Latest Odisha News

BREAKING NEWS

କଟକରୁ ନକଲି ମସଲା ୟୁନିଟ୍ ଠାବ

କଟକ: କଟକରେ ଶନିବାର ଦିନ କମିଶନରେଟ ପୋଲିସ ପକ୍ଷରୁ ଏକ ନକଲି ମସଲା ତିଆରି ୟୁନିଟକୁ ଠାବ କରାଯାଇଛି। ଏଥିସହିତ ମାଲିକ ଅଟକ ରହିଛନ୍ତି।

ଚାଉଳିଆଗଞ୍ଜ ପୋଲିସ ଭଦୁମୁଲ ଅଞ୍ଚଳର ଏକ ଘରେ ଚଢାଉ କରିବା ସହ ବିପୁଳ ପରିମାଣର ହଳଦୀ ପାଉଡର, ପାଉଡର ତିଆରିରେ ବ୍ୟବହୃତ ଯନ୍ତ୍ରପାତି ଏବଂ ଖାଲି ପ୍ୟାକେଟ୍ ଜବତ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.