Latest Odisha News

BREAKING NEWS

ରାତି ଅଧରେ ବୈଦେଶିକ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଫୋନ୍… ପଚାରିଲେ ସେଠି କ’ଣ ଚାଲିଛି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଦିନ ୧୮ ଘଣ୍ଟାରୁ ଅଧିକ ସମୟ କାମ କରନ୍ତି। ଦଳୀୟ ନେତା ଏପରି କୁହନ୍ତି। ଯାହାର ପ୍ରମାଣ ଏବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କ ଦେଇଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାବଦରେ ଲେଖାହୋଇଥିବା 'ମୋଦୀ @…

ପାଇଲଟ ମୁଖ୍ୟମନ୍ତ୍ରୀ, ଗେହଲଟ କଂଗ୍ରେସ ଅଧ୍ୟକ୍ଷ !

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ସହିତ ମୁଖ୍ୟମନ୍ତ୍ରୀ ଆସନ ପାଖରେ ରଖିବେ ବୋଲି ଅଶୋକ ଗେହଲଟ ଦୁଇ ଦିନ ତଳେ ପରୋକ୍ଷରେ ଏକ ବୟାନ ଦେଇଥିଲେ। ଏହାପରେ ରାଜସ୍ଥାନ କଂଗ୍ରେସରେ ଗୋଟିଏ ବଡ଼ କନ୍ଦଳ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା। ଏବେ କିନ୍ତୁ ଏହି ସ୍ଥିତିରେ ସୁଧାର…

କାଦୁଅରେ ଫସିଗଲା ଆମୁଲାନ୍ସ, ଅନ୍ଧାରରେ ରାସ୍ତା କଡ଼ରେ ହେଲା ପ୍ରସବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦ ବର୍ଷ ପୂର୍ବେ ଯେଉଁ ସମସ୍ୟାକୁ ନେଇ ଓଡ଼ିଶା ପରିଚିତ ଥିଲା ସମାନ ଚିତ୍ର ୨୦୨୨ରେ ଦେଖିବାକୁ ମିିଳିଛି। ପ୍ରସୂତିଙ୍କୁ ନେବାକୁ ଆସୁଥିବା ଆମ୍ବୁଲାନ୍ସ କାଦୁଅ ରାସ୍ତାରେ ଫସିଗଲା । ପରେ ରାସ୍ତା କଡରେ ପ୍ରସବ ପରେ ନବଜାତଙ୍କୁ ଧରି ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ।…

ଦେଶର ଶ୍ରେଷ୍ଠ ସ୍କୁଲ ମଧ୍ୟରେ ଓଡ଼ିଶାର ଉଭୟ ସରକାରୀ ଏବଂ ଘରୋଇ ସ୍କୁଲ

ଭୁବନେଶ୍ୱର: ଏଜୁକେସନ୍ ଓ୍ୱାର୍ଲ୍ଡ ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ (ଇଡବ୍ଲୁଆଇଏସ୍ଆର୍) ୨୦୨୨-୨୩ର ବିଭିନ୍ନ ବର୍ଗରେ ରାଜ୍ୟର ୩ଟି ସ୍କୁଲ ଶ୍ରେଷ୍ଠ ୧୦ଟି ସ୍କୁଲ ମଧ୍ୟରେ ସ୍ଥାନ ପାଇଛନ୍ତି। ଭୁବନେଶ୍ୱରସ୍ଥିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଏହି ସ୍କୁଲ ବର୍ଗରେ ଜାତୀୟସ୍ତରରେ ପ୍ରଥମ ସ୍ଥାନ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି କେତେ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ସରକାରୀ ଓ୍ୱେବସାଇଟରେ ରାଜ୍ୟର ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କର ସମ୍ପତ୍ତି ତାଲିକା ସାର୍ବଜନୀନ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଗତ ବର୍ଷ ତୁଳନାରେ ଅଳ୍ପ ଟିକିଏ କମିଛି। ୨୦୨୧ ଡିସେମ୍ବର…

କଟକରେ ପୁଣି ଜବତ ହେଲା ନକଲି ଔଷଧ

କଟକ: ପୁଣିଥରେ କଟକରୁ ନକଲି ଔଷଧ ଜବତ ହୋଇଛି। କଟକର ୩ଟି ଔଷଧ ବିତରକ ବା ଷ୍ଟକିଷ୍ଟଙ୍କ ନିକଟରରୁ ନକଲି ଔଷଧ ଜବତ ହୋଇଛି।ନିମଚଉଡିସ୍ଥିତ କ୍ୟାଲ ଏଜେନ୍ସି, ନୟସଡ଼କସ୍ଥିତ ମହାବୀର ପ୍ରସାଦ ରାଧେଶ୍ୟାମ ଓ ଏମଏଚ ଫର୍ମାସିରୁ ୨୦ଲକ୍ଷ ଟଙ୍କାର ମେଡିସିନ ଜବତ ହୋଇଛି। ରାଜ୍ୟ ଭେ‌ଷଜ ନିୟନ୍ତ୍ରଣ…

ବିଶ୍ବ ମଞ୍ଚରେ ଚୀନକୁ ଭାରତର ଟାର୍ଗେଟ, ଯୁଦ୍ଧ ଶେଷ କରିବାକୁ କଲା ଆହ୍ୱାନ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ୟୁକ୍ରେନ ସଙ୍କଟକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଚର ଏସ ଜୟଶଙ୍କର ଉଦବେଗ ପ୍ରକାଶ କରିଛନ୍ତି। ଋଷ-ୟୁକ୍ରେନ ଯୁଦ୍ଧକୁ ତୁରନ୍ତ ଶେଷ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଜୟଶଙ୍କର କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ସମଗ୍ର…

କରୋନା ମହାମାରୀ ଶେଷ ହୋଇନି, କିନ୍ତୁ ଶେଷ ପର୍ଯ୍ୟାୟରେ ଅଛି…

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମହାନିର୍ଦ୍ଦେଶକ  ଟେଡ୍ରସ ଘେବ୍ରେସସ୍ କରୋନା ମହାମାରୀର ଅନ୍ତ ସମ୍ପର୍କରେ ଏକ ବଡ଼ ବିବୃତ୍ତି ରଖିଛନ୍ତି। WHO ମୁଖ୍ୟ ଗୁରୁବାର ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) କୁ କହିଛନ୍ତି ଯେ ମହାମାରୀ ଶେଷ ହୋଇନାହିଁ, କିନ୍ତୁ ଏହାର ଶେଷ…

ହସ୍ପିଟାଲ ବେଡରେ ବାବୁସାନ୍, ଏହି ରୋଗରେ ହୋଇଛନ୍ତି ଅସୁସ୍ଥ

ଭୁବନେଶ୍ୱର: ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ। ସେ ଏବେ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ପୂର୍ବ ଅପେକ୍ଷା ସେ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ତିନି- ଚାରି ଦିନ ତଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି…

ପିଏଫଆଇ ଉପରେ ରେଡ୍, ଗୃହମନ୍ତ୍ରୀ ଓ ଡୋଭାଲଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ‘ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ' ବା ପିଏଫଆଇ ଉପରେ ଏନଆଇଏ, ଇଡି ଏବଂ ୧୩ଟି ରାଜ୍ୟର ପୋଲିସ ଚଢ଼ାଉ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି। ଏହି ବୈଠକରେ ଯୋଗ ଦେଇଛନ୍ତି ଦେଶର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଅନେକ…