ବିରୋଧୀ ଶିବିରରୁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ, କେମିତି ସହଜ ହେଉଛି ବିଜୟର ରାସ୍ତା ?
ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ବେଳେ ଯେଉଁଭଳି କଡା ମୁକାବିଲା ହେବ ବୋଲି ଆଶା କରାଯାଉଥିଲା, ତାହା କ୍ରମଶଃ ଏକପାଖିଆ ଆଡକୁ ମୁହାଁଇଛି। ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ…