Latest Odisha News

ସ୍ୱଳ୍ପ ଗଳ୍ପ : କିଛି ଆଦ୍ୟ କଥା, ଟେଡି ବିଅର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୪ ଫେବ୍ରୁଆରି ମାସର ଦ୍ୱିତୀୟ ସପ୍ତାହଟି କିଶୋର କିଶୋରୀଙ୍କ ର ଭାରି ଆନନ୍ଦର ସପ୍ତାହ । ତାରୁଣ୍ୟର ସମସ୍ତ ଉତ୍ସାହ ଆଉ ଉଦ୍ଦୀପନା ସହିତ ଏହି ସପ୍ତାହ ଟି ବିଶେଷ ଭାବରେ ପ୍ରେମର ସୁରଭିରେ ପୃଥିବୀକୁ ଆପ୍ଳୁତ କରିଥାଏ ।…

ସ୍ୱଳ୍ପ ଗଳ୍ପ : ପ୍ରେମପତ୍ର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୩ ପ୍ରେମପତ୍ର ମାନେ ଏକଦା ଥିଲେ । ଥିଲେ ବା ଏକଦା ବୋଲି ଏମିତି ପ୍ରାକ୍-ଭାଷ ପ୍ରେମପତ୍ର ସହିତ ଯୋଡିବା ବେଳକୁ ମନ ବିଷାଦରେ ଭରିଯାଉଛି କାରଣ ସମସାମୟିକ ପ୍ରେମପତ୍ର(?) ମାନ ସଂକ୍ଷିପ୍ତ-ବାର୍ତ୍ତା-ବାହକ ବା ଏସ୍ଏମ୍ଏସ୍ ର…

ସ୍ୱଳ୍ପ ଗଳ୍ପ : ଲିଙ୍ଗ-ଯୁଦ୍ଧ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୨ ସେ । ଯୁଦ୍ଧ କ୍ଷେତ୍ରକୁ ସେ ପ୍ରବେଶ କରିଥିଲେ ଯେମିତି ସେ ଜଣେ ପ୍ରାଚୀନ ନୀଳନଦୀ ଦେଶ ର ରାଣୀ, କ୍ଲିଓପାର୍ଟ୍ରା । ଗୋଟିଏ ସୁବର୍ଣ୍ଣ ହାନ୍ଦୋଳାରେ ସେ ବସିଥାନ୍ତି ଆଉ ତାଙ୍କର ଦେହରେ ଶୋଭାପାଉଥାଏ ସେ ସମୟର ପ୍ରଚଳିତ ଥିବା…

ସ୍ୱଳ୍ପ ଗଳ୍ପ : କାଫକାଙ୍କ ଶତ୍ରୁ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୧ ସେହି ଗୋଟିକ ହିଁ ବ୍ୟତିକ୍ରମ। କାଫକାଙ୍କ ଶତ୍ରୁ କହିଲେ ସେହି ଜଣକ । ସେ ବି ଥିଲେ କାଫକାଙ୍କ ଭଳି ଜଣେ ଲେଖକ ଆଉ ବୃତ୍ତିରେ ଥିଲେ ଜଣେ ଡାକ୍ତର । ସେ ତାଙ୍କର ପ୍ରଣୟିନୀ ତଥା ସେ ସମୟର ଜଣେ ଖ୍ୟାତନାମା ଅଭିନେତ୍ରୀ ରାହେଲ…

ସ୍ୱଳ୍ପ ଗଳ୍ପ : ନବବର୍ଷ ଓ ଖଣ୍ଡ ଛେନା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୦ ନବବର୍ଷ । ପ୍ରଥମ ଜାନୁଆରୀ ୧୮୦୨ ଖ୍ରୀଷ୍ଟାବ୍ଦ। ସେଦିନ ଯୁକ୍ତରାଜ୍ୟ ଆମେରିକାର ମହାମହିମ ରାଷ୍ଟ୍ରପତି ନିଜର ଡାଏରୀରେ ଏହା ଲିପିବଦ୍ଧ କରିଥିଲେ," ଆଜି ଦିନରେ ଏଠାରେ ଏକ ବିଶାଳ ଛେନା ଖଣ୍ଡ ଆସି ପହଞ୍ଚିଗଲା । ଏହା ଗୋଟିଏ…

ସ୍ୱଳ୍ପ ଗଳ୍ପ : ସ୍ୱର୍ଗରାଜ୍ୟର ବୃକ୍ଷ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୯  ବର୍ଷ ଶେଷ । ବଡଦିନ । ଶୀତ ର ଜାଡରେ ଥୁରୁଥୁରୁ ସମୟ । ପବିତ୍ର ଉଲ୍ଲାସ ଆଉ ଉଦ୍ଦୀପନାରେ ପ୍ରଭୂ ଯୀଶୁଙ୍କର ଧରାବତରଣ । ଆଉ ଏହି ପବିତ୍ର ଉତ୍ସବ କୁ ଅତ୍ୟନ୍ତ ପରିପାଟି କରି ପାଳନ କରିବାର ଆୟୋଜନ ହୁଏ ପୃଥିବୀ…

ସ୍ୱଳ୍ପ ଗଳ୍ପ : ଠେକୁଆକୁ ଜନ୍ମଦେଉଥିବା ଜଣେ ମାତା ମେରି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୮ ଇଂଲଣ୍ଡର ସରେ ଅଞ୍ଚଳ । ୧୭୨୬ ମସିହାର ବର୍ଷ ଶେଷ ଆଡ଼କୁ ପ୍ରାୟ ତିନିମାସ ଧରି ବିଶେଷ ଚର୍ଚ୍ଚାରେ ରହିଥିଲା ଗୋଟିଏ ନାଆଁ । ସମସ୍ତେ ଆଶ୍ଚର୍ଯ୍ୟଚକିତ ହେବା ସହ ତାହାକୁ ମାତା ମେରି ବୋଲି ଡାକୁଥିଲେ । ସେ ମେରି ଟଫ୍ଟ ।…

ସ୍ୱଳ୍ପ ଗଳ୍ପ : ଅର୍ଥ ସହ ଏକ ରିଭଲଭର୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୭ ଛବିଟି ସ୍ୱତନ୍ତ୍ର। ପାବଲୋ ପିକାଶୋଙ୍କର ଛବି। ଗୋଟିଏ ଫଟୋଗ୍ରାଫ୍ । ପିକାସୋଙ୍କର ସେହି ଫଟୋଗ୍ରାଫର ଆଢୁଆଳରେ ଥିବା କାହାଣୀଟି କିନ୍ତୁ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ପିକାସୋ ସବୁବେଳେ ତାଙ୍କର ଜଣେ ପୂର୍ବସୂରୀ ତଥା…

ସ୍ୱଳ୍ପ ଗଳ୍ପ : ଜଣେ ଶ୍ୱାନବନ୍ଦୀର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୬ ତାହାର ନାଆଁ ପେପ୍। ନାଆଁଟି ସେଇଭଳି  ସଂକ୍ଷିପ୍ତ ଆଉ ସେଇଟି ଥିଲା ତାହାର ଉଭୟ ଶ୍ରଦ୍ଧା ନାମ ଆଉ ଲିଖିତ ନାମ। ଏଇଟି ଉଲ୍ଲେଖଯୋଗ୍ୟ ଯେ  ପୃଥିବୀର ଏକ ବିରଳ କୃତିତ୍ତ୍ୱର ଅଧିକାରୀ ଥିଲା ପେପ୍ । ଏଯାବତ ସେ ହେଉଛି…

ସ୍ୱଳ୍ପ ଗଳ୍ପ : ଆବୁତିଓର ଫାରୋହ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୫ ଆବୁତିଓର ଫାରୋହ ଆବୁତିଓର ଫାରୋହ ଅଜ୍ଞାତ । ଆବୁତିଓ ଅର୍ଥାତ୍ ଇଂରେଜୀରେ ଯାହାର ବନାନ ହେବ Abuwtiyuw,ସେ ହେଉଛି ଗୋଟିଏ ଇତିହାସ ପ୍ରସିଦ୍ଧ ନାମ। ଏଇ ନାଆଟିକୁ ଶେଷ ଯାଏଁ ଗୋପନ କରିବାର ଆଗ୍ରହ ରହିଥିଲେ ବି ପ୍ରଥମରୁ…