Latest Odisha News

BREAKING NEWS

ପ୍ରାର୍ଥୀପତ୍ର ଦାଖଲ କଲେ ଦ୍ରୌପଦୀ, କାହା ସପକ୍ଷରେ ଯିବ ନିର୍ବାଚନ, କ’ଣ କହୁଛି ଗଣିତ?

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ଆଜି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ଓ୍ୱାଇଏସଆରର ସମର୍ଥନ, କେଉଁ ଦଳ ବିରୋଧରେ ?

ନୂଆଦିଲ୍ଲୀ: ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଦିଲ୍ଲୀରେ ସଂସଦ ଭବନରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିଜେ ପ୍ରାର୍ଥୀ ଦ୍ରୌପଦୀ ମଧ୍ୟ ଓଡ଼ିଶା ଭବନରୁ ବାହାରି ସଂସଦକୁ ଯାଇଛନ୍ତି। ତେବେ ଅଣ ଏନଡିଏରେ ଥିବା ବିଜେଡି ଦ୍ରୌପଦୀଙ୍କ…

୧୨ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ କରିବାକୁ ଦାବି, ଏକନାଥ କହିଲେ ଆଇନଗତ ପ୍ରକ୍ରିୟା ଜଣା

ମୁମ୍ବାଇ: ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବାରେ ବିଫଳ ହେବା ପରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ 'ଦଳୀୟ ହ୍ୱିପ୍' ଅମାନ୍ୟ କରିଥିବା ୧୨ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ଗତକାଲି ରାତିରେ ସେ ଏପରି ଅନୁରୋଧ କରିଛନ୍ତି।…

ଅଘାଡି ସରକାରର ଭାଗ୍ୟ ନିର୍ଦ୍ଧାରଣ ହୋଟେଲରେ ହେବନି: ପାଓ୍ୱାର

ମୁମ୍ବାଇ: ଶିବସେନାରେ ଚାଲିଥିବା ବିଦ୍ରୋହକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ୱାର । ଗୁରୁବାର ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାରର ଭାଗ୍ୟ ବିଧାନସଭାରେ ନିର୍ଦ୍ଧାରଣ ହେବ। ପାଓ୍ୱାର ଗତକାଲି ଏନସିପି ବିଧାୟକଙ୍କୁ ନେଇ ସଂଧ୍ୟାରେ ବୈଠକ…

ଶିବସେନାରେ ବିଦ୍ରୋହ: ବଢୁଛି ସିନ୍ଦେଙ୍କ ଶକ୍ତି, ଦୁର୍ବଳ ହେଉଛି ଉଦ୍ଧବ ଶିବିର

ମୁମ୍ବାଇ: ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପରେ ଏବେ ବିଧାୟକ ସିନ୍ଦେଙ୍କ ଶକ୍ତି ଲଗାତର ଭାବେ ବଢି ଚାଲିଛି। ସ୍ଥିତି ଏମିତି ଯେ ଏବେ ଶିବସେନାର ଅଧିକାଂଶ ବିଧାୟକ ସିନ୍ଦେଙ୍କ ସମର୍ଥନରେ ରହିଥିବା ବେଳେ ଉଦ୍ଧବଙ୍କ ସମର୍ଥନରେ ୧୩ ବିଧାୟକ ରହିଥିବା ସୂଚନା ରହିଛି।…

ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ ରୁହ: ଶରଦ ପାଓ୍ୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଶିବସେନାରେ ବିଦ୍ରୋହ ପାଇଁ ଅଢେଇ ବର୍ଷ ହେବ ମେଣ୍ଟ ସରକାରରେ ଥିବା ଏନସିପି ଏବଂ କଂଗ୍ରେସକୁ ନିରାଶ କରିବାକୁ ଯାଉଛି । ଏବେ ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ଘର ମାତୋଶ୍ରୀକୁ ସ୍ଥାନାନ୍ତର ହେବା ପରେ ଏନସିପି ସୁପ୍ରିମୋ ଶରଦ…

ମହାରାଷ୍ଟ୍ର ରାଜନୀତିରେ ହଟଚମଟ, ହୋଟେଲ ଆଗରେ ପ୍ରତିବାଦ କଲା ମମତାଙ୍କ ଟିଏମସି

ଗୌହାଟି: ମହାରାଷ୍ଟ୍ର ରାଜନୀତିରେ ହଟଚମଟକୁ ନେଇ ସାରା ଦେଶର ନଜର ରହିଥିବା ବେଳେ ପ୍ରତିବାଦ କରିଛି ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି । ଶିବସେନା ବିଧାୟକ ଏକନାଥ ସିନ୍ଦେ ଏବଂ ଅନ୍ୟ ବିଧାୟକ ଏବେ ଆସାମର ରାଜଧାନୀ ଗୌହାଟିର ରାଡିସନ୍ ବ୍ଲୁ ହୋଟେଲ ରହିଛନ୍ତି। ଏହି ହୋଟେଲ ବାହାରେ ଟିଏମସି ନେତା…

ସରକାର ଚଳାଇବା ବେଳେ ମୋଦୀଙ୍କ ଭରସାଯୋଗ୍ୟ ଓଡ଼ିଆ

ଭୁବନେଶ୍ୱର: ଏକଦା ରାଜ୍ୟ ବାହାରେ ଓଡ଼ିଶା କଥା କହିଲେ ଭୋକ ଉପାସ, ଶିଶୁ ବିକ୍ରି ଏବଂ କ୍ଷୁଧା କଥା ଚର୍ଚ୍ଚାରେ ରହୁଥିଲା। କିନ୍ତୁ ସମୟ ବଦଳିବା ସହିତ ବଦଳିଛି ଓଡ଼ିଆଙ୍କ ହାବଭାବ। ମୁଖ୍ୟତଃ ଦେଶ ସ୍ୱାଧୀନ ହେବା ପରଠୁ ନରେନ୍ଦ୍ର ମୋଦୀଙ୍କ ଶାସନରେ ଦିଲ୍ଲୀରେ ଓଡ଼ିଆଙ୍କ ପତିଆରା ବଢିଛି ।…

ରାଷ୍ଟ୍ରପତି ନିର୍ବାଚନ: ବିଜେପିର ରଣନୀତି ପଢ଼ି ବିଜେଡି ଚଳାଇଲା ସମାନ ଗୋଟି

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ସାରା ଦେଶରେ ନିଜର ଏକ ଆଦିବାସୀ ଚେହେରା ତିଆରି କରିଛି । ଯାହାକି ଆଗାମୀ ଦିନରେ ସାରା ଦେଶର ୧୪ଟି ରାଜ୍ୟରେ ଥିବା ମୋଟ୍ ଜନସଂଖ୍ୟାର ୮.୬ ପ୍ରତିଶତ ଆଦିବାସୀ ଭୋଟ୍ ହାତେଇବାରେ ସହଯୋଗ କରିବ ବୋଲି ଚିନ୍ତା…

ନାମାଙ୍କନ ଭରିବେ ଦ୍ରୌପଦୀ, ସାଙ୍ଗରେ ଦିଲ୍ଲୀ ଗଲେ ନବୀନଙ୍କ ଦୁଇ କ୍ୟାବିନେଟ ମନ୍ତ୍ରୀ

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନାମାଙ୍କନ ଭରିବେ । ଏହି ସମୟରେ ଉପସ୍ଥିତ ରହିବେ ବିଜେପିର ୧୦ ବିଧାୟକଙ୍କ ସହିତ ବିଜେଡିର ଦୁଇ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ। ଏହି ଦୁଇ କ୍ୟାବିନେଟ ମନ୍ତ୍ରୀ ହେଉଛନ୍ତି ଜଗନ୍ନାଥ ସାରକା ଏବଂ…