ଆସନ୍ତୁ ଜାଣିବା କ୍ରିକେଟରେ ଶୂନରେ ଆଉଟ ହେବାରେ ରହିଛି କେତେ ପ୍ରକାରର ଅଲଗା ଅଲଗା ନାମ
କ୍ରିକେଟ ସହ ଜଡିତ ବ୍ୟକ୍ତି ଡକରେ ଆଉଟ ହେବାକୁ ଭଲ ଭାବେ ବୁଝି ପାରିଥାଏ । ଏହାର ମାନେ ଜଣେ ବ୍ୟାଟ୍ସମ୍ୟାନ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଯିବା । ତେବେ ଏହି ଆଉଟର ଅନେକ ନାମ ରହିଛି । ଶୂନ ଦେଖିବାକୁ ବତକ ଅଣ୍ଡା ପରି ହୋଇଥିବାରୁ ଏହାକୁ ଡକ କୁହାଯାଏ ।
ଗୋଲ୍ଡେନ ଡକ: ପ୍ରଥମ ବଲରେ…