Latest Odisha News

BREAKING NEWS

ଏନଡିଏ ସରକାରରେ ବିରୋଧୀ ନେତାଙ୍କ ବିରୋଧରେ ୯୫% ଇଡି ରେଡ୍ କରିଛି, ୟୁପିଏ ସରକାରରେ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ସିବିଆଇ ପରେ ଇଡି କେଉଁ ସରକାର ଅମଳରେ କେତେ ରେଡ୍ ହୋଇଛି ତାର ଏକ ରିପୋର୍ଟ ପ୍ରକାଶ କରିଛି ଇଂରାଜୀ ଦୈନିକ ଖବରକାଗଜ 'ଦ ଇଣ୍ଡିଆନ୍ ଏକ୍ସପ୍ରେସ'। ଯେଉଁଥିରେ କୁହାଯାଇଛି ୨୦୧୪ରୁ ମୋଦୀ ସରକାର ଆସିବା ପରେ ବିରୋଧୀ ନେତାଙ୍କ ଉପରେ ଇଡି ରେଡ୍ ୯୫ ପ୍ରତିଶତ…

ଅମିତାଭଙ୍କ ‘ଦିଓ୍ୱାର’ ଫିଲ୍ମ ଦେଖି ହିରୋ ହେବାକୁ ଇଚ୍ଛା ରଖିଥିବା ରାଜୁଙ୍କ ଅସଲି ନାମ ଜାଣନ୍ତି ?

ନୂଆଦିଲ୍ଲୀ: ନିଜସ୍ବ ଶୈଳୀରେ ଦୁନିଆକୁ ହସି ହସି ବେଦମ କରାଉଥିବା କଳାକାର ରାଜୁ ଶ୍ରୀବାସ୍ତବ ଏବେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ପରପାରିରେ। ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଆଜି ପରଲୋକ ଘଟିଛି। ସେ ହସ୍ପିଟାଲ ବେଡରେ ୪୧ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ…

ସିସୋଦିଆଙ୍କ ନାଁରେ ଶୌଚାଳୟ ଘୋଟାଲା ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ: ବିରୋଧୀ ବିଜେପି ପରେ ଏବେ କଂଗ୍ରେସ ଘେରିଲା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ। ଶୌଚାଳୟ ଦୁର୍ନୀତିରେ ସିସୋଦିଆ ସାମିଲ ଅଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ମଙ୍ଗଳବାର କଂଗ୍ରେସ ନେତାମାନେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଭେଟି ସିସୋଦିଆ…

ପରଲୋକରେ କମେଡିଆନ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ହସ୍ପିଟାଲ ବେଡରେ ଚିକିତ୍ସାଧୀନ ଥିବା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ରାଜୁଙ୍କ ପରିବାର ଲୋକେ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଅଗଷ୍ଟ ୧୦ରେ…

ପୁଟିନଙ୍କୁ ଶାନ୍ତିର ‘ପାଠ’ ପଢ଼ାଇଥିବାରୁ, ବିଶ୍ବ ଦରବାରରେ ମୋଦୀଙ୍କୁ ପ୍ରଶଂସା

ନୂଆଦିଲ୍ଲୀ: ଉଜବେକିସ୍ତାନର ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏବେର ସମୟ ଯୁଦ୍ଧର ସମୟ ନୁହେଁ ବୋଲି କହିଥିଲେ। ୟୁକ୍ରେନ ସହ ଚାଲିଥିବା ଘଟଣାବଳୀକୁ ଦେଖି ମୋଦୀ ଏହା କହିଥିଲେ। ଯାହା ଶାନ୍ତି ପାଇଁ ଏକ ବଡ଼ ବାର୍ତ୍ତା ଥିଲା।…

୨୪ ଘଣ୍ଟାରେ ଦୁର୍ବଳ ହେବ ଲଘୁଚାପ, ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ଉତ୍ତର ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଏହାସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮କିମି ଯାଏଁ ଲମ୍ବିଛି। ଏହା ଆଗାମୀ ୨ ଦିନ ଯାଏଁ ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି। ସେପଟେ ସ୍ଥଳ ଭାଗ ମୁହାଁ…

ରାତି ଅଧିଆ ବୈଠକ ଡକାଇ ପଦ ଛାଡିବେ ବୋଲି ଇସାରା ଦେଲେ ମୁଖ୍ୟମନ୍ତ୍ରୀ ଗେହଲଟ

ଜୟପୁର: ରାତି ଅଧିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୈଠକ ରାଜସ୍ଥାନ କଂଗ୍ରେସରେ କ୍ଷମତା ପରିବର୍ତ୍ତନର ଆଭାସ ଦେଇଛି। ସଚିନ ପାଇଲଟ କେରଳ ଗସ୍ତରେ ଥିବା ବେଳେ ବିଧାୟକଙ୍କୁ ନେଇ ବୈଠକ କରିଥିଲେ ଗେହଲଟ। ଆଉ ବିଧାୟକଙ୍କୁ କହିଛନ୍ତି, ରାହୁଲଙ୍କୁ ସଭାପତି କରିବାକୁ ଚେଷ୍ଟା କରିବୁ।…

ୟୁପିଏ ବନାମ ଏନଡିଏ: କେଉଁ ସରକାର ଅମଳରେ କେତେ ସିବିଆଇ ରେଡ୍ ହୋଇଛି?

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋଇଲା, ଟୁ-ଜି ସ୍ପେକଟ୍ରମ ଆଦି ବିଭିନ୍ନ ପ୍ରସଙ୍ଗରେ ୟୁପିଏ ସରକାର ଛନ୍ଦି ହୋଇଯିବା ପରେ ନା ଖାଇବି, ନା ଖାଇବାକୁ ଦେବି (na khaunga na khane dunga) ନାରା ଦେଇ ବିଜେପି ଦେଶରେ କ୍ଷମତା ହାତେଇଥିଲା। ଆଇ ୨୦୧୪ରୁ ଅଧ୍ୟାବିଧି ବିଜେପି ଦେଶରେ କ୍ଷମତାରେ…

ମୋକିମ୍ କହିଲେ ପାର୍ଟି ଅଫିସ ଯିବେନି, ତାରା କହିଲେ ଥରେ ବିଧାୟକ ହୋଇ ଏତେ ବ୍ୟଗ୍ର କାହିଁକି

ଭୁବନେଶ୍ୱର: କଟକ ବାରବାଟିର ବିଧାୟକ ମହମ୍ମଦ ମୋକିମ କହିଛନ୍ତି ସେ କଂଗ୍ରେସ ଭବନ ଯିବେ ନାହିଁ କି କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। ଯେପର୍ଯ୍ୟନ୍ତ ବିବାଦର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଦଳୀୟ ଅଫିସକୁ ଯିବେ ନାହିଁ ବୋଲି କହିଛନ୍ତି। ରାଷ୍ଚ୍ରପତି ନିର୍ବାଚନରେ…

ଦିଲ୍ଲୀରୁ ଫେରିବା ପରେ ଜୋଶରେ ଜୟନାରାୟଣ, ବିଜେଡି କହିଲା ‘ବାହାସ୍ପୋଟ’

ଭୁବନେଶ୍ୱର: ଫୁଲ୍ ଜୋଶରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ନୂଆଦିଲ୍ଲୀ ଗସ୍ତରେ ଯାଇ ଦଳର ଶୀର୍ଷ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ସଭାପତି ଜେ.ପି ନଡ୍ଜାଙ୍କୁ ଭେଟିବା ପରେ ଭୁବନେଶ୍ୱର ଫେରିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର। ଶୀର୍ଷ…