Latest Odisha News

BREAKING NEWS

କିଏ ହେବେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ?

ନୂଆଦିଲ୍ଲୀ: ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀମାନେ କାହାକୁ ପ୍ରାର୍ଥୀ କରିବେ ସେ ନେଇ ଅଙ୍କକଷୁଛନ୍ତି । କାହାକୁ ପ୍ରାର୍ଥୀ କଲେ ଦଳମତ ନିର୍ବିଶେଷରେ ସମର୍ଥନ ଆସିପାରିବ ସେ ନେଇ ବିରୋଧୀ ଚିନ୍ତାରେ ପଡ଼ିଯାଇଛନ୍ତି। ତେବେ ବିରୋଧୀ ନିଜର…

ଥାନାରେ ସାମ୍ବାଦିକଙ୍କୁ ଏ କି ନିର୍ଯାତନା ?

ଭୋପାଳ: ଗୋଟିଏ ପଟେ ନୀଳିଗିରିରେ ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ ଉପରେ ବେଡି ପକାଇବା ପରେ ପୁଲିସର ବର୍ବରତା ସାମ୍ନାକୁ ଆସିଛି  । ଏହାକୁ ନେଇ ରାଜ୍ୟରେ ସବୁଆଡୁ ନୀଳଗିରି ଥାନାର ଆଇଆଇସି ଦୌପଦୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଅନ୍ୟପଟେ ଆଉ ଏକ ଫଟୋ…

ପ୍ରଧାନମନ୍ତ୍ରୀଙ୍କ ପରେ ଗୃହମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଟ୍ୱିଟ୍ କରି ସେ ଭେଟିଥିବାର ଏକ ଫଟୋ ସେୟାର କରିଛନ୍ତି । ଏଥିସହ ଭେଟଘାଟ ବେଳେ ବିଭିନ୍ନ ପ୍ରସଙ୍ଗରେ ଅପରାଜିତା ଆଲୋଚନା କରିଥିବା କହିଛନ୍ତି। ଶାହଙ୍କୁ ପୂର୍ବରୁ ଅପରାଜିତା…

ଇମ୍ରାନ ଖାନଙ୍କ ୟର୍କରକୁ ନୋ ବୋଲ୍ ଦେଲେ ସୁପ୍ରିମକୋର୍ଟ, ଆସନ୍ତାକାଲି ହୋଇପାରନ୍ତି କ୍ଲିନ୍ ବୋଲ୍ଡ

ଇସଲାମାବାଦ: ପଲଟିଗଲା ପାକିସ୍ତାନ ରାଜନୀତିର ସମୀକରଣ । ସୁପ୍ରିମକୋର୍ଟଙ୍କ ରାୟ ପରେ ପାକିସ୍ତାନ ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସଂସଦରେ ଅନାସ୍ଥା ଭୋଟର ସାମ୍ନା ନକରି ରାଷ୍ଟ୍ରପତିଙ୍କ ସୁପାରିଶ…

ରାଜ୍ୟରେ ୬ ଜିଲ୍ଲା କରୋନା ମୁକ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପର ତଳ ହେଉଛିା ଏହାରି ଭିତରେ ସଂକ୍ରମଣମୁକ୍ତ ଅଞ୍ଚଳ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦୁଝର, ନୟାଗଡ, ପୁରୀ, କୋରାପୁଟ, କଳାହାଣ୍ଡି ସହିତ ଗଜପତି ଜିଲ୍ଲା ଏବେ କରୋନା ସଂକ୍ରମଣମୁକ୍ତ ଜିଲ୍ଲା ବୋଲି ଜଣା ପଡିଛି । ଗୁରୁବାର ରାଜ୍ୟ ସ୍ୱାସ୍ଥ୍ୟ…

ଲେମ୍ବୁ କିଲୋ ୪୦୦: କିଏ ବିକ୍ରି କରୁଛି, କିଏ କିଣୁଛି ?

ଜୟପୁର: ଗ୍ରୀଷ୍ମ ପ୍ରବାହ ସହିତ ରାଜସ୍ଥାନରେ ଲେମ୍ବୁର ମୂଲ୍ୟ ଆକାଶକୁ ଛୁଇଁଛି । ଗତ ଦୁଇ ଦିନ ଧରି ରାଜସ୍ଥାନରେ କେଜି ପିଛା ୪୦୦ ଟଙ୍କା ମୂଲ୍ୟରେ ଲେମ୍ବୁ ବିକ୍ରି ହେଉଛି। ଦୋକାନରେ ଗୋଟିଏ ଗ୍ଲାସ୍ ଲେମ୍ବୁର ୨୦ ଟଙ୍କା ହୋଇଛି। ଗତ ସପ୍ତାହ ଯାଏ ଏଠାରେ ଲେମ୍ବୁର ମୂଲ୍ୟ କିଲୋ ପିଛା…

ପାରାଦୀପ ଉପାଧ୍ୟକ୍ଷ ନିର୍ବାଚନ: ବିଜେଡିରୁ କ୍ରସ ଭୋଟିଂ, ଖେଲା କରିଦେଲା ‘ଆମ ପାରାଦୀପ’

ପାରାଦୀପ: ଯେଉଁ ଆସନକୁ ଶାସକ ଦଳ ବିଜେଡି ଖୁସିରେ ଖୁସିରେ ହାତେଇ ପାରିଥାନ୍ତା ସେହି ଆସନକୁ କିନ୍ତୁ ହାତେଇ ନେଲା ଆମ ପାରାଦୀପ ସଂଗଠନ ସମର୍ଥୀତ ପ୍ରାର୍ଥୀ । ପାରାଦୀପ ପୌରଉପାଧ୍ୟକ୍ଷ ନିର୍ବାଚନରେ ଏପରି କିଛି କରି ବିଜେଡି ବିଧାୟକ ସମ୍ବିତ ରାଉତରାୟ ଗୋଷ୍ଠୀଙ୍କୁ ଚେକ୍ ଦେଇଛନ୍ତି ବାପି…

ଯୁଗଳ ଯୋଶୀ ହେଲେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ

ଭୁବନେଶ୍ୱର : ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ ଭାବେ ଯୁଗଳ କିଶୋର ଯୋଶୀ ଯୋଗଦାନ କରିଛନ୍ତି । ଯୁଗଳ କିଶୋର ଯୋଶୀ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳର ସେବା ଅଧିକାରୀ ଅଟନ୍ତି ।ଏହା ପୂର୍ବରୁ ଶ୍ରୀ ଯୋଶୀ ଜଳ ଶକ୍ତି ମନ୍ତ୍ରଣାଳୟର ସ୍ୱଚ୍ଛ…

କଟକ ମହାନଗର ନିଗମ ଡେପୁଟି ମେୟର ହେଲେ ଦମୟନ୍ତୀ ମାଝୀ

କଟକ : କଟକ ମହାନଗର ନିଗମ ଡେପୁଟି ମେୟର ହେଲେ ଦମୟନ୍ତୀ ମାଝୀ । ବିନା ପ୍ରତିଦ୍ୱନ୍ଦିରେ ବିଜୟ ମୁକୁଟ ପିନ୍ଧିଛନ୍ତି ଦମୟନ୍ତି । କଟକରେ ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବେ ବିଜୟୀ ହୋଇଥିଲେ ଦମୟନ୍ତୀ । ସେ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଅର୍ଥନୀତି ବିଭାଗରେ ପିଜି ଦ୍ୱିତୀୟ ବର୍ଷ ପାଠ…

ହକି ଇଣ୍ଡିଆର ମୁଖ୍ୟ ନରିନ୍ଦର ବାତ୍ରାଙ୍କ ବିରୋଧରେ ତଦନ୍ତ କରୁଛି ସିବିଆଇ, ଅଭିଯୋଗ କ’ଣ ?

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଏବଂ ହକି ଇଣ୍ଡିଆ (ଏଚ୍ଆଇ)ର କିଛି ଅଧିକାରୀଙ୍କ ବିରୋଧରେ ସିବିଆଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏହି ପୂର୍ବତନ ଏଚଆଇ ସଭାପତିଙ୍କ ବିରୋଧରେ ରହିଛି ଦୁର୍ନୀତି ଅଭିଯୋଗ । ବ୍ୟକ୍ତିଗତ ଲାଭ ପାଇଁ…