Latest Odisha News

ପୁଣି ମାତିଲେ ମାଓବାଦୀ, ଅଳ୍ପକେ ବର୍ତ୍ତିଲେ ଆଇଟିବିପି ଯବାନ !

ମାଲକାନଗିରି: ଛତିଶଗଡ ବିଜାପୁରରେ ସହିଦଙ୍କ ଜୁଇର ନିଆଁ ନଲିଭୁଣୁ, ପୁଣିଥରେ ସକ୍ରିୟ ହୋଇଛନ୍ତି ମାଓବାଦୀ । ଏକ ବଡ ଟାର୍ଗେଟରୁ ଅଳ୍ପକେ ବର୍ତ୍ତିଲେ ଯବାନ । ଛତିଶଗଡ କୁଶନାଡ କ୍ୟାମ୍ପର ୫୩ ବାଟାଲିୟନର ଆଇଟିବିପି ଯବାନମାନେ କୁମ୍ବିଂ ଅପରେସନରେ ଥିଲେ । ସେହି ସମୟରେ ମାଓବାଦୀମାନେ ସେମାନଙ୍କୁ…

୩ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ଜବତ, ଚୋରା ଚାଲାଣ ବେଳେ ୪ ଗିରଫ

ମାଲକାନଗିରି: ମାଲକାନଗିରି ବନ ବିଭାଗ ୩ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ଜବତ କରିଛି । ଏହାସହ କାଠ ଚୋରା ଚାଲାଣ କରୁଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  ଗୁଇନ୍ଦା ସୂଚନା ଅନୁସାରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଏକ ଟିମ ଗଠନ କରି କାମାଲିଗୁଡା ଗାଁ ନିକଟରେ ନାଇଟ…

କୋବ୍ରା ଯବାନ ରାକେଶ୍ୱର ସିଂ ମାନହାସଙ୍କୁ ଛାଡ଼ିଲେ ମାଓବାଦୀ

ମାଲକାନଗିରି: ମାଓବାଦୀଙ୍କ କବଳରୁ ମୁକୁଳିଲେ କୋବ୍ରା କମାଣ୍ଡର ରାକେଶ୍ୱର ସିଂ ମାନହାସ । ରାକେଶ୍ୱରଙ୍କୁ ମାଓବାଦୀ ଛାଡ଼ି ଦେଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇ.ଜି ସୁନ୍ଦରରାଜ ପି । ବିଜାପୁର ଏନକାଉଣ୍ଟର ପରେ ନିଖୋଜ ଥିଲେ ରାକେଶ୍ବର । ରାକେଶ୍ୱରଙ୍କୁ ଅପହରଣ କରାଯାଇଥିବା ନେଇ ମାଓ…