Latest Odisha News

BREAKING NEWS

ପୋଲିସ ଅଫିସରରୁ ଆତ୍ମଘୋଷିତ ଭୋଲେ ବାବା, ଜାଣନ୍ତୁ ପୂରା ଘଟଣା…

ହାଥରସ: ଉତ୍ତରପ୍ରଦେଶର ହାଥରସରେ ମଙ୍ଗଳବାର ଆତ୍ମଘୋଷିତ ଧର୍ମ ଗୁରୁ ଭୋଲେ ବାବା ଓରଫ୍ ନାରାୟଣ ସାକାର ହରିଙ୍କ ସତସଙ୍ଗରେ ଦଳାଚକଟା ଘଟଣାରେ ୧୨୧ ଜଣଙ୍କ ଜୀବନ ଗଲାଣି। ତେବେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଆତ୍ମଘୋଷିତ ବାବାଙ୍କ ନାମ ହେଉଛି ସୁରଜ ସିଂ ପାଲ୍। ଯିଏକି…

୮୦ ହଜାର ପାର୍ କଲା ସେନସେକ୍ସ

ମୁମ୍ବାଇ: ବଜାର ଆରମ୍ଭରୁ ସେନସେକ୍ସ ଓ ନିଫ୍ଟି ରେକର୍ଡ ସ୍ତରକୁ ଛୁଇଁଛନ୍ତି । ଆଜି ସକାଳୁ ସକାଳୁ ବଜାର ଖୋଲିବା ମାତ୍ରେ ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୦ ହଜାର ମାର୍କ ଅତିକ୍ରମ କରି। ନିଫ୍ଟି ଆଜି ୨୪ ହଜାର ପଏଣ୍ଟ ଅତିକ୍ରମ କରିଛି । ସେହିପରି ସେନ୍ସେକ୍ସ ୮୦,୦୩୯.୨୨ ପଏଣ୍ଟର ଏକ ନୂତନ…

ହାଥରସରେ ଦଳାଚକଟା ଘଟଣା; ମୃତ୍ୟୁସଂଖ୍ୟା ୧୨୧ ଛୁଇଁଲା

ହାଥରସରେ ଏକ ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି। ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭୋଳାବାବାଙ୍କ ସତସଙ୍ଗ ସମୟରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ଭୋଲେ ବାବାଙ୍କ ଆଶ୍ରମରେ ପହଞ୍ଚି…

ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ

ଭୁବନେଶ୍ୱର: ରାଜଧାନୀରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ବାପାକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କଲା ପୁଅ। ପୁଅ ଅନିରୁଦ୍ଧ ଚୌଧୁରୀ ଏକ ଘରୋଇ ଲ’ କଲେଜରେ ଜଣେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି। ତେବେ ମୃତ ବାପା ସୁନୀଲ ଚୌଧୁରୀ ନାଲକୋରେ ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ…

NEET-PG ପରୀକ୍ଷା ଉପରେ ଗୃହ ମନ୍ତ୍ରଣାଳୟର ନଜର

ନୂଆଦିଲ୍ଲୀ: ଚଳିତ ମାସ କିମ୍ବା ଆସନ୍ତା ମାସ ମଧ୍ୟରେ NEET-PG ପରୀକ୍ଷା ହୋଇପାରେ। ଏହି ପରୀକ୍ଷା ପାଇଁ ଗୃହ ମନ୍ତ୍ରଣାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ, ପରୀକ୍ଷାର ଠିକ୍‌ ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ । ଗୃହ ମନ୍ତ୍ରଣାଳୟ…

୪୫ ଦିନରେ ୫ଥର କାମୁଡିଲାଣି ସାପ, ତଥାପି ଜୀବିତ ବ୍ୟକ୍ତି…

ଫତେହପୁର: ୪୫ ଦିନରେ ୫ଥର କାମୁଡିଲାଣି ସାପ। ଏଭଳି ଜଣ‌େ ବ୍ୟକ୍ତି ହେଉଛନ୍ତି ଉତ୍ତରପ୍ରଦେଶର ଫତେହପୁରରେ ରହୁଥିବା ବିକାଶ ଦୁବେ। ତାଙ୍କ ସହ କ’ଣ ପାଇଁ ଏଭଳି ଘଟୁଛି, ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସ୍ଥିତି ଏଭଳି ହ‌ୋଇଥିଲା ଯେ, ସାପ କାମୁଡାରୁ ରକ୍ଷା ପାଇବା ପାଇଁ…

ଦୁର୍ଘଟଣାରେ ଟ୍ରାଫିକ ପୋଲିସଙ୍କ ମୃତ୍ୟୁ ଘଟଣା; ଧରାପଡିଲା ଟ୍ରକ୍ ଡ୍ରାଇଭର

ଭୁବନେଶ୍ୱର: ଭୁବନେଶ୍ୱରର ଜୟଦେବ ବିହାର ଫ୍ଲାଏ ଓଭର ନିକଟ NH-16 ରେ ଜଣ‌େ ଟ୍ରାଫିକ୍ ପୋଲିସ୍ କନଷ୍ଟେବଳଙ୍କୁ ଗାଡି ଧକ୍କା ଦେବା ଘଟଣାରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପ‌ୋଲିସ। ସମ୍ପୃକ୍ତ ଅଭିଯୁକ୍ତ ଜଣକ କଟକ ଜିଲ୍ଲାର ଗହିରାଗଡିଆର ପ୍ରଶାନ୍ତ କୁମାର ନାୟକ ବୋଲି…

ନକଲି ସାର୍ଟିଫିକେଟରେ ଚାକିରି କରିବା ଘଟଣା; ୨ ଶିକ୍ଷକ ଜେଲରେ

ବରଗଡ: ସାରା ରାଜ୍ୟରେ ନକଲି ସାର୍ଟିଫିକେଟକୁ ନେଇ ହଇଚଇ। ସରକାରୀ ବିଦ୍ୟାଳୟରେ ଚାକିରି ପାଇବା ପାଇଁ ନକଲି ପ୍ରମାଣପତ୍ର ଦାଖଲ ଅଭିଯୋଗରେ ବରଗଡର ଦୁଇଜଣ ଶିକ୍ଷକ ଏବ‌େ ଜେଲରେ। ସୂଚନାନୁସାରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବା ପରେ ନକଲି…

ସତସଙ୍ଗରେ ଦଳାଚକଟା; ୨୭ରୁ ଅଧିକ ମୃତ

ହାଥରସ: ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହାଥରସର ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭ‌ୋଳାବାବାଙ୍କ ସତସଙ୍ଗ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିବା…

ରଥଯାତ୍ରା: ତୃଟିଶୂନ୍ୟ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରାକୁ ନଜରର‌େ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାର‌େ ପୁରୀ ଟାଉନ ହଲଠାରେ ଆଜି ଅନୁଷ୍ଠିତ ହ‌ୋଇଯାଇଛି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ। ଏହି ଅବସରରେ ସେ ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ…