ଲକଡାଉନ ରଜ; ଫିକା ଫିକା ମଉଜ…
ଭୁବନେଶ୍ୱର: ଆଜି ପହିଲି ରଜ । କରୋନା କଟକଣା ସହ ଆଜି ସାରା ରାଜ୍ୟ ପାଳୁଛି ରଜ ଉତ୍ସବ। ପ୍ରତିବର୍ଷ ଭଳି ପରିସ୍ଥିତି ସାଧାରଣ ଥିଲେ, ଆଜି ଉତ୍ସବମୁଖର ହୋଇଥାନ୍ତା ସାରା ରାଜ୍ୟ । ସହରଠୁ ଗାଁ ସବୁଠି ଜମିଥା'ନ୍ତା ଆସର। କେତେ ହସଖୁସି ବନ୍ଧୁବାନ୍ଧବରେ ଉଠୁଥାନ୍ତା ପଡୁଥାନ୍ତା ଘର । ସଜବାଜ ହୋଇ…