Latest Odisha News

BREAKING NEWS

କେତେ ସତ ? ମାଲକାନଗିରିରେ ଅଜଣା ରୋଗ ଆତଙ୍କ

ମାଲକାନଗିରି: ଅଜଣା ତଥା ରହସ୍ୟମୟ ରୋଗ ପାଇଁ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା । ବିଗତ ୧୫ଦିନରେ କାଲିମେଳା ବ୍ଲକ ଅନ୍ତର୍ଗତ ସୁଧାଖୁଣ୍ଟା ଗାଁରେ ୫ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଡାକ୍ତରୀ ଦଳର ରିପୋର୍ଟ କିନ୍ତୁ କିଛି ଭିନ୍ନ ବୟାନ କରିଛି । ସୁଧାଖଣନ୍ଟା…

ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା । ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ନାରାୟଣପୁର ଜିଲ୍ଲା ଆମଦାଇ ଘାଟିରେ ଏହି ଗୁଳିବିନିମୟ ହୋଇଛି । ନାରାୟଣପୁର…

ଆତ୍ମସମର୍ପଣ କଲେ ବୋଲି ମାରିଦେଲେ ମାଓବାଦୀ

ମାଲକାନଗିରି: ଲାଲବାହିନୀ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସାଥିଙ୍କୁ ମୃତ୍ୟୁଦଣ୍ଡ ଦେଲା ଲାଲବାହିନୀ । ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଘରୁ ଅପହରଣ କରି ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ ବିଜାପୁର ଜିଲ୍ଲାରେ ଘଟିଛି ଏହି ଘଟଣା ।…

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଉଦ୍ଦେଶ୍ୟରେ ଗୁଇନ୍ଦା ବିଭାଗର ପୋଷ୍ଟର

ମାଲକାନଗିରି: ଲାଲଗଡ଼ରେ ରାଜ୍ୟ ଗୁଇନ୍ଦା ବିଭାଗର ପୋଷ୍ଟର । ମାଓବାଦୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟର ଲଗାଯାଇଛି । ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ପୋଷ୍ଟର ଲଗାଇ ଜାରି କରାଯାଇଛି ଫୋନ୍ ନମ୍ବର । ପୂର୍ବରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ…

ଚୁକ୍ତିର ୫ ବର୍ଷ ପରେ ରେଳ କାମ ନେଇ ସର୍ଭେ

ମାଲକାନଗିରି : ପୁଣି ଥରେ ହଜିଯାଇଥିବା ଆଶା ଉଦଜୀବୀତ ହୋଇଛି । ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଅଧା ଅନୁଦାନରେ ତିଆରି ହେବାକୁ ଯାଉଛି ଜୟପୁର ମାଲକାନଗିରି ରେଳ ଲାଇନ୍ । ହେଲେ ଏହା ଭିତରେ ୫ ବର୍ଷ ବିତିଗଲାଣି । ଲୋକଙ୍କର ରେଳରେ ବସିବା ସ୍ୱପ୍ନ ବି ଏହା ଭିତରେ ମଉଳି ଗଲାଣି । ଅର୍ଥ…

ଭାଲୁ ମୁହଁରୁ ଝିଅକୁ ବଞ୍ଚାଇଲା ମା’

ମାଲକାନଗିରି : ଭାଲୁ ମୁହଁରୁ ଝିଅର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲେ ଜଣେ ମାଆ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଆଜି ସକାଳେ ବଣ୍ଡା ଘାଟି ଉପରେ ଥିବା କିର୍ଷାନିପଡା ଗ୍ରାମର ସମାରି ଶିଶା ଏବଂ ତାଙ୍କ…

ପୁଣି ଏନକାଉଣ୍ଟର, ୩ ମାଓବାଦୀ ମୃତ

ମାଲକାନଗିରି : ପୁଣି ଏନକାଉଣ୍ଟର । ମାଲକାନଗିରି ଛତିଶଗଡ ସିମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଏନକାଣ୍ଟର । ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ…

ପୁଲିସ-ମାଓ ମୁହାଁମୁହିଁ, ଜଣେ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସ ମାଓ ଗୁଳିବିନିମୟ । ଏଥିରେ ଜଣେ ଯବାନ ଆହତ ହୋଇଥିବା ବେଳେ ଆଉ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଆଉ କିଛି ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ବିଜାପୁର ଜିଲ୍ଲା ଉସୁର ଥାନା ଅନ୍ତର୍ଗତ…

କରୋନାରେ ମାଓ ନେତା ମୃତ

ମାଲକାନଗିରି : ପୁଣି କରୋନାରେ ଜଣେ ମାଓବାଦୀ ମୃତ । କରୋନା ନେଲା ଆନ୍ଧ୍ର ଓଡିଶା ଛତିଶଗଡ଼ ତିନିରାଜ୍ୟର ଟୋପ ହାର୍ଡଖୋର ମାଓନେତା ବିନୋଦର ଜୀବନ । ବହୁ ଚର୍ଚ୍ଚିତ ୨୦୧୩ ମସିହା ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାର ଝିରମ ଘାଟିରେ ୩୨ ଜଣଙ୍କୁ ହତ୍ୟା କରିଥିଲା ଏହି ମାଓ…

ପଛୁଆ ଜିଲ୍ଲାରେ ଦିବ୍ୟାଙ୍ଗ ଶିକ୍ଷକଙ୍କ ଶିକ୍ଷାଦାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଅନଲାଇନ୍ ଶିକ୍ଷା ବ୍ୟାବସ୍ତାର ବିଫଳ ଚିତ୍ର । ଲକ୍ ଡାଉନ୍ ପରେ ଅନ ଲାଇନରେ ଶିକ୍ଷା ପ୍ରଦାନ କରିବା ଲାଗି ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସରକାର । ହେଲେ ପଛୁଆ ଜିଲ୍ଲାରେ  ନେଟୱାର୍କ ନାହି କି ଗରିବ ବାପା ମାଆଙ୍କ ମୋବାଇଲ ଫୋନ କିଣିବା ଲାଗି…