କାଶୀପୁର ସରକାରଙ୍କ ବିକାଶର ଗୋଲାପୀ ଚିତ୍ର ଦେଖାଇଛି: ମୋହନ ମାଝୀ
ଭୁବନେଶ୍ୱର: ରାୟଗଡ଼ା କାଶୀପୁରରେ ବ୍ୟାପିଥିବା ହଇଜା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ। ଏଥିପାଇଁ ସରକାର ହିଁ ଦାୟୀ। ରାୟଗଡା କାଶୀପୁରରେ ବ୍ୟାପିଥିବା ଝାଡାବାନ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ଉପରେ ଏପରି କିଛି କହି ବର୍ଷିଛନ୍ତି ବିରୋଧୀ ଦଳର ବିଧାୟକ ମୋହନ ମାଝୀ। କାଶୀପୁରରେ ୧୪ ଜଣଙ୍କର…