଶରେ ସେମାନେ ହୋଇ ପଡନ୍ତି ଅଜଣା, ଅଶୁଣା । ଏହାର ମୂଖ୍ୟ କାରଣ ହେଲା ରାଜନୀତି ଓ ଗୁଲାମଗିରି । ଆସନ୍ତୁ ଜାଣିବା ଏପରି ଏକ ସାଧୁଙ୍କ ବିଷୟରେ ଯିଏ ଚୀନକୁୂ ମାର୍ଶାଲ ଆର୍ଟ୍ସ…