ଭୀମସାରରେ କରୋନା ରୋଗୀ ମୃତ୍ୟୁ ପ୍ରସଙ୍ଗ : ମୃତକଙ୍କ ପରିବାରକୁ କ୍ଷତି ପୁରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ : ଚିକିତ୍ସା ଅଭାବରୁ ଭୀମସାରରେ କରୋନା ରୋଗୀ ମୃତ୍ୟୁ ପ୍ରସଙ୍ଗ । ମୃତ ରୋଗୀଙ୍କ ପରିବାରକୁ କ୍ଷତି ପୁରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୩ ଟି ପରିବାରକୁ କ୍ଷତି ପୁରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ ଟି ପରିବାରକୁ ୫ ଲକ୍ଷ ଲେଖାଏଁ ଓ ଅନ୍ୟ ୧୧ ଟି ପରିବାରକୁ…