ସୁପ୍ରିିମକୋର୍ଟଙ୍କ ରାୟ ପରେ ପେଗାସସ ଗୁପ୍ତଚର ଭାଇରସ ଥିଲା ନା ଏକ ପ୍ରଚାର ଉଠିଲା ପ୍ରଶ୍ନ ?
ଓଡ଼ିଶା ସମ୍ବାଦ ବ୍ୟୁରୋ: ନରେନ୍ଦ୍ର ମୋଦୀ ସରକାର ଇସ୍ରାଏଲର ଏନଏସଓ କମ୍ପାନୀ ପ୍ରସ୍ତୁତ କରିଥିବା ଗୁଇନ୍ଦାଗିରି ଭାଇରାସ ପେଗାସସ ଦ୍ୱାରା ବିରୋଧୀ ଦଳର ନେତା, ବିଚାରପତି, ସାମ୍ବାଦିକଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରୁଛନ୍ତି। 'ଦ ଓ୍ୱାୟାର'ର ରିପୋର୍ଟ ଆଧାରରେ ବିରୋଧୀ ଏହାକୁ ପ୍ରସଙ୍ଗ…