Latest Odisha News

BREAKING NEWS

ଲଘୁଚାପ ବର୍ଷାରେ ବେହାଲ ମାଲକାନଗିରି, ବୁଡିଗଲା ୩ ଟି ପୋଲ

ମାଲକାନଗିରି : ଲଘୁଚାପ ବର୍ଷା ଯୋଗୁଁ ବେହାଲ ହେଲା ସମଗ୍ର ମାଲକାନଗିରି ଜିଲ୍ଲା । ଦିନିକିଆ ବର୍ଷାରେ ବୁଡିଗଲା ୩ ଟି ପୋଲ । ଏମଭି-୩ ଏମଭି-୨ ଓ ପ୍ରଧାନୀଗୁଡା ନଦୀର ପୋଲ ଉପରେ ପ୍ରାୟ ୨ ରୁ ୩ ଫୁଟ ପର୍ଯ୍ୟନ୍ତ ପାଣି ପ୍ରଭାହିତ ହେଉଛି । ସବୁଠି ପୋଲର ଦୁଇ ପାର୍ଶ୍ୟରେ ଯାନ ବାହାନ ଅଟକି ରହିଛି…

ମାଲକାନଗିରି ପୋଲିସକୁ ସଫଳତା, ଜବତ ହେଲା ୨ କ୍ବିଣ୍ଟାଲ ଗଞ୍ଜେଇ, ୩ ଗିରଫ

ମାଲକାନଗିରି : ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ନମ୍ବର ନଥିବା ଏକ ତିନି ଚକିଆ ଅଟୋକୁ ଜବତ କରିଛି ପୋଲିସ । ଅଟୋ ଭିତରୁ ୨ କ୍ବିଣ୍ଟାଲ ୩ କେଜି ଚୋରା ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ…

ନକଲି ବନ୍ଧୁକ ଧରି ଚୋରି କରିବାକୁ ଆସିଥିଲେ, କାବୁ କଲେ ଗାଁ ଲୋକ

ମାଲକାନଗିରି: ନକଲି ବନ୍ଧୁକ ଧରି ଚୋରି କରିବାକୁ ଆସିଥିବା ଚୋର ହଟହଟା । ନକଲି ବନ୍ଧୁକଧାରୀ ଚୋରଙ୍କୁ କାବୁ କଲେ ଗ୍ରାମବାସୀ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଥାନା ଅନ୍ତର୍ଗତ ଉଡ଼ପା ଗାଁରେ । ଗତକାଲି ବିଳମ୍ବିତ ରାତିରେ ସୀମାନ୍ତ ଛତିଶଗଡ଼ ରାଜ୍ୟ ନାରାୟଣପୁର ଅଞ୍ଚଳର…

ମହଙ୍ଗା ପଡ଼ିଲା ଗଞ୍ଜେଇ କାରବାର, ସିଲ୍ ହେଲା ଘର ଓ ଦୋକାନ

ମାଲକାନଗିରି : ମହଙ୍ଗା ପଡ଼ିଲା ଚୋରା ଗଞ୍ଜେଇ କାରବାର । ମାଲକାନଗିରିରେ ଲୁଚି ଛପି ଗଞ୍ଜେଇ ବିକ୍ରି କରୁଥିବା ଲୋକଙ୍କୁ ଲାଗିଛି ଶକ୍ତ ଝଟକା । ଗଞ୍ଜେଇ କାରବାର କରୁଥିବା ଲୋକଙ୍କ ଘର ଦ୍ବାର ଓ ଦୋକାନ ସିଲ୍ କରିଛି ପୋଲିସ । ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଲାଗି ଏଭଳି ପଦକ୍ଷେପ ନେଇଛି…

ମାଲକାନଗିରିରେ ସଡକ ଦୁର୍ଘଟଣା, କାର ଧକ୍କାରେ ବାଇକ ଚାଳକ ମୃତ

ମାଲକାନଗିରି: ବାଇକ ଚାଳକଙ୍କୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ବାଇକ୍ ଚାଳକ ରିଙ୍କୁ ସିଙ୍ଗାଡିଙ୍କର ମୃତ୍ୟୁ ଘଟିଛି । ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଟଙ୍ଗଗୁଡା ଗାଁରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା କାରକୁ ଅଟକ ରଖିବା ସହ ଲୋକେ ୩୨୬…

ମାଲକାନଗିରିରେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଲୋକ

ମାଲକାନଗିରି: ବଢ଼ିଛି ପେଟ୍ରୋଲ ଦର। ମାଲକାନଗିରି ଜିଲ୍ଲାରେ ଏନେଇ ଲୋକେ ଚିନ୍ତାରେ ପଡ଼ିଛି। ଜିଲ୍ଲାର କାଲିମେଳା ସହରରେ ପେଟ୍ରୋଲ ଦର ଲିଟର ପିଛା ୧୧୦ଟଙ୍କା ରହିଥିବାବେଳେ ଡିଜେଲ ଦର ୧୦୬ଟଙ୍କା ରହିଛି। ମାତ୍ର ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲାରେ ତୈଳ କମ୍ପାନୀର ଏହି ଆଗୁଆ ଦର…

ଚୋରାଚାଲାଣ ବେଳେ ୧୫୦୦ କେଜି ଗଞ୍ଜେଇ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିପୁଳ ପରିମାଣର ଗଞ୍ଜେଇ ଜବତ । ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏକ ଗାଡିକୁ ଜବତ କରିଛି । ଆନ୍ଧ୍ର ଓଡିଶା ସିମାନ୍ତ ରେଖାପାଲି ଗାଁ ନିକଟରେ ଚିତ୍ରକୋଣ୍ଡା ପୋଲିସ ତରଫରୁ  ପାଟ୍ରୋଲିଂ ଚାଲିଥିବା…

ମାଲକାନଗିରିରେ ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗିରଫ

ମାଲକାନଗିରି: ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ ଆଜି ବନ ବିଭାଗର ସତର୍କତା କାଠ ମାଫିଆଙ୍କୁ ମହଙ୍ଗା ପଡିଛି । ବିଶ୍ୱସ୍ତ ସୁତ୍ରରୁ କାଠ ଚୋରା ଚାଲାଣ ବିଷୟରେ ଖବର ପାଇ…

ଉଦ୍ଧାର ହେଲା ୮ ଫୁଟ୍ ଲମ୍ବର ଅଜଗର ସାପ

ମାଲକାନଗିରି: ଚିତ୍ରକୋଣ୍ଡା ବ୍ୟାଙ୍କ କଲୋନୀରୁ ଉଦ୍ଧାର ହେଲା ବିରାଟକାୟ ଅଜଗର ସାପ । ସ୍ଥାନୀୟ ବାସିନ୍ଦା ରବି ପତଙ୍ଗଙ୍କ ଘର ପଛପଟୁ ଏକ ୮ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି । ପରବର୍ତ୍ତୀ ସମୟରେ ସାପଟିକୁ ଉଦ୍ଧାର କରାଯାଇଥିବା ସୂଚନା । ଆଜି ସକାଳୁ ରବି ପତଙ୍ଗଙ୍କ ପରିବାର ଲୋକେ…

ବଣ୍ଡା ଘାଟିର ଗର୍ବ ମାଳତୀ ଶୀଶା

ମାଲକାନଗିରି : ଚର୍ଚ୍ଚାରେ ଉଚ୍ଚ ଶିକ୍ଷିତା ବଣ୍ଡା ଯୁବତୀ । ପଙ୍କରେ ପଦ୍ମ ଫୁଟିଲା ଭଳି ମାଲକାନଗିରିରେ ଉଦାହରଣ ପାଲଟିଛନ୍ତି ବଣ୍ଡା ଯୁବତୀ ମାଳତୀ ଶିଶା । ପ୍ରଥମ ଥର ଲାଗି ବଣ୍ଡା ଜନ ଜାତିର ଜଣେ ଯୁବତୀ ଏମ.ଏ. ପାଶ କରିଛନ୍ତି । ଯାହାକୁ ନେଇ ଏବେ ମାଲକାନଗିରି ଜିଲ୍ଲାରେ ବେଶ ଚର୍ଚ୍ଚା ।…