ଦେଶରେ ବଢ଼ୁଛି ଆତ୍ମହତ୍ୟା: ଆଗରେ ଦିନ ମଜୁରିଆ
ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଆତ୍ମହତ୍ୟା ମାମଲା ଆକସ୍ମିକ ଭାବେ ବଢି ଚାଲିଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ଏଭଳି କିଛି ତଥ୍ୟ ପ୍ରଦାନ କରିଛି। ଆଉ ସର୍ବାଧିକ ଆତ୍ମହତ୍ୟା କରିଥିବା ବର୍ଗରେ ଦିନ ମଜୁରିଆ ଅଧିକ ରହିଛନ୍ତି। କରୋନା ପରେ ଦରଦାମ ବଢ଼ିବା, ଆୟ…