ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ( ୨ )
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ 'ଅବକାଶ ନୀତି' ଆଲୋଚନା ପୂର୍ବରୁ ଆମେ ଏଥିପାଇଁ ଦରକାରୀ ପଦାର୍ଥ ଓ ତାର ରଖିବା ବିଧି ସହ ପୂଜକଙ୍କ ବସିବା ବିଧି ପ୍ରଭୃତି ଟିକିନିକି ଭାବରେ ଆଲୋଚନା କରିଛେ। ବର୍ତ୍ତମାନ ଜାଣିବା ସମ୍ପୂର୍ଣ ପୂଜା ବିଧି। ଏଠାରେ ଗୋଟିଏ କଥା କହିରଖେ ଶ୍ରୀମନ୍ଦିରରେ ତିନିଜଣ ପୂଜକ…