Latest Odisha News

BREAKING NEWS

ଶିଶୁ କବିତା : ଜଗତେ ରଖିବା ନାଁ

ବନ୍ଦିତା ଦାଶ  ପାହାଡ ମଥାନେ ଲାଗିଲା ନିଆଁ ଚିଁ ଚିଁ କରେ କୁକୁଡା ଚିଆଁ ।୧। ଆକାଶେ ଭାସୁଚି ଧୋବଲା ମେଘ ପବନର ଆଜି ବହୁତ ବେଗ ।୨। ନଈରେ , ନାଳରେ ପାଣି ଗୋଳିଆ ନାଲିଆ ଚା' ଟି ଭାରି ବଢିଆ। ୩। ଗଛରେ ଦେଖରେ କେତେ ପତର ମହମହ ସତେ ବାସେ ଅତର।୪। ଫୁଲ ଫୁଟିଅଛି ବଗିଚା…

କଟକ ମହାନଗର ନିଗମରେ ମେୟର ହେଲେ ବିଜେଡି ପ୍ରାର୍ଥୀ ସୁବାସ ସିଂ

କଟକ : କଟକରେ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସୁବାସ ସିଂ । ବିଜେପି ଓ କଂଗ୍ରେସଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତି ବେଜେଡି ପ୍ରାର୍ଥୀ । ୪୫ ହଜାର ୨ଶହ ୬ ଖଣ୍ଡ ଅଧିକ ଭୋଟରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ବିଜୟ ହାସଲ କରିଛନ୍ତି । ବିଜେଡି ପ୍ରାର୍ଥୀ ସୁବାସ…

[ଭିଡିଓ] ପୌର ନିର୍ବାଚନ : ବନ୍ଧୁକରୁ ଗୁଳି ଫୁଟାଇ ବିଜୟ ଉତ୍ସବ କଲେ ବିଜେଡି କାଉନସିଲର

ସୁବର୍ଣ୍ଣପୁର : ପୌର ନିର୍ବାଚନ ଜିତଲେ । ହେଲେ ବେଆଇନ ଭାବେ ବନ୍ଧୁକ ଫୁଟାଇ ସେଲିବ୍ରେସନ କଲେ ବିଜେଡିର ବିଜୟୀ କାଉନସିଲ। ସୁବର୍ଣ୍ଣପୁର ଜିଲ୍ଲା ପୌର ପରିଷଦର ୯ ନମ୍ବର ୱାର୍ଡରେ କାଉନସିଲର ଭାବେ ବିଜୟୀ ପ୍ରାର୍ଥୀ ଦେଖାଇଛନ୍ତି ଏପରି କାରନାମା । ଫଳାଫଳ ଘୋଷଣା ସମୟରେ ନିଜ ୱାର୍ଡର…

ବ୍ରହ୍ମପୁରରେ ବିଜେଡିର ବାଜିମାତ୍ : ବିଜେଡି ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ମେୟର ଭାବେ ନିର୍ବାଚିତ

ବ୍ରହ୍ମପୁର  : ବ୍ରହ୍ମପୁରରେ ବାଜି ମାରିନେଲା ବିଜେଡି । ବିଜେଡି ମେୟର ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ୨୦,୨୮୬ ଅଧିକ ଭୋଟ ପାଇଁ ବିଜୟୀ ହୋଇଛନ୍ତି । ସଙ୍ଘମିତ୍ରାଙ୍କୁ ୬୬ ହଜାର ୬୮ ଖଣ୍ଡ ଭୋଟ ମିଳିଛି ।ତାଙ୍କ ନିକଟତମ…

ନୂଆପଡାରେ ପଛରେ ପଡିଗଲା ବିଜେଡି : ୩ଟି ଏନଏସିରେ ବିଜେପି କଂଗ୍ରେସ ଓ ସ୍ୱାଧିନ ବିଜୟୀ

ନୂଆପଡା : ନୂଆପଡାରେ ପୌର ନିର୍ବାଚନ ଫଳାଫଳରେ ପଛରେ ପଡିଗଲା ବିଜେଡି । ସବୁ କଳ୍ପନା ଜଳ୍ପନାର ଅନ୍ତ ଶେଷର ପୌର ନିର୍ବାଚନର ଫଳାଫଳ ବାହାରିଛି । ଏଥର ନୂଆପଡାର ତିନୋଟି ଏନଏସିରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ଜିଲ୍ଲାର ତିନୋଟି ଏନଏସିରେ ଶାସକ ବିଜେଡିକୁ ପଛରେ ପକାଇ ଭିନ୍ନ…

ପୌର ନିର୍ବାଚନ : ଭଦ୍ରକରେ ବିଜେଡିକୁ ଝଟକା ଚେୟାରମ୍ୟାନ ଭାବେ ସ୍ୱାଧୀନ ପ୍ରାର୍ଥୀ ଗୁଲମୁକି ହବିବ ବିଜୟୀ

ଭଦ୍ରକ : ପୌର ନିର୍ବାଚନ : ଭଦ୍ରକରେ ପଛରେ ପଡିଲା ବିଜେଡି । ବାଜି ମାରିନେଲେ ସ୍ୱାଧୀନ ପ୍ରାର୍ଥୀ । ଭଦ୍ରକ ପୌର ପାଳିକାରେ ନୂତନ ଚେୟାରମ୍ୟାନ ଭାବେ ଗୁଲମୁକି ହବିବ ବିଜୟୀ ହୋଇଛନ୍ତି ।ସେ ବିଜେଡି ଠାରୁ ୩୨୫୬ ଖଣ୍ଡ ଭୋଟର ଆଗରେ ରହି ବିଜୟ ହାସଲ କରିଛନ୍ତି ।

ସେବାୟତ କାଳିଆ ହତ୍ୟା ମାମଲା : କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବେ ଅଭିଯୁକ୍ତ

 ପୁରୀ : ବହୁ ଚର୍ଚ୍ଚିତ ଶ୍ରୀମନ୍ଦିରେ ସେବାୟତ କୃଷ୍ଣଚନ୍ଦ୍ର ପଢିଆରୀ ଓରଫ କାଳିଆଙ୍କ ହତ୍ୟା ମାମଲା । ଏହି ମାମଲାରେ ଅଭିଯୁକ୍ତ ମାନଙ୍କୁ ମିଳିଲା ରିମାଣ୍ଡ । ପୋଲିସ ଅଭିଯୁକ୍ତ ମାନଙ୍କୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲା ।ହେଲେ ଏସଡିଜେଏମ କୋର୍ଟ ୩ ଦିନ ପାଇଁ ଅନୁମତି…

ତେଲ ଡିପୋରେ ଲାଗିଗଲା ନିଆଁ

ଦୁବାଇ: ଶୁକ୍ରବାର ସାଉଦି ଆରବର ଏକ ତେଲ ଡିପୋରେ ନିଆଁ ଲାଗିଯିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ୟେମେନର ହୁତି ବିଦ୍ରୋହୀମାନେ ଏପରି ଅଗ୍ନିକାଣ୍ଡ ଘଟାଇଛନ୍ତି ବୋଲି ଦାବି କରିଛନ୍ତି। ଏହି ଅଗ୍ନିକାଣ୍ଡ ଫର୍ମୁଲା ୱାନ ରେସିଂ ଟ୍ରାକ ନିକଟରେ ଘଟିଥିଲା । ଦୁର୍ଘଟଣାସ୍ଥଳରୁ ଏଫଓ୍ୱାନ…

‘ଅଜାଣତରେ ଦେହବ୍ୟବସାୟ ଚାଲୁଥିଲେ ଘର ମାଲିକ ଦଣ୍ଡିତ ହୋଇପାରିବେ ନାହିଁ’

ବେଙ୍ଗାଲୁରୁ: ଭଡା ଘରେ ଦେହବ୍ୟବସାୟ ଚାଲିବା କିଛି ନୂଆ କଥା ନୁହେଁ । ଏବଂ ଏଭଳି କାମ ଚାଲିଥିଲେ ଯିଏ ଏହି ରାକେଟ ଚଳାଉଥାନ୍ତି ସିଏ ତ ଆଇନର ଜାଲରେ ଛନ୍ଦି ହୁଅନ୍ତି କିନ୍ତୁ ସବୁଠି ଅପ୍ରିତିକର ପରିସ୍ଥିତିର ସାମ୍ନା କରନ୍ତି ସଂପୃକ୍ତର ଘରର ମାଲିକ । ଏଭଳି ଏକ ମାମଲାର ରାୟ ଶୁଣାଇ ହାଇକୋର୍ଟ…

ବ୍ୟାକଫୁଟରେ ପୁଟିନ ଫୋର୍ସ ! କିଭ୍ ଛାଡି ଡୋନବାସ ଦଖଲ ଉପରେ ଦେଲା ଗୁରୁତ୍ୱ

କିଭ୍: ମାସେ ପରେ ରଣନୀତି ବଦଳାଇଲା ଋଷ ସେନା । ୟୁକ୍ରେନର ରାଜଧାନୀ କିଭ୍ ପରିବର୍ତ୍ତ ଏବେ ଡୋନବାସ ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତି ନେଇଛି ଋଷ ସେନା। ୟୁକ୍ରେନ ଉପରେ ଫେବୃଆରୀ ୨୪ରେ ରୁଷ ଆକ୍ରମଣ କରିବା ପୂର୍ବରୁ ଡୋନବାସକୁ ୟୁକ୍ରେନରୁ ମୁକ୍ତ କରିଥିଲା । ଏହାପରେ ୟୁକ୍ରେନର ସେନା…