Latest Odisha News

BREAKING NEWS

ଧର୍ମନିରପେକ୍ଷ କାର୍ଡ: ନବୀନଙ୍କ ବିଦେଶ ଗସ୍ତ ବଢ଼ାଇଲା ବିରୋଧୀଙ୍କ ଭୋଟ୍ ବ୍ୟାଙ୍କ ଚିନ୍ତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇଟାଲୀର ଭାଟିକାନ ସିଟି ଯାଇ ଖ୍ରୀଷ୍ଟଧର୍ମ ଗୁରୁ ପୋପ ଫ୍ରାନସିସ୍କୋଙ୍କୁ ଭେଟିବେ । ଏହାପରେ ପରେ ସେ ଇସଲାମିକ ଦେଶ ଦୁୁବାଇ ଗସ୍ତ କରି ୟୁଏଇର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରସିଦ ଅଲ୍ ମକତୁମଙ୍କୁ (Mohammed bin Rashid Al Maktoum)…

ଇସ୍ରାଏଲରେ ମେଣ୍ଟ ସରକାର ଭାଙ୍ଗିବ, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଜେରୁଜେଲମ: ଇସ୍ରାଏଲରେ ସରକାର ଭାଙ୍ଗିବ। ଆସନ୍ତା ସପ୍ତାହରେ ଏ ନେଇ ସଂସଦରେ ଶାସକ ଦଳ ଏକ ବିଲ୍ ଆଣିବ ବୋଲି ସୂଚନା ମିଳିଛି।  ପ୍ରଧାନମନ୍ତ୍ରୀ ନଫଟିଲି ବେନେଟ୍ ତାଙ୍କ ସରକାରର ଅନ୍ୟତମ ସହଯୋଗୀ ଦଳର ପ୍ରମୁଖ ନେତା ତଥା ବୈଦେଶିକ ମନ୍ତ୍ରୀ ୟାର ଲାପି଼ଡଙ୍କ ସହ ମିଶି ସଂସଦକୁ ଭଙ୍ଗ କରିବା…

ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବେ ଆଜି ଉଭୟ ଶାସକ ଏବଂ ବିରୋଧୀ କରିପାରନ୍ତି ସ୍ଥିର

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମଙ୍ଗଳବାର (ଆଜି) ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଉଛି। କାରଣ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମ୍ପର୍କରେ ବିଜେପି ସଂସଦୀୟ ବୋର୍ଡର ଏକ ବୈଠକ ଡକାଯାଇଛି। ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ଏହି ସଭାରେ ସମସ୍ତ ବଡ ନେତା ଉପସ୍ଥିତ ରହିବେ।…

କିଛି ନିଷ୍ପତ୍ତି ଅଡ଼ୁଆ ଲାଗିପାରେ କିନ୍ତୁ ଭବିଷ୍ୟତରେ ଦେଶ ନିର୍ମାଣରେ ସହଯୋଗ କରିବ: ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଛି । ସୋମବାର କିଛି ସଂଗଠନ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି କଂଗ୍ରେସ ନେତାମାନେ ଏହି ଯୋଜନାକୁ ରଦ୍ଦ କରିବାକୁ ଦାବି କରିଛନ୍ତି। ଏହାରି ଭିତରେ କିନ୍ତୁ…

ପଞ୍ଚମ ଦିନ ପାଇଁ ଇଡି ଅଫିସରେ ହାଜର ହୋଇ ପକ୍ଷ ରଖିବାରୁ ରାହୁଲ ଗାନ୍ଧୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି (ଜୁନ୍ ୨୧) ପୁଣି ଥରେ ହାଜର ହେବାକୁ ଇଡି ସମନ କରିଛି । ଅର୍ଥାତ ପଞ୍ଚମ ଦିନ ପାଇଁ ରାହୁଲ ଗାନ୍ଧୀ ଇଡି ଆଗରେ ହାଜର ହେବେ । ଇତି ମଧ୍ୟରେ ଚାରି ଦିନରେ ୪୦ ଘଣ୍ଟାରୁ ଅଧିକ ସମୟ ହେବ ରାହୁଲ ଗାନ୍ଧୀ ଇଡି ଜେରାକୁ ସାମ୍ନା କରି ସାରିଛନ୍ତି।…

ଆରଟିଆଇ ପରିସରଭୁକ୍ତ ହେବ ଭିଜିଲାନ୍ସ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ଭିଜିଲାନ୍ସକୁ ସୂଚନା ଅଧିକାର ଆଇନ (ଆରଟିଆଇ) ପରିସରଭୁକ୍ତ କରିବାକୁ ଓଡ଼ିଶା ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଭାଗ ଦ୍ୱାରା କରାଯାଇଥିବା ସମ୍ବେଦନଶୀଳ ଏବଂ ଗୋପନୀୟ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ ସମସ୍ତ ପ୍ରସଙ୍ଗରେ ରାଜ୍ୟ ଭିଜିଲାନ୍ସକୁ ଆରଟିଆଇ ପରିସରଭୁକ୍ତ…

ଅଗ୍ନିବୀର ଅବସର ନେବା ପରେ ମହିନ୍ଦ୍ରା ଗ୍ରୁପରେ ନିଯୁକ୍ତି ସୁଯୋଗ: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଚାଲିଥିବା ହିଂସାକାଣ୍ଡରେ ଦୁଃଖି ପ୍ରକାଶ କରିଛନ୍ତି ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ।  ସୋମବାର ଏହି ପ୍ରସଙ୍ଗରେ ଟୁଇଟ୍ କରି ନିଜର ଦୁଃଖ ପ୍ରକାଶ କରିବା ସହିତ ଏହି ଅଗ୍ନିବୀର ଅବସର ନେଲା ପରେ ତାଙ୍କ ଦ୍ୱାରା ପରିଚାଳିତ…

ଉପରମୁହାଁ କରୋନା: ୧୩୦ ଦିନ ପରେ ଦୈନିକ ପଜିଟିଭିଟି ହାର ୪ ପ୍ରତିଶତ ଟପିଲା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁୟାୟୀ, ସୋମବାର ଦେଶରେ ୧୨ ହଜାର ୭୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ସହ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪,୩୩,୦୯,୪୭୩ କୁ ବୃଦ୍ଧି ପାଇଛି। ଏବଂ ୧୩୦ ଦିନ ପରେ ଦୈନିକ ପଜିଟିଭିଟି ହାର ୪…

ଚତୁର୍ଥ ଥର ପାଇଁ ଇଡି ଅଫିସରେ ହାଜର ହୋଇ ପକ୍ଷ ରଖୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସରେ ହାଜର ହୋଇ ପକ୍ଷ ରଖୁଛନ୍ତି। ସକାଳ ୧୧ଟା ୫ ମିନିଟରେ କଡା ସୁରକ୍ଷା ମଧ୍ୟରେ ଆସି ଦିଲ୍ଲୀର ଏପିଜେ ଅବଦୁଲ କାଲାମ ରୋଡସ୍ଥିତ ଇଡି ମୁଖ୍ୟାଳୟରେ…

ଅଗ୍ନିପଥକୁ ବିରୋଧ: ୧୮୧ଟି ଏକ୍ସପ୍ରେସ୍ ଟ୍ରେନ୍ ଓ ୩୪୮ଟି ପାସେଞ୍ଜର ଟ୍ରେନକୁ ବାତିଲ୍

ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ନେଇ କେନ୍ଦ୍ରର ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ବିଭିନ୍ନ ସଂଗଠନ ଏହି ଯୋଜନାକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ଯାହାର ପ୍ରଭାବ ଆଜି ସୋମବାର ଦେଖିବାକୁ ମିଳିଛି। ହିଂସା ଏବଂ ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି…