‘ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ନିଲମ୍ବନ ହୋଇଛନ୍ତି ବୋଲି ଗୃହ ଜାଣିନି’
ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ମୋହ ଛାଡିନି ଶାସକ ଦଳ ବିଜେଡିର ! ଯଦିଓ ତିନି ମାସ ପୂର୍ବରୁ ବିଜେପି ନେତାଙ୍କୁ ମାଡ ମାରିବା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବ ଦଳରୁ ନିଲମ୍ବିତ ହୋଇଛନ୍ତି କିନ୍ତୁ ଏ ବାବଦରେ ଗୃହକୁ ଅବଗତ କରାଯାଇନି । ବିଧାନସଭାରେ ବାଚସ୍ପତି…