ଜାଣି ନିଅନ୍ତୁ: ଚଳିତ ସପ୍ତାହରେ ଲଗାତର ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ
ଭୁବନେଶ୍ୱର: ମାସ ଶେଷ ହୋଇ ଆସୁଛି। ବ୍ୟାଙ୍କରେ କାମ ଥିଲେ ଶେଷ କରିଦିଅନ୍ତୁ ଆସନ୍ତାକାଲି ମଧ୍ୟରେ। କାରଣ ଦୁଇ ଦିନ ଲଗାତର ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି। ବୁଧବାର ଗଣେଶ ପୂଜା । ତେଣୁ ଛୁଟି ଦିନ ରହିଛି। ସେହିପରି ତହିଁ ପର ଦିନ ସେପ୍ଟେମ୍ବର ୧ ତାରିଖ ରହିଛି। ଏହାକୁ ଛୁଟି ବୋଲି ଘୋଷଣା…