Latest Odisha News

BREAKING NEWS

ନୂଆ ନ୍ୟାୟ ସଂହିତାରେ କ’ଣ ନୂଆ ?

ନୂଆଦିଲ୍ଲୀ: ସାରା ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା । ନୂଆ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରେ ଓଡିଶାରେ ରୁଜୁ ହୋଇଛି ପ୍ରଥମ ଏତଲା । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଏକ ହତ୍ୟା ଅଭିଯୋଗରେ ନୂଆ ଆଇନ ଅନୁସାରେ ରୁଜୁ ହୋଇଛି ମାମଲା । ଚିନ୍ତାମଣିଶ୍ୱର ମନ୍ଦିର…

ମେଲବର୍ଣ୍ଣ-ଦିଲ୍ଲୀ ବିମାନରେ ଯୁବତୀଙ୍କ ମୃତ୍ୟୁ, ୪ ବ‌ର୍ଷ ପରେ ପରିବାରକୁ ଭେଟିଥାନ୍ତେ…

ନୂଆଦିଲ୍ଲୀ: ମେଲବର୍ଣ୍ଣରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବିମାନର‌େ ଯୁବତୀଙ୍କ ମୃତ୍ୟୁ। ବିମାନଟି ଅବତରଣ କରିବା ପୂର୍ବରୁ  ଜଣ‌େ ୨୪ ବର୍ଷୀୟ ଭାରତୀୟ ବଂଶ‌ୋଦ୍ଭବ ଯୁବତୀ ମନପ୍ରିତ କୗ‌େରଙ୍କର ମୃତ୍ୟୁ ହୋଇଥିଲା। ମନପ୍ରୀତ ପାଖାପାଖି ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ଭାରତରେ ଥିବା ତାଙ୍କ…

ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଅବକାର ଦୁର୍ନୀତି ମାମଲାର‌େ ଦିଲ୍ଲୀ ହାଇକୋର୍ଟ ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ହୋଇଥିବା ମାମଲାଗୁଡ଼ିକରେ ତାଙ୍କ ଜାମିନ ଆବେଦନକୁ ଖାରଜ…

ରାହୁଲଙ୍କ ପ୍ରଶ୍ନ; ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ କାହିଁକି ନତମସ୍ତକ ହେଲେ ବାଚସ୍ପତି?

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ପ୍ରଶ୍ନ ପଚାରିଲ‌େ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ଯାହାକୁ ନେଇ ର୍ଚଚ୍ଚା ଜୋର୍ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସମୟରେ କାହିଁକି ପ୍ରଣାମ କରିଥିଲେ ଓମ ବିର୍ଲା। ରାହୁଲ ଗାନ୍ଧୀ କହିଛନ୍ତି, "ଯେତେବେଳେ…

ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅଲିରାଜପୁର: ମଧ୍ୟପ୍ରଦେଶର ଅଲିରାଜପୁର ଅଞ୍ଚଳରେ ଗ‌ୋଟିଏ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହ‌ୋଇଛି। ସେମାନଙ୍କ ଘର ମଧ୍ୟର‌େ ଝୁଲନ୍ତା ଅବସ୍ଥାର‌େ ମିଳିଛି ମୃତଦେହ। ତେବେ ଏହି ଘଟଣା ଦିଲ୍ଲୀର ବୁରାରୀ ଘଟଣା ମନେ ପକାଇଦିଏ। ସୋମବାର ସକାଳେ ଦମ୍ପତି ଏବଂ ସେମାନଙ୍କର…

ମେଧା ପାଟକରଙ୍କୁ ୫ ମାସର ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ତତ୍କାଳୀନ କେବିଆଇସି (ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ) ଅଧ୍ୟକ୍ଷ ଭି.କେ ସକ୍ସେନା ଦାଖଲ କରିଥିବା ମାନହାନି ମାମଲାରେ ନର୍ମଦା ବଚାଓ ଆନ୍ଦ‌ୋଳନ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କୁ ୫ ମାସର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀର ସାକତେ କ‌ୋର୍ଟ। ତେବେ ୨୩ ବର୍ଷ ପୂର୍ବେ…

ଲୋକସଭାରେ ରାହୁଲ ଓ ମୋଦି ମୁହାଁମୁହିଁ, କହିଲେ, ବିଜେପି ହିନ୍ଦୁ ସଂପ୍ରଦାୟର ପ୍ରତିନିଧିତ୍ୱ କରୁନାହିଁ…

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଭାଷଣ ସମୟରେ ଜ‌ୋରଦାର ହଙ୍ଗାମା ହ‌ୋଇଛି। ଏପରିକି ରାହୁଲ ଓ ମ‌ୋଦି କଥା କଟାକଟି ହୋଇଥିଲ‌େ। ଯାହା ଫଳର‌େ ଗୃହରେ ପ୍ରବଳ ନାରାବାଜୀ ହୋଇଥିଲା। ଗୃହକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, "ଆମର ସମସ୍ତ ମହାନ ବ୍ୟକ୍ତି…

ରବିବାର ଓ ଛୁଟି ଦିନ ବ୍ୟତୀତ ସବୁ ଦିନ ହେବ ଟୀକାକରଣ

ଭୁବନେଶ୍ୱର: ଏଣିକି ରବିବାର ଓ ପବ୍ଲିକ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନ ଟୀକାକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀଙ୍କ କହିବା ଅନୁସାରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ…

ବନ୍ଦୀଙ୍କ ପାଇଁ ଝାରପଡା ଜେଲରେ ଲାଗିଲା ଆକ୍ବାଗାର୍ଡ

ଭୁବନେଶ୍ୱର: ଅନ୍ତେବାସୀଙ୍କୁ ସ୍ଵଛ ଓ ଥଣ୍ଡା ପାଣି ଯୋଗାଈ ଦେବା ଲାଗି ଝାରପଡା ଜେଲ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ଏଥିପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜେଲରେ ଆକ୍ବାଗାର୍ଡ ଲଗାଯାଇଛି। ଜେଲରେ ରହୁଥିବା ୧୫୬୬ ଅନ୍ତେବାସୀଙ୍କ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥିଲା ବେଳେ ଜେଲ…

ସରିଲା ୩ୟ ରାଉଣ୍ଡ ଓଜେଇଇ ପରୀକ୍ଷା, ଜାଣନ୍ତୁ, କେଉଁଠି କେତେ ସିଟ୍ ଖାଲି

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ମେଡିକାଲ କାଉନସେଲିଂର ତୃତୀୟ ରାଉଣ୍ଡ ସରିଥିବା ବେଳେ ଏମବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ୨୨ ଟି ସିଟ୍ ଖାଲି ରହିଛି। ଏବିପି ଏଜୁକେସନ୍ ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାରୀ କଲେଜଗୁଡ଼ିକରେ ଏମବିବିଏସ୍ ଏବଂ ବିଡିଏସ୍ ପାଇଁ…