ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ରୋଷଶାଳ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ପ୍ରସ୍ତୁତି ହେଉଥିବା ପୃଥିବୀର ବୃହତମ ରୋଷଶାଳ ବିଷୟରେ ଆଲୋଚନା ଜାରି ରହିଛି। ଅବଶ୍ୟ ଅନେକ କହିପାରନ୍ତି ବର୍ତ୍ତମାନ ଅନେକ ଧର୍ମାନୁଷ୍ଠାନରେ ଆହୁରି…