ହୀରୋସୀମା, ନାଗାସାକି ଉପରେ ପରମାଣୁ ଆକ୍ରମଣର ୭୫ ବର୍ଷ ପୂର୍ଣ୍ଣ : ମଣିଷକୃତ ପ୍ରଥମ ବିଭୀଷିକା ସୃଷ୍ଟି କରିଥିଲେ ଲିଟିଲ…
ପୁରୀ: ଜାପାନର ହୀରୋସୀମା ଓ ନାଗାସାକି ଉପରେ ୬ ଅଗଷ୍ଟ ୧୯୪୫ରେ ଆମେରିକା ପରମାଣୁ ଆକ୍ରମଣ କରିଥିଲା । ଏହା ପରେ ମାନବ ଇତିହାସରେ ଏହା କଳଙ୍କିତ ଦିବସ ହୋଇ ରହିଗଲା । ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଅଲିଭା ଦାଗ ଏବେ ମଧ୍ୟ ରହିଛି । କ୍ଷମତା, ଅହଙ୍କାର ଓ ଯୁଦ୍ଧ ପ୍ରବୃତି କଣ କ୍ଷତି ଘଟିପାରେ…