Latest Odisha News

BREAKING NEWS

ବେଆଇନ୍ ଗଞ୍ଜେଇ କାରବାର, ଏସଟିଏଫ ହାତରେ ବ୍ୟାଙ୍କ କର୍ମଚାରୀ

ଅନୁଗୋଳ: ବେଆଇନ ଗଞ୍ଜେଇ ଚାଲାଣ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଅନୁଗୁଳ ଜିଲା ବାଙ୍କ ପଳାସ ଗାଁ ନିକଟରେ ଗଞ୍ଜେଇ ଚାଲାଣ ବେଳେ ସ୍ପେଶାଲ ସ୍କାର୍ଡ ଆଜି ହଠାତ ରେଡ କରିଥିଲା। ଏହାପରେ ଏହି ବେଆଇନ କାରବାରର ପର୍ଦ୍ଦାଫାଶ ହୋଇଛି । ରେଡ୍ ବେଳେ ୧୬୫ କେଜି ଗଞ୍ଜେଇ, ଗୋଟିଏ…

ପୌର ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର : ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀଙ୍କ ପାଖରେ ଗୋଟିଏ ଦିନ

ପୌର ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ସନ୍ଧ୍ୟା ୫ଟା ସୁଦ୍ଧା ପ୍ରଚାର ଶେଷ ହେବ । ଆଉ ଆସନ୍ତା ଗୁରୁବାର ଭୋଟ ପଡିବ । ଶେଷ ସମୟରେ ଭୋଟରଙ୍କୁ ମନେଇବା ପାଇଁ ହେଭିୱେଟ ନେତା ଦଳୀୟ ପ୍ରାର୍ଥୀଙ୍କ ପାଇଁ  ପ୍ରଚାର କରୁଛନ୍ତି । ଜନ ସମର୍ଥନ ସାଉଁଟିବାକୁ ବିଭିନ୍ନ ମୁଦ୍ଦା ନେଇ ଲୋକଙ୍କ…

ଏପ୍ରିଲରୁ ସ୍କୁଲରେ ଦିଆଯିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ଏପ୍ରିଲ ମାସରୁ ସ୍କଲରେ ମିଳିବ ମଧ୍ୟାହ୍ନ ଭୋଜନ । ସ୍କୁଲ ଓ ଗଣଶିକ୍ଷା ବିଭାଗର ନୋଡାଲ ଅଫିସର ସନତ କୁମାର ମହାନ୍ତି ଏହି ସୂଚନା ଦେଇଛନ୍ତି। ଏଥିସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ମଧ୍ୟାହ୍ନ ଭୋଜନ ଏପ୍ରିଲରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟାହ୍ନ…

ଶ୍ରୀଜିଉଙ୍କ ଦର୍ଶନ କଲେ କମେଡିଆନ୍ କପିଲ ଶର୍ମା

ପୁରୀ: ପ୍ରଥମ ଥର ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି କମେଡିଆନ ତଥା ବଲିଉଡ କଳାକାର କପିଲ ଶର୍ମା । ନିଜର ଏକ ଫିଲ୍ମ ସୁଟିଂ ପାଇଁ ଭୁବନେଶ୍ୱର ଗସ୍ତରେ ରହିଥିବା କପିଲ ସୋମବାର ସଂଧ୍ୟାରେ ବଡ ଠାକୁରଙ୍କୁ ଦର୍ଶନ କରିଥିଲେ । କପିଲ ଶର୍ମା ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ…

‘ଆଧୁନିକ ଯୁଗରେ ଆଧ୍ୟାତ୍ମିକ ପ୍ରୋୟଗର ଆବଶ୍ୟକତା ରହିଛି’

ବ୍ରହ୍ମପୁର: ଆତ୍ମନିର୍ଭର ଭାରତରେ ଚାଷର ଆବଶ୍ୟକତା ଅଧିକ ରହିଛି । କିଭଳି ଆମେ ବିନା ସାର ଏବଂ କୀଟନାଶକରେ ଚାଷ କରିବା ସେ ଦିଗରେ ଗୁରୁତ୍ୱ ଦେବା ଦରକାର । ସୋମବାର ବ୍ରହ୍ମପୁର ରାମଚନ୍ଦ୍ରପୁର ସ୍ଥିତ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ଆୟୋଜିତ ଆତ୍ମନିର୍ଭରଶୀଳ ଭାରତର କୃଷକ ସମାବେଶରେ…

ସୁନା ଦୋକାନରେ ଜିଏସଟି ବିଭାଗର ଚଢାଉ

କଟକ : ଅଳଙ୍କାର ଦୋକାନରେ ଜିଏସଟି ବିଭାଗର ଚଢାଉ । କଟକ ସିଟି ଜିଏସ ଟି ବିଭାଗ ପକ୍ଷରୁ କଟକ ଜିଲ୍ଲା ନିଆଳି ଥାନା ସମ୍ମୁଖରେ ଥିବା ମା’ ଅଳଙ୍କାର ସୁନା ଦୋକାନ ଉପରେ ଚଢାଉ ହୋଇଛି ।ଚଢାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , କମ୍ପ୍ୟୁଟର ଓ  ଗଛିତ ସୁନା  ଜିଏସଟି ବିଭାଗ ଜବତ କରିଛି ।…

କୋଭିଡ ପୁଣିଥରେ ଭୟାବହ ଆଣିପାରେ, ଚେତାଇଲେ ଆନ୍ଥୋନି ଫାଉସି

ନ୍ୟୁୟର୍କ: ପ୍ରଥମ ଏବଂ ଦ୍ୱିତୀୟ ବର୍ଷ ତୁଳନାରେ କରୋନା ମହାମାରୀ ତୃତୀୟ ବର୍ଷରେ ସେତେଟା ଘାତକ ନାହିଁ । ଟିକାକରଣ ଓ ଲୋକଙ୍କ ସଚେତନତାରୁ କରୋନା ଦୁର୍ବଳ ହୋଇଛି ବୋଲି ବିଶେଷଜ୍ଞ କହିଛନ୍ତି । କିନ୍ତୁ କରୋନାର ଦ୍ୱିତୀୟ ଏବଂ ପ୍ରଥମ ଲହର କେତେ ଗମ୍ଭୀର ଥିଲା ତାହା ଆମେରିକା, ଇଟାଲୀ,…

ନୂଆଦିଲ୍ଲୀରୁ ଉଡାଣ ଭରିଥିବା ବିମାନ ହଠାତ୍ ପାକିସ୍ତାନରେ କଲା ଅବତରଣ

ଇସଲାମାବାଦ: ବୈଷୟିକ ତ୍ରୁଟି କାରଣରୁ କାତାର ଏୟାରୱେଜର QR579 ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହି ବିମାନ ଦିଲ୍ଲୀରୁ ଦୋହାକୁ ଯାଉଥିଲା ଯେଉଁଥିରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ। କାତାର ଏୟାରୱେଜ୍ କହିଛି ଯେ ବିମାନ ଉଡ଼ାଣ ସମୟରେ କାର୍ଗୋ ହୋଲ୍ଜରୁ ଧୂଆଁ…

ନିଜ ଦଳ କଂଗ୍ରେସକୁ ମଧ୍ୟ କ୍ଷମା ଦେବିନି: ଆଜାଦ୍

ଜମ୍ମୁ: ଦେଶ ଭିତରେ ଲୋକଙ୍କୁ ବିଭାଜନ କରିବାକୁ କୌଣସି ରାଜନୈତିକ ଦଳ ପଛାଇ ନାହାନ୍ତି । ଯେଉଁଥିରେ ନିଜ ଦଳ କଂଗ୍ରେସ ମଧ୍ୟ ରହିଛି । ଏହା କହିଛନ୍ତି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ । କଂଗ୍ରେସର ଅସନ୍ତୁଷ୍ଟ ୨୩ କଂଗ୍ରେସ…

ନିର୍ବାଚନରେ ହାରିଥିବା ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ବିଜେପି, କାରଣ କ’ଣ ?

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପୁଷ୍କର ସିଂ ଧାମି ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ରହିଛି। ନିର୍ବାଚନ ପରେ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ମୀନାକ୍ଷୀ ଲେହି ଡେରାଡୁନରେ ବସିଥିବା ନିର୍ବାଚିତ ବିଧାୟକଙ୍କୁ ନେଇ ଏକ ବୈଠକ ବସିଥିଲା । ଏହି ବୈଠକରେ ଧାମିଙ୍କ ନାମ…