ସ୍ୱଳ୍ପ ଗଳ୍ପ : ଏକ ଚିତ୍ରାତ୍ମାର କଥା
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୨
୧୮୯୦ର ଛବି । ଭିକ୍ଟୋରିଆ ଯୁଗର ଛବି। ସେ ସମୟରେ ଏହି ଭଳି ଛବିର ଖୁବ୍ ପ୍ରଚଳନ ଥିଲା। ଅନେକେ ନିଜର ଶୋଇବାଘରର କାନ୍ଥରେ ଏଇଭଳି ଛବିମାନ ଟାଙ୍ଗିବାକୁ ଆଗ୍ରହ ପ୍ରକାଶ କରୁଥିଲେ ।
ଏହିଭଳି ଛବିରେ କିଛି ବିଶ୍ୱାସ ଅଛି,…