Latest Odisha News

BREAKING NEWS

କଂଗ୍ରେସରୁ ଇସ୍ତଫା ଦେଲେ ଜର୍ଜ ତିର୍କି

ସୁନ୍ଦରଗଡ: ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଆଦିବାସୀ ନେତା ଜର୍ଜ ତିର୍କି । ସେ ତାଙ୍କ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫା ପଛର କାରଣ ନିର୍ବାଚନ ବେଳେ ଦଳୀୟ ନେତାଙ୍କ ଅସହଯୋଗ ଏବଂ ରାଜ୍ୟ ନେତୃତ୍ୱ ନିଷ୍କ୍ରିୟ…

ନେତାଙ୍କ ସହ ଘନିଷ୍ଠତା ଭାଙ୍ଗି ଲୋକଙ୍କ ବିଶ୍ୱାସ ଭାଜନ ହୁଅ: ସିଜେଆଇ

ନୂଆଦିଲ୍ଲୀ: ନିରପେକ୍ଷତା ଅଭାବରୁ ଏବଂ ରାଜନୈତିକ ବର୍ଗଙ୍କ ସହ ଘନିଷ୍ଠତା କାରଣରୁ ପୋଲିସର ଭାବମୂର୍ତ୍ତି ଖରାପ ହୋଇଛି । ଲୋକେ ହତାଶା ସମୟରେ ବି ପୁଲିସର ଦ୍ୱାରସ୍ଥ ହେବାକୁ ଭୟ କରୁଛନ୍ତି ବୋଲି ପ୍ରଧାନବିଚାରପତି ଏନ ଭି ରମନ୍ନା କହିଛନ୍ତି । କିଛି ପୁଲିସ କର୍ମଚାରୀଙ୍କ ଦୁର୍ନୀତି ଓ…

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

କଲୋମ୍ବୋ: ଶ୍ରୀଲଙ୍କାରେ କାଗଜ, ଡିଜେଲ ପରେ ଏବେ ବିଜୁଳି ସଙ୍କଟ । ପରିସ୍ଥିତି ଜଟିଳ ହେଉଥିବା ବେଳେ ଲୋକେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହାକୁ ନଜରରେ ରଖି ଶ୍ରୀଲଙ୍କାର ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଦେଶର ସୁରକ୍ଷା ଏବଂ ଅତ୍ୟାବଶ୍ୟକ…

ଏହି ସବୁ ରାଜ୍ୟରେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ନୁହେଁ

ନୂଆଦିଲ୍ଲୀ: ୟୁରୋପ, ଚୀନ୍ ଓ ଅନ୍ୟ ଦେଶରେ କୋଭିଡ୍ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉଭୟ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଦୁଇ ରାଜ୍ୟର ସରକାର । କିନ୍ତୁ ଉଭୟ ରାଜ୍ୟ ମାସ୍କ…

ଇସ୍ତଫା ଦେବେ ନାହିଁ ଇମ୍ରାନ୍, କ୍ରିକେଟରଙ୍କ ଭଳି ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼େଇ କରିବେ

ଇସଲାମାବାଦ୍: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପାକିସ୍ତାନ ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲିରେ ତାଙ୍କ ବିରୋଧରେ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଏବଂ…

୧୧ ଦିନରେ ଦ୍ୱିତୀୟ ଥର ତେଲ ଦର ଅପରିବର୍ତ୍ତିତ, ବଢ଼ିଲା ରୋଷେଇ ଗ୍ୟାସର ଦାମ

ଭୁବନେଶ୍ୱର: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ବ୍ୟବସାୟୀଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡ଼ିବ । ନିକଟରେ ଘରୋଇ ସିଲିଣ୍ଡର ଦାମ ବଢ଼ିଥିଲା ଆଜି ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀରେ…

ପେଟ୍ରୋଲ ଦର ପଚାରିବାରୁ ଚିହିଁକି ଉଠିଲେ ବାବା ରାମଦେବ, ‘କ’ଣ କରିବା କଥା କର’

ନୂଆଦିଲ୍ଲୀ: ଯେଉଁ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଯୋଗଗୁରୁ ବାବା ରାମଦେବ ୨୦୧୪ ପୂର୍ବରୁ ୟୁପିଏ ସରକାରକୁ ସମାଲୋଚନା କରୁଥିଲେ । ଏବେ ସମାନ ଦର ବୃଦ୍ଦିକୁ ନେଇ ଲୋକଙ୍କ ପ୍ରଶ୍ନବାଣର ସମ୍ନା କରୁଛନ୍ତି ରାମଦେବ । ରାମଦେବ ବୁଧବାର ହରିଆଣାର କର୍ଣ୍ଣାଲରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ…

କିଏ ହେବେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ? ରେସରେ ତିନି ପ୍ରମୁଖ ଡାକ୍ତର

ନୂଆଦିଲ୍ଲୀ : କିଏ ହେବେ ନୂଆଦିଲ୍ଲୀସ୍ଥିତ ଏମ୍ସର ନିର୍ଦ୍ଦେଶକ ? ମାର୍ଚ୍ଚ ୨୪ରେ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । କିନ୍ତୁ କେନ୍ଦ୍ର ସରକାର ଏବେ ଆଉ ତିନି ମାସ ତାଙ୍କର ଚାକିରି ଅବଧି ବଢ଼ାଇଛନ୍ତି। ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଏମ୍ସ…

ଜେଲ୍ ନିର୍ଯାତନାର କେନ୍ଦ୍ର ନହେଉ: ମାନ୍

ଚଣ୍ଡିଗଡ଼:  ଜେଲ ଗୁଡିକ ନିର୍ଯାତନାର କେନ୍ଦ୍ର ହେବା ଉଚିତ ନୁହେଁ । କଏଦୀଙ୍କ ମାନବିକ ଅଧିକାରକୁ ସୁରକ୍ଷା ଦେବା ଜେଲ୍ ଅଧିକାରୀଙ୍କ ପ୍ରଥମ ପ୍ରାଥମିକତା ହେବା ଉଚିତ।ଏଥିସହ କଏଦୀମାନଙ୍କୁ କିଭଳି ମୁଖ୍ୟସ୍ରୋତରେ ଆଣିହେବ ତାହା ମୂଳଲକ୍ଷ୍ୟ ହେବା ଉଚିତ । ଏଥିପାଇଁ ସଂସ୍କାର ଆଣିବା ଦରକାର।…

ତେଲ ଦର ବଢୁଥିବା ବେଳେ ରାଜଧାନୀରେ ଗଡ଼ିଲା ହାଇଡ୍ରୋଜେନ କାର

ନୂଆଦିଲ୍ଲୀ: ତେଲ ଦର ବୃଦ୍ଧି ବେଳେ ବିକଳ୍ପ ଇନ୍ଧନର କଥା କହୁଥିବା କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ରାଜଧାନୀ ରାଜରାସ୍ତାରେ ହାଇଡ୍ରୋଜେନ ଚାଳିତ କାର ଚଳାଇଛନ୍ତି । ଗଡ଼କରୀ ବୁଧବାର ନିଜର ଟୟୋଟା ମିରାଇ ନାମକ ହାଇଡ୍ରୋଜେନ୍ ଚାଳିତ କାରକୁ ନେଇ ସଂସଦ ଆସିଥିଲେ। ଆତ୍ମନିର୍ଭରଶୀଳ…