କଟକରୁ ନକଲି ମସଲା ୟୁନିଟ୍ ଠାବ
କଟକ: କଟକରେ ଶନିବାର ଦିନ କମିଶନରେଟ ପୋଲିସ ପକ୍ଷରୁ ଏକ ନକଲି ମସଲା ତିଆରି ୟୁନିଟକୁ ଠାବ କରାଯାଇଛି। ଏଥିସହିତ ମାଲିକ ଅଟକ ରହିଛନ୍ତି।
ଚାଉଳିଆଗଞ୍ଜ ପୋଲିସ ଭଦୁମୁଲ ଅଞ୍ଚଳର ଏକ ଘରେ ଚଢାଉ କରିବା ସହ ବିପୁଳ ପରିମାଣର ହଳଦୀ ପାଉଡର, ପାଉଡର ତିଆରିରେ ବ୍ୟବହୃତ ଯନ୍ତ୍ରପାତି ଏବଂ ଖାଲି…