Latest Odisha News

BREAKING NEWS

ମେଡିକାଲ ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣା, ପିଏମଓକୁ ଟ୍ୟାଗ କରି ନ୍ୟାୟ ମାଗିଲେ ବାପା

ବଲାଙ୍ଗୀର: ଭୀମ ଭୋଇ ମେଡିକାଲ କଲେଜରେ ଦଶ ଦିନ ହେବ ଆଡମିଶନ ନେବା ପରେ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ହରିଆଣାର କର୍ଣ୍ଣାଲ ନିବାସୀ ନିଶାନ୍ତଙ୍କ ମୃତ୍ୟୁର ତଦନ୍ତର ଗତି କୁଆଡେ ଗଲା ତାହା ଏବେ ପ୍ରଶ୍ନ ଘେରରେ । ଏହାରି ଭିତରେ ମୃତକଙ୍କ ବାପା ଓ ପରିବାର ଲୋକେ ନ୍ୟାୟ ପାଇଁ…

ଶାଓମି ମୋବାଇଲ କମ୍ପାନୀର ୫ ହଜାର କୋଟିରୁ ଅଧିକ ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ବିନିମୟ ନିୟମ ବା ଫେମା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ବା ଇଡି ଶାଓମି ମୋବାଇଲ କମ୍ପାନୀ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶାଓମିର ୫ ହଜାର କୋଟିରୁ ଅଧିକ ଟଙ୍କା ଜବତ କରିଛି ଇଡି । ଶାଓମି ଇଣ୍ଡିଆ ହେଉଛି ଚୀନର…

ଜ୍ୟାକିଲନଙ୍କ ୭ କୋଟି ୧୨ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନିଂ ଲଣ୍ଡରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର  ଜ୍ୟାକଲିନଙ୍କୁ ଉପହାର ଭାବରେ ଦେଇଥିବା  ୭ କୋଟି ୧୨ ଲକ୍ଷ ଟଙ୍କା ଜବତ କରିଛି…

ରାତିରେ ମୋବାଇଲ ସିମ୍ ଦୋକାନ ଉପରେ ରେଡ୍

ଢେଙ୍କାନାଳ: ମୋବାଇଲ ସିମ୍ ଦୋକାନ ଉପରେ ରେଡ୍ । ଗତକାଲି ସଂଧ୍ୟା ସମୟରେ କ୍ରାଇମବ୍ରାଞ୍ଚ ଢେଙ୍କାନାଳରେ ରେଡ୍ କରିଛି । ଢେଙ୍କାନାଳର ସହରର ଟାଉନ ପ୍ଲାନିଂ ଅଂଚଳରେ ରହିଛି ଏହି ସିମ୍ ଦୋକାନ। ସ୍ଥାନୀୟ ପୁଲିସ ସହାୟତାରେ ଆସି କ୍ରାଇମବ୍ରାଞ୍ଚ ଏହି ରେଡ୍ କରିଛି। ଦୋକାନରେ ବସୁଥିବା ଦୁଇ ଜଣ…

କରୋନା ମହାମାରୀର କ୍ଷତି କେବେ ଭରଣ ହେବ?

ନୂଆଦିଲ୍ଲୀ: କରୋନା ମହାମାରୀ ଦେଶର ଅର୍ଥନୀତିକୁ ଏକ ଶକ୍ତ ଧକ୍କା ଦେଇଛି । ଏହାରି ଭିତରେ ଦୁଇ ବର୍ଷ ବିତିଗଲାଣି । କରୋନାର ପ୍ରକୋପ ପୂର୍ବଭଳି ମଣିଷ କିମ୍ବା ବ୍ୟବସାୟ ଉପରେ ସେପରି ନାହିଁ । ଏପରି ସ୍ଥିତିରେ ଆହୁରି କେତେ ଦିନ ପରେ ଦେଶର ଅର୍ଥନୀତି ଟ୍ରାକକୁ ଫେରିବ ସେ ନେଇ ଆରବିଆଇ ଜବାବ…

ସରିଲା ବିନା ୟୁନିଫର୍ମର ‘ବନବାସ’, ଖାକି ପିନ୍ଧିବେ ଆଇପିଏସ ବୋଥ୍ରା

ଭୁବନେଶ୍ୱର: ଦୁଇ ବର୍ଷରୁ ଅଧିକ ଦିନ ହେବ ଖାକି ବର୍ଦ୍ଦିରେ ନଥିଲେ ଆଇପିଏସ ଅରୁଣ ବୋଥ୍ରା । ଏବେ କିନ୍ତୁ ନୂଆ ନିଯୁକ୍ତି ସହ ଆଇପିଏସ ଅରୁଣ ବୋଥ୍ରାଙ୍କ 'ବନବାସ' ଶେଷ ହୋଇଛି । ସେ ପୁଣିଥରେ ଖାକି ବର୍ଦ୍ଦି ପିନ୍ଧିବେ, ଅପରାଧୀଙ୍କୁ ପାନେ ଦେବେ । ଓଏସଆରଟିସିର ସିଏମଡି ଭାବେ ଦାୟିତ୍ୱ…

ପୁରୀ ଐତିହ୍ୟ ପ୍ରକଳ୍ପ: ଏଏସଆଇ ଅଫିସ ଘେରିଲା ଜଗନ୍ନାଥ ସେନା

ପୁରୀ: ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଭିତରେ ତିଆରି ଚାଲିଛି ଖନନ କାର୍ଯ୍ୟ । ଐତିହ୍ୟ ପ୍ରକଳ୍ପ ନିର୍ମାଣ ନାଁରେ ଚାଲିଥିବା ଏହି କାମକୁ  ନେଇ  ବିବାଦ ଲାଗି ରହିଛି । ମୁଖ୍ୟତଃ ପ୍ରକଳ୍ପ ତିଆରି ପାଇଁ ଏଏସଆଇର ଅନୁମତିକୁ ନେଇ ବିବାଦ ରହିଛି । ଏହାରି ଭିତରେ ପୁରୀରେ ଜଗନ୍ନାଥ ସେନା ଏଏସଆଇର…

ତାତିରୁ ମିଳିବ ତ୍ରାହି: ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ !

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାରା ଦେଶ ଦହଗଞ୍ଜ ହେଉଛି । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର କହିଛି ଯେ ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪…

କିଏ ହେବେ ପିସିସି ସଭାପତି ? ଦିଲ୍ଲୀ ମୁହାଁ କଂଗ୍ରେସ ନେତା

ଭୁବନେଶ୍ୱର: ପ୍ରଭାରୀ ଚେଲ୍ଲା କୁମାର ଦୁଇ ଦିନ ଧରି ରାଜ୍ୟ କଂଗ୍ରେସ ନେତାଙ୍କ ସହ ଓ୍ୱାନ ଟୁ ଓ୍ୱାନ ବୈଠକ କଲେ। ଏବେ ସେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ଦେବେ । ଯେଉଁ ରିପୋର୍ଟ ଫାଇଲ ଦିଆଯିବ ସେଥିରେ ପ୍ରଭାରୀ ବିଭିନ୍ନ ନେତାଙ୍କ ମତାମତକୁ ଉଲ୍ଲେଖ କରିଛନ୍ତି । ଏବେ…

ପ୍ରେମିକାଙ୍କୁ ଠକିଦେଲା ପ୍ରେମିକ ! କଲେଜ ଟଙ୍କା ଲୁଟ ଅଭିଯୋଗ ପରେ ବନ୍ଧା ହେଲା ପ୍ରେମିକା

ଭୁବନେଶ୍ୱର: ୧୦୦୦ କି ୧୦ ହଜାର ନୁହେଁ ବରଂ ୯୭ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ରାଜଧାନୀ ଉପକଣ୍ଠ ତୋମାଣ୍ଡୋ ସ୍ଥିତ ସି.ଭି ରମଣ ଇଞ୍ଜିନିୟରିଂ କଲେଜର ଜଣେ ମହିଳା ଆକାଉଣ୍ଟାଣ୍ଟଙ୍କୁ ଶୁକ୍ରବାର ପୁଲିସ ଗିରଫ କରିଛି । କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁଯାୟୀ, ମହିଳା ଜଣକ କଲେଜ ଫଣ୍ଡରୁ…