Latest Odisha News

BREAKING NEWS

ମାଟି ପୂଜନର ଗଣପର୍ବ ରଜ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରକୃତି ଓ ପରମ୍ପରାର ଏକ ମଧୁର ସମନ୍ୱୟ ଲୁଚି ରହିଛି । ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ମାଟି ଓ ମୌସୁମୀର ମିଳନ ଏକ ଅପୂର୍ବ ପୁଲକ ଭରି ଦିଏ କୃଷକ ମନରେ । ପୃଥିବୀର ମାତୃତ୍ଵ କାମନା କରି ଜୟ ଗୀତ ଗାନ କରେ କୃଷକ । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ…

ବାଳିକା ବଧୂ ନା ଏକ ଅଭିଶାପ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବିଗତ କିଛି ଦିନ ହେଲା ବିଭିନ୍ନ ଖବରକାଗଜରେ ବାଲ୍ୟ ବିବାହ ଓ ବିଭିନ୍ନ ସାମାଜିକ ସୁରକ୍ଷା ସଂସ୍ଥା ଦ୍ୱାରା ତାର ପ୍ରତିରୋଧ ବା ପୁଲିସର ହସ୍ତକ୍ଷେପ ଭଳି ସଂବାଦ ପରିବେଷଣରୁ ସ୍ପଷ୍ଟ ଯେ ଏବେ ମଧ୍ୟ ଏ ସମ୍ପର୍କରେ ଜନସଚେତନତାର ଅଭାବ ରହିଛି । ଆମେ ଜଣେ…

ସାବିତ୍ରୀ ବ୍ରତ ଓ ବଟବୃକ୍ଷ ମାହାତ୍ମ୍ୟ

ସାବିତ୍ରୀ ବ୍ରତ ଓ ବଟବୃକ୍ଷ ମାହାତ୍ମ୍ୟ ଡକ୍ଟର ଲକ୍ଷ୍ମଣ ସାହୁ ଭାରତୀୟ ହିନ୍ଦୁ ସଂସ୍କୃତିରେ ନାରୀମାନଙ୍କ ବ୍ରତ ପାଳନ ଏକ ସ୍ୱତନ୍ତ୍ରତା ରୁଚି ରହିଛି । ପ୍ରତ୍ୟେକଟି ବ୍ରତ ତା'ର ସ୍ୱାମୀ ବା ପୁତ୍ର/ କନ୍ୟା ପାଇଁ ଉଦ୍ଦିଷ୍ଟ ଥାଏ । ସେଭଳି ସାବିତ୍ରୀ ବ୍ରତ ପାଳନ ନାରୀ ପାଇଁ ଅନ୍ୟ…

ଉଦାର କୂଟନୀତି : ଅଭିନବ କୌଶଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ଘଟିଥିବା ତୁର୍କୀର ପ୍ରତ୍ୟେକ ଭିଡିଓ ଉତ୍ତୋଳନ ଅନେକଙ୍କ ଧ୍ୟାନ ଆକର୍ଷଣ କରିଛି । ଏଥିରେ ଦର୍ଶାଇଛି ଯେ ତୁର୍କୀରେ ଭୂକମ୍ପ ପରେ ଭାରତର ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ର ସଦସ୍ୟମାନେ ଉଦ୍ଧାର କାର୍ଯ୍ୟ ଶେଷ କରି ଗତ ମାର୍ଚ୍ଚ ମାସରେ…

ଆଲୁଅ ତା’ର କି ମନୋହର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବୟସ ବଢ଼ିବାର ଅର୍ଥ କେବଳ ସୀମିତ ଜୀବନର ବର୍ଷଗୁଡ଼ିକ ବିଷୟରେ ବିତର୍କ କରିବା ନୁହେଁ । ବରଂ ବୁଝାମଣାକୁ ଆସିବା ଯେ ଆମେ ଯାହା କରିବାକୁ ଚାହୁଁଛୁ ତାହା କରିବା ଓ ଆମ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବା ‌। ଆମ ମନର ସମସ୍ତ ଅସୂୟା, ସଂଦେହ, ଈର୍ଷା,…

ବିଷୁବ ସଂକ୍ରାନ୍ତି ବନାମ ଦଣ୍ତ ପାଟୁଆ ପର୍ବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଛି । ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥାଏ । ତେଣୁ…

ସ୍ୱାସ୍ଥ୍ୟସେବା ସୁବିଧାରୁ ବଞ୍ଚିତ ଗ୍ରାମାଞ୍ଚଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଯେକୌଣସି ଦେଶର ବିକାଶ ପ୍ରଥମେ ତା'ର ସ୍ୱାସ୍ଥ୍ୟ ଓ ଶିକ୍ଷା ସେବାରୁ ପ୍ରତୀୟମାନ ହୋଇଥାଏ । ସ୍ୱାସ୍ଥ୍ୟ ଓ ଶିକ୍ଷା ଉଭୟ ହିଁ ଦେଶର ପ୍ରମୁଖ ସମ୍ପଦ `। ସ୍ୱାସ୍ଥ୍ୟ ଓ ଶିକ୍ଷା ବିନା ଦେଶରେ ଉନ୍ନତି ଅସମ୍ଭବ । ସମଗ୍ର ଭାରତ ସ୍ୱାସ୍ଥ୍ୟ ସେବାର…

ଆଡେନୋଭାଇରସ୍ ସଂକ୍ରମଣ ଚିନ୍ତା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ସାମ୍ପ୍ରତିକ ସମୟରେ, ଥଣ୍ଡା ଓ ଜ୍ୱର ଯୋଗୁଁ ପିଲାମାନଙ୍କର ମୃତ୍ୟୁ ଅନେକ ଲୋକଙ୍କୁ ଦୁଃଖ ଓ ଚିନ୍ତିତ କରିଛି । ପ୍ରତିବର୍ଷ ଶୀତର ଶେଷ ଓ ଗ୍ରୀଷ୍ମ ଆରମ୍ଭ ମଧ୍ୟରେ ପାଣିପାଗ ପରିବର୍ତ୍ତନ ସମୟରେ ଥଣ୍ଡା ଓ ଜ୍ୱର ସହିତ ଶରୀରର ବିଭିନ୍ନ ପ୍ରକାରର ସମସ୍ୟା…

ମାନବ ସହ ପ୍ରକୃତିର ସମ୍ପର୍କ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରତିଦାନ ଯେତେ କମ୍, ସେତେ ଉତ୍ତମ । ଦାର୍ଶନିକ, ବୈଜ୍ଞାନିକ ତଥା ଗଣିତଜ୍ଞ ରେନେ ଡେକାର୍ଟସ୍ ଏକଥା ଲେଖିଛନ୍ତି । ଯେ ମାଗଣାରେ ଯାହା ଉପଲବ୍ଧ ଅଛି, ତାହା ଆବଶ୍ୟକ କି ନୁହେଁ । ବରଂ ତାହା ରଖିବା ଏକ ସାଧାରଣ ମାନବର ପ୍ରବୃତ୍ତି ଅଟେ । କିନ୍ତୁ ସେହି…

ଉଦାସୀ ବସନ୍ତର ବିଳାପ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବସନ୍ତର ଆଗମନ ଧରାପୃଷ୍ଠକୁ ସୁନ୍ଦର ଭାବରେ ସଜ୍ଜିତ କରୁଛି । ସତେ ଯେପରି ଏକ ଶିଶୁ ମନର ଦ୍ୱାରରେ ଠକ୍ ଠକ୍ କରୁଛି । ଯଦିଓ ଲୋକମାନେ ସେମାନଙ୍କର ବ୍ୟସ୍ତତାର ଶବ୍ଦରେ ବୁଡ଼ିଯାଇଥିବା ବେଳେ ତା'ର ଆଗମନକୁ ଶୁଣିପାରି ନଥାନ୍ତି । ଆମ ସାହିତ୍ୟରେ ବସନ୍ତର…