Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନ: ମୋଦୀ-ଶାହଙ୍କୁ ରୋକିପାରିବେ କି ମମତା-ସୋନିଆ ?

ନୂଆଦିଲ୍ଲୀ: ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ ବିରୋଧୀ ଶିବିରି ଚଳଚଞ୍ଚଳ । କାରଣ ୨୦୧୭ ଭଳି ଏବେ ବିଜେପି ଏକାକୀ ଜିତିବା ସ୍ଥିତିରେ ନାହିଁ । ତେଣୁ ବିରୋଧୀ ଦଳକୁ ଏକାଠି କରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଦଳ ବିଜେପିକୁ ବଡ଼ ଝଟକା ଦେବାକୁ ରଣନୀତି ତିଆରି…

EXCLUSIVE: ଓରଟେଲରୁ ଇଟିଭି ହଟିବା ପଛର କାରଣ କ’ଣ ? ଜବାବ ରଖିଲେ ଜଗି ପଣ୍ଡା

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଘରୋଇ ଇନଫୋଟେନ ଚ୍ୟାନେଲ ଇଟିଭି ଓଡ଼ିଆ । ଦେଶର ମିଡିଆ ଟାଇକୁନ ରାମୋଜି ରାଓଙ୍କ ଦ୍ୱାରା ପରିଚାଳିତ ଏହି ଚ୍ୟାନେଲ ରାଜ୍ୟରେ ଗୌଣ ହେବା ପଛରେ ଓଟିଭି ନେଟଓ୍ୱର୍କର ଗୋଟିଏ ବଡ ଭୂମିକା ରହିଛି । ଓଟିଭିର ସହଯୋଗୀ କମ୍ପାନୀ ଓରଟେଲ କମ୍ପାନୀ ବଜାରରେ ପ୍ରବେଶ…

ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହେପାଜତକୁ ଗଲେ ଦେବଗଡ ବିଧାୟକ

ଦେବଗଡ: ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ ମାରିବା ଅଭିଯୋଗରେ ଦେବଗଡ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର ହୋଇଥିଲେ ଦେବଡ ବିଧାୟକ ସୁବାସ ପାଣିଗ୍ରାହୀ । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ 7 ତାରିଖ ଯାଏ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି । ବିଧାୟକଙ୍କ ସହିତ…

ପଶ୍ଚିମବଙ୍ଗରେ ହିଂସା କରି ଲୁଚିଥିଲା ଭୁବନେଶ୍ୱରରେ, ଉଠାଇନେଲା ଏନଆଇଏ

ଭୁବନେଶ୍ୱର: ପଶ୍ଚିମବଙ୍ଗର ବୀରଭୂମ ହିଂସା ମାମଲାର ଅପରାଧୀ ଲୁଚିଥିଲା ଓଡ଼ିଶାରେ । ଏବେ ନ୍ୟାଶନାଲ ଇନଭେଷ୍ଟିକେସନ ଏଜେନ୍ସି ବା ଏନ୍ଆଇଏ ଭୁବନେଶ୍ୱରରୁ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଉଠାଇ ନେଇଛି। କଟକର ଏବଂ ଭୁବନେଶ୍ୱରରେ ଏନ୍ଆଇଏର ଦୁଇଟି ଟିମ୍ ଚଢ଼ଉ କରିଥିବା ସୂଚନା ରହିଛି। ମିଳିଥିବା…

EXCLUSIVE: ଓଟିଭିର ସଫଳତା ପଛର କାହାଣୀ: ଜଗି ମଙ୍ଗତଙ୍କ ଜୁବାନୀ

ଭୁବନେଶ୍ୱର: ଟେଲିଭିଜନ ରେଟିଂ ପଏଣ୍ଟ ମାପୁଥିବା ସଂସ୍ଥା ବାର୍କ ଦ୍ୱାରା ଓଡ଼ିଶା ଟିଭି ବା ଓଟିଭି ରାଜ୍ୟର ଏକ ନମ୍ବର ନ୍ୟୁଜ ଚ୍ୟାନେଲ । ନିକଟରେ ଏହି ଚ୍ୟାନେଲ ୨୫ ବର୍ଷରେ ପାଦ ଥାପିଛି। ଦୀର୍ଘ ବର୍ଷ ଧରି ଓଟିଭି ରାଜ୍ୟରେ ଏକ ନମ୍ବର ଚ୍ୟାନେଲ ହୋଇ ରହିଛି । ନମ୍ବର ଏକ ଏବଂ ନମ୍ବର ଦୁଇ…

‘ବିଜେଡି ବିଧାୟକ ଏବଂ ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାରେ ଅସୁବିଧା କେଉଁଠି’

ଭୁବନେଶ୍ୱର: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀକୁ ନେଇ ବର୍ଷିଛି ବିଜେପି । ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ରାଜ୍ୟରେ ଅଫିସର ରାଜ ଚାଲିଛି । ସୁବାସ ପାଣିଗ୍ରାହୀ ଶାନ୍ତ ସରଳ ଓ ଅମାୟୀକ ବ୍ୟକ୍ତି ଭାବେ ନିଜ ଅଞ୍ଚଳରେ ବେଶ…

ବିଜେପି ବିଧାୟକ ଗିରଫ, ଟ୍ୱିଟ୍ କରି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:  ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀକୁ ନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୋଲିସର ଗିରଫଦାରୀକୁ ନେଇ ସେ ପ୍ରଶ୍ନ କରିଛନ୍ତି। କିଛି ଅଧିକାରୀ ନିଜର କାର୍ଯ୍ୟଶୈଳିକୁ ନ ସୁଧାରି ବିରୋଧୀ ଦଳର ନେତା ମାନଙ୍କ ସ୍ୱରକୁ ଚାପିବା ପାଇଁ…

ରାଷ୍ଟ୍ରପତି ନିର୍ବାଚନ: କିଏ ହେଉଛନ୍ତି ପ୍ରାର୍ଥୀ ଗୁରୁତ୍ୱ, ବିଜୟର ଚାବି ବିଜେଡି ହାତରେ !

ଭୁବନେଶ୍ୱର: ଜୁଲାଇରେ ହେବ ରାଷ୍ଟ୍ରପତି ନିର୍ବାଚନ । ଏହି ସମୟରେ ବିଜେଡି କାହାକୁ ସମର୍ଥନ କରିବ ସେନେଇ ତାଙ୍କ ଦଳ ଠିକ୍ ସମୟରେ ନିଷ୍ପତ୍ତି ନେବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନଡିଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନଙ୍କ…

ତୃତୀୟ ସାମ୍ମୁଖ୍ୟକୁ ନେଇ ଏନଡିଟିଭିକୁ ନବୀନଙ୍କୁ ପ୍ରତିକ୍ରିୟା

ନୂୂଆଦିଲ୍ଲୀ: ୟୁପିଏ ଏବଂ ଏନଡିଏ ପାଖରୁ ସମଦୂରତା ଅବଲମ୍ବନ କରୁଥିବା ଏବଂ ବିଭିନ୍ନ ଆଞ୍ଚଳିକ ଦଳ ସହ ସୁସମ୍ପର୍କ ରଖିବାରେ ଚତୁର ନବୀନ ଏନଡିଟିଭିକୁ ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀ ଗସ୍ତରେ ଥିବା ବେଳେ ନବୀନ ଏହି ପ୍ରତିକ୍ରିୟା ରଖିଛନ୍ତି। ଅଣି ବିଜେପି ଏବଂ ଅଣ କଂଗ୍ରେସ ଦଳର ମୁଖିଆଙ୍କ…

ପୁରୀରେ ଏଏସଆଇ ଟିମ୍, ମେ ୯ରେ ହାଇକୋର୍ଟରେ ଶୁଣାଣି

ପୁରୀ:  ପୁରୀରେ ଏସଆଇର ଏକ ଟିମ୍ । ଆଞ୍ଚଳିକ ନିର୍ଦ୍ଦେଶକ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଟିମ୍ ଆସି ପହଞ୍ଚିଛି । ଏହି ଗସ୍ତ ବେଳେ ପୁରୀ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା । ପ୍ରକଳ୍ପ ଅନୁଧ୍ୟାନ କରିବା ପରେ ମେ ୭ରେ ହାଇକୋର୍ଟରେ ରିପୋର୍ଟ…