ବନ୍ଦୀଙ୍କ ପାଇଁ ଝାରପଡା ଜେଲରେ ଲାଗିଲା ଆକ୍ବାଗାର୍ଡ
ଭୁବନେଶ୍ୱର: ଅନ୍ତେବାସୀଙ୍କୁ ସ୍ଵଛ ଓ ଥଣ୍ଡା ପାଣି ଯୋଗାଈ ଦେବା ଲାଗି ଝାରପଡା ଜେଲ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ଏଥିପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜେଲରେ ଆକ୍ବାଗାର୍ଡ ଲଗାଯାଇଛି।
ଜେଲରେ ରହୁଥିବା ୧୫୬୬ ଅନ୍ତେବାସୀଙ୍କ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥିଲା ବେଳେ ଜେଲ…