କରୋନା ମହାମାରୀ ଶେଷ ହୋଇନି, କିନ୍ତୁ ଶେଷ ପର୍ଯ୍ୟାୟରେ ଅଛି…
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମହାନିର୍ଦ୍ଦେଶକ ଟେଡ୍ରସ ଘେବ୍ରେସସ୍ କରୋନା ମହାମାରୀର ଅନ୍ତ ସମ୍ପର୍କରେ ଏକ ବଡ଼ ବିବୃତ୍ତି ରଖିଛନ୍ତି। WHO ମୁଖ୍ୟ ଗୁରୁବାର ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) କୁ କହିଛନ୍ତି ଯେ ମହାମାରୀ ଶେଷ ହୋଇନାହିଁ, କିନ୍ତୁ ଏହାର ଶେଷ…