Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : କୃଷ୍ଣଚୂଡ଼ାର ରଙ୍ଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୪ କୃଷ୍ଣଚୂଡ଼ାର ଗୋଟିଏ ସୁନ୍ଦର ନାଆଁ ଅଛି ଇଂରେଜୀରେ, ପିକକ୍ ଫ୍ଲାୱାର୍ । " ସିସିଲପିନା " ପ୍ରଜାତିର ଫୁଲ ମାନଙ୍କର ରଙ୍ଗ ବୈଚିତ୍ର୍ୟକୁ ନେଇ ସମ୍ଭବତଃ ଏଇଭଳି ଗୋଟିଏ ନାଆଁ ର ସୃଷ୍ଟି,ମୟୁର ପୁଷ୍ପ । ଦାରୁଣ…

ସ୍ୱଳ୍ପ ଗଳ୍ପ : ନୁବା, ଏକ ବିଦାୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୩ ନୁବା ହେଉଛନ୍ତି ଖରାର ଦେବୀ। ତାହାହେଲେ ଏଇଠି ଖରା ଯେତେବେଳେ ଚାରିଆଡ ପ୍ରଚଣ୍ଡ ତାପର ପ୍ରହରଣଧାରିଣୀ(?) ସେତେବେଳେ ଗୋଟିଏ ଦେବୀ ରୂପରେ ଖରାକୁ ଦେଖିଲେ ଆମକୁ ସତରେ ଆଗ କେମିତି ଲାଗିବ ? ଦେବୀର ସହଜାତ…

ସ୍ୱଳ୍ପ ଗଳ୍ପ : ଗୋଟିଏ ଏପ୍ରିଲ ଫୁଲକୁ ନେଇ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୨ ଗୋଟିଏ ମଜା କଥା ତ । ଦେଖାଯାଉ ଶେଷକୁ ଇଏ କ'ଣ ? ଊଣେଇଶ ଏକୋଇଶ ମସିହାର ଏପ୍ରିଲ୍ ପହିଲା ଦିନ ଜର୍ମାନୀର ବିଶିଷ୍ଟ ସମ୍ବାଦ ପତ୍ର "ଲିଡୋଭେ ନୋମିନି"ରେ ଗୋଟିଏ ଖବର ପ୍ରମୁଖ ଭାବରେ ପ୍ରକାଶିତ ହୋଇ ଥିଲା । ଦେଖିବାକୁ ଗଲେ…

ସ୍ୱଳ୍ପ ଗଳ୍ପ : ତକିଆ ତଳର ବହି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୧ କାହାକୁ ଏଇଠି କିଛି ବୁଝାଇବାର ଆବଶ୍ୟକତା ପଡିବ ନାହିଁ ଯେ ଜଣକର ତକିଆ ତଳରେ ଯେଉଁ ବହିଟି ସାଧାରଣତଃ ରହିଥାଏ ତାହା ତାହାର ଅତ୍ୟନ୍ତ ପ୍ରିୟତମ ବହି। ତାହା କେବଳ ପ୍ରିୟତମ ନୁହଁ ସବୁଠୁ ଗୋପନୀୟ ବି। ନିଜର ବିଶ୍ରାମ କାଳରେ ବି…

ସ୍ୱଳ୍ପ ଗଳ୍ପ : ଦାନ୍ତ ପାଇଁ ପ୍ରାର୍ଥନା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୦ ନିହାତି ସରଳ ଆଉ ଆଟୋପହୀନ ଭାବରେ କହିଲେ ଆଜିର ଶୀର୍ଷକ ହେଉଛି ଗୋଟିଏ ଅସଲି ଦନ୍ତ କଥା । ଅର୍ଥାତ୍ ଏଠାରେ ଦାନ୍ତକୁ ନେଇ ବିଶେଷ ଭାବରେ ମଣିଷର ଦାନ୍ତକୁ ନେଇ କିଛି କଥାର ଉପସ୍ଥାପନା କରାଯାଉଛି। ଏଇ ଦନ୍ତ କଥାର ଆରମ୍ଭଟି…

ସ୍ୱଳ୍ପ ଗଳ୍ପ : ଅଗ୍ନି ପରୀକ୍ଷା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୯  ଇନଗ୍ରୀଡ୍ ବର୍ଗମ୍ୟାନ । ପ୍ରସିଦ୍ଧ ଅଭିନେତ୍ରୀ। କିଛିଦିନ ଆଗରୁ ତାଙ୍କୁ ଗୋଟିଏ ଭୀଡର ଦୃଶ୍ୟପରକ ସମସ୍ତ ଉତ୍ସୁକତାର ସାମ୍ନାରେ ନିଆଁରେ ଜିଅନ୍ତା ଜାଳି ଦିଆଯାଇଥିଲା। ସେ ସେହି ଲେଲିହାନ ନିଆଁରେ ଜଳିପୋଡି ପାଉଁଶ…

ସ୍ୱଳ୍ପ ଗଳ୍ପ : ରାଜକନ୍ୟାର ପ୍ରେମ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୮ ପ୍ରେମ ଅଦ୍ଭୁତ । ରାଜକନ୍ୟାର ପ୍ରେମ ସବୁବେଳେ ହିଁ କେବଳ ଅଦ୍ଭୁତ । ପ୍ରେମ ଅଦ୍ଭୁତ ଏଇଥିପାଇଁ ଯେ ପ୍ରେମରେ ପଡିଯିବାର ବୟସ୍କ କାଳରେ ପୃଥିବୀର ସମସ୍ତ ଅସମ୍ଭବକୁ ସମ୍ଭବ କରିବା ଆଉ ସମସ୍ତ ଅଘଟଣକୁ ଘଟଣ କରିବା ଭଳି…

ସ୍ୱଳ୍ପ ଗଳ୍ପ : ଦୀପ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୭ ଦୀପ । ସାଧାରଣ ଆଉ ସବୁଦିନର ଗୋଟିଏ ମୂର୍ତ୍ତିକା-କଳ। । ବେଳେ ବେଳେ ଏହା ଉପରେ ବିଶେଷ ଭାବରେ ଅଳଙ୍କରଣ କରାଯାଇଥାଏ ମାତ୍ର ସାଧାରଣ ଭାବରେ ଏହା ଖୁବ୍ ଶସ୍ତା ଆଉ ଦେଖିବାକୁ ଅତି ସାଧାରଣ । କାମ ସରିଗଲା ମାନେ…

ସ୍ୱଳ୍ପ ଗଳ୍ପ : ଗାଧୁଆ ବେଳ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୬ " ଗାଧୁଆ ବେଳ " ଶୀର୍ଷକ ଗୋଟିଏ କବିତା ସଙ୍କଳନ ସହ ଓଡ଼ିଆ କବିତାରେ ଅଭିଷିକ୍ତ ହୋଇଥିବା କବି ଅଖିଳ ନାୟକଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ଏଇଠି କିନ୍ତୁ କୌଣସି କବିତା ଚର୍ଚ୍ଚା କରାଯାଉନାହିଁ । ଯାହା କିଛି ଏଇଠି…

ସ୍ୱଳ୍ପ ଗଳ୍ପ : କଣ୍ଢେଇ କାଳରେ ପ୍ରେମ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୫ କ'ଣ ଆଉ କରାଯିବ, ତାହାର ନିୟତି ,ତାହାର ଭବିତବ୍ୟ ,ତାହାର ସବୁ କିଛି ତ ହେଉଛି ବସ୍ତୁତଃ ଗୋଟିଏ କଣ୍ଢେଇର ନିୟତି,ଗୋଟିଏ କଣ୍ଢେଇର ଭବିତବ୍ୟ ? ଏଥିରୁ ତାହାର ନିସ୍ତାର ନାହିଁ । କଣ୍ଢେଇ କହିଲେ ଆମ ଆଖି ଆଗକୁ…