ଶ୍ରୀଗୌରବିହାର ଆଶ୍ରମ ଥରେ ବୁଲି ଆସିଲେ ମନ ଶ୍ରୀକୃଷ୍ଣମୟ ହୋଇ ଉଠିବ
ଶ୍ରୀକ୍ଷେତ୍ର ପୁରୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ । ସାରା ଭାରତରେ ଏହା ଏ ଭଳି ଏକ ଧାର୍ମିକ ସ୍ଥଳ ଯେଉଁଠାରେ ସର୍ବଧର୍ମର ଗୁରୁତ୍ୱ ରହିଛି । ହିନ୍ଦୁ ଧର୍ମର ତେତ୍ରିଶ କୋଟି ଦେବତା ଏଠାରେ ଅଛନ୍ତି ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ଏହା ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ପୀଠ ।…