Latest Odisha News

BREAKING NEWS

ମାଲକାନଗିରି ଏସିଙ୍କ ବଦଳିରେ ନାଖୁସ୍ ସ୍ୱାଭିମାନ ଅଞ୍ଚଳବାସୀ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ପୋଲିସ ବିରୋଧରେ ନୁହେଁ । ପୋଲିସ ସପକ୍ଷରେ ଏକାଠି ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । ମାଲକାନଗିରି ଏସପିଙ୍କ ବଦଳିକୁ ବିରୋଧ କରି ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିକଟରେ ମାଲକାନଗିରି ଏସପି ଋିଷିକେଶ ଖିଲାରୀଙ୍କୁ ମୟୂରଭଞ୍ଜ…

ପେଟ ପାଇଁ ସବୁ ନାଟ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବାଧରେ ଚାଲିଛି ଦେଶୀ ମଦ ପ୍ରସ୍ତୁତି । ବଣ୍ଡା ଘାଟି ଠାରୁ ଆରମ୍ଭ କରି ବାଲିମେଳା ,ଚିତ୍ରକୋଣ୍ଡା ଠାରୁ ଆରମ୍ଭ କରି କାଲିମେଳା ସବୁଠି ଗାଁ ଗାଁରେ ଆଦିବାସୀ ଲୋକେ ଏପରି ଅବାଧରେ ମଦ ପ୍ରସ୍ତୁତି କରୁଛନ୍ତି । କରୋନା ମହାମାରୀ ସମୟରେ ଆର୍ଥିକ ମେରୁଦଣ୍ଡ…

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ତାଣ୍ଡବ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ଦେଖିବାକୁ ମିଳିଲା ମାଓ ତାଣ୍ଡବ। ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଆମଦାଇ ଖଣି ନିକଟ ପ୍ଲାଣ୍ଟରେ ନିୟୋଜିତ ଥିବା ଚାରଟି ଗାଡିକୁ ପୋଡିବା ସହ ଆଇଡି ମଧ୍ୟ ବ୍ଲାଷ୍ଟ କରିଛନ୍ତି ଏଥିରେ ନିକୋପ୍ଲାଣ୍ଟର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା…

ବଣ୍ଡା ଘାଟିର ବିକାଶରେ ସାପ୍ତାହିକ ହାଟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିରେ ବାସ କରନ୍ତି ପ୍ରାୟ ୭ ହଜାର ଆଦିମ ଜନଜାତିର ଲୋକେ । ଖୈରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଠାରେ ହେଉଥିବା ସାପ୍ତାହିକ ହାଟ କହିଲେ ବୁଝାଏ ଏହି ବଣ୍ଡା ହାଟ । କାରଣ ଏହି ସାପ୍ତାହିକ ହାଟରେ ବଣ୍ଡା ଘାଟିର ଦୁଇଟି…

ଯବାନଙ୍କ ଗୁଳିମାଡରେ ଜଣେ ମାଓବାଦୀ ନିହତ, ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି: ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମିୟ ଘଟିଛି । ଘଟଣାସ୍ଥଳରେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଥିବାବେଳେ ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ମୃତ ମାଓବାଦୀର ପରିଚୟ ପିଏଲ୍‌ଜିଏ କମାଣ୍ଡର ଜଗା ବୋଲି ଜଣାପଡିଛି ।…

ବିନା ଡିଗ୍ରୀରେ ଚାଲିଥିଲା ଚିକିତ୍ସା, ଗିରଫ ୩ କ୍ୱାକ୍ ଡାକ୍ତର

ମାଲକାନଗିରି: କରୋନା ମହମାରୀରେ ଅସ୍ତବ୍ୟସ୍ତ ହୋଇପଡିଛି ଧନଜୀବନ । ଏହାରି ଭିତରେ କିଛି ଅସାଧୁଙ୍କୁ ମିଳିଥିଲା ମାଲାମାଲ ହେବାକୁ ସଯୋଗ । ଏହି ଧାରାରେ ମାଲକାନଗିରି ଜିଲ୍ଲାରେ ପୋଲିସ ଜାଲରେ ପଡିଛନ୍ତି ତିନିଜଣ କ୍ୱାକ୍ (ଦେଶୀ) ଡାକ୍ତର । ଜାଣି ଚକିତ ହେବେ ବିନା ଡିଗ୍ରୀରେ ଚାଲିଥିଲା…

ପାଣି ଭିତରୁ ଭଗ୍ନ ମନ୍ଦିର ଉଦ୍ଧାର

ମାଲକାନାଗିରି : ପାଣି ଭିତରୁ ଉଦ୍ଧାର ହୋଇଛି ଭଗ୍ନ ମନ୍ଦିର । ମାଲକାନାଗିରି ବାଲିମେଳା ଜଳ ଭଣ୍ଡାରରୁ ମିଳିଛି ପୁରୁଣା ମନ୍ଦିରର ଭଗ୍ନ ଅଂଶ । ଜଳଭଣ୍ଡାରରୁ ପାଣି କମିଯିବାରୁ ଏହି ପ୍ରାଚୀନ ମନ୍ଦିର ଦୃଶ୍ୟ ମାନ ହୋଇଛି । ଖାଲି ସେତିକି ନୁହେଁ ଆଖପାଖରୁ ମଧ୍ୟ ବହୁ ଛୋଟ ବଡ ମୂର୍ତ୍ତି ଉଦ୍ଧାର…

ପୋଲିସ ନକ୍ସଲ୍ ଗୁଳି ବିନିମୟ, ୨ ମାଓ କମାଣ୍ଡର ନିହତ

ମାଲକାନଗିରି: ଏନକାଉଣ୍ଟରରେ ମରୁଛନ୍ତି, କରୋନାରେ ସଂକ୍ରମିତ ହୋଇ ବିିନା ଚିକିତ୍ସାରେ ବି ପ୍ରାଣ ହରାଉଛନ୍ତି । ତଥାପି ଭାଙ୍ଗନି ମାଓବାଦୀଙ୍କ ମିଛ ଦମ୍ଭ । ପୁଣିଥରେ ପୋଲିସ ସହ ଗୁଳି ବିନିମୟରେ ଦୁଇଜଣ ମାଓ କମାଣ୍ଡର ନିହତ ହୋଇଛନ୍ତି । ଗତକାଲି ଓଡିଶା ଓ ଛତିଶଗଡ ସୀମାନ୍ତ ନାରାୟଣପୁର…

ମାଲକାନଗିରି ଜିଲ୍ଲାପାଳ କରୋନା ଆକ୍ରାନ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ସହ ତାଙ୍କ ସରକାରୀ ବାସଭବନର ମୋଟ ଛଅ ଜଣ କରୋନା ସଂକ୍ରମିତ…

ପୋଲିସ ଗୁଳିରେ ଟଳିଲେ ମହିଳା ମାଓନେତ୍ରୀ

ମାଲକାନଗିରି: ଛତିଶଗଡ ଦାନ୍ତେୱାଡାରେ ଏନକାଉଣ୍ଟର । ପୋଲିସ ଗୁଳିଲେ ଜଣେ ମହିଳା ମାଓନେତ୍ରୀ ନିହତ । ତେବେ ତାଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳି ପାରିନାହିଁ । ତାଙ୍କ ପାଖରୁ ଜବତ ହୋଇଛି AK-47 । ଦାନ୍ତେୱାଡା ଜିଲ୍ଲାର କୁମାକଲେଙ୍ଗ ଜଙ୍ଗଲରେ ମାଓ କାମ୍ପ ଚାଲିଥିବା ଗୁଇନ୍ଦା ସୂଚନା…