Latest Odisha News

BREAKING NEWS

ଦେବେନ୍ଦ୍ର ଫଡନାଭିସଙ୍କୁ ଗିରଫ କରିବାକୁ ଉଦ୍ଧବ ସରକାର ଯୋଜନା କରିଥିଲେ: ସିନ୍ଦେ

ମୁମ୍ବାଇ: ବିଜେପିକୁ ବଦନାମ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଗିରଫ କରିବାକୁ ଉଦ୍ଧବ ସରକାର ଯୋଜନା କରିଥିଲେ | ଏସବୁର ସାକ୍ଷୀ ମୁଁ ଥିଲି | କିଛି ଏଭଳି କହି ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ | ଏକନାଥ କହିଛନ୍ତି ଯେ…

ଏହି ମୋଡରେ ଚଲାନ୍ତୁ ଏସି, କମିଯିବ ବିଦ୍ୟୁତ ବିଲ

ଯଦି ଆପଣଙ୍କ ଘରେ କିମ୍ବା ଅଫିସରେ ଏସି ଅଛି, ତେବେ ଆପଣ ନିଶ୍ଚୟ ଦେଖିଥିବେ ଯେ ଏସିରେ ଅନେକ ମୋଡ୍ ଥାଏ | ତେବେ ଏସି ବା ଏୟାର କଣ୍ଡିସନରରେ ଏମିତି ଏକ ମୋଡ୍ ମଧ୍ୟ ଅଛି, ଯେଉଁଥିରେ ଏସି ଚଳାଇବା ଦ୍ୱାରା ବିଦ୍ୟୁତ ବିଲ କମିଯାଇଥାଏ | ବାସ୍ତବରେ ଏସିରେ ଡ୍ରାଏ ମୋଡ୍, ହିଟ ମୋଡ୍ ଏବଂ କୁଲିଙ୍ଗ…

ମହିଳା ପ୍ରଫେସରଙ୍କୁ ଅଶ୍ଳୀଳ ମେସେଜ ପଠାଇବା ସହ ହଇରାଣ କରିବାରୁ ବିଦେଶୀ ଛାତ୍ର ଗିରଫ

ବାରାଣାସୀ: ଉତ୍ତରପ୍ରଦେଶର ବାରାଣାସୀରେ ଥିବା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ଜଣେ ବିଦେଶୀ ଛାତ୍ରଙ୍କୁ ଗିରଫ କରାଯାଇଛି | ଏହି ବିଦେଶୀ ଛାତ୍ରଜଣକ ମରିସସର ହୋଇଥିବାବେଳେ ଜଣେ ମହିଳା ପ୍ରଫେସରଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଛି। ସୂଚନା ମୁତାବକ…

ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ଛାତିରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଲେ ହିମାଚଳପ୍ରଦେଶ ରାଜ୍ୟପାଳ

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲା ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯିବାରୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କାରଣରୁ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲାଙ୍କୁ ନୋଏଡା ସେକ୍ଟର ୨୭ର କୈଳାଶ…

ସ୍ୱରକୁ ଚାପିବାକୁ ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର, ମନୀଷଙ୍କ ସହ ଆମେ ଛିଡା ହେବୁ: ସଞ୍ଜୟ ରାଉତ

ମୁମ୍ବାଇ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସିବିଆଇ ଗିରଫ କରିବା ପରେ ବିରୋଧୀ ଦଳର ଅନେକ ନେତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି | ଆଉ ଏବେ ଉଦ୍ଧବ ସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସିସୋଡିଆଙ୍କ…

ଅଗ୍ନିପଥ ଯୋଜନାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ସମସ୍ତ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ସମସ୍ତ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏସବୁ ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ ଏହି ଯୋଜନା ଆଣିବାର ଉଦ୍ଦେଶ୍ୟ ହେଉଛି ଆମର ସୈନ୍ୟବାହିନୀକୁ ଏକ ଭଲ ଢଙ୍ଗରେ ପ୍ରସ୍ତୁତ କରିବା ଏବଂ…

ସୁରଟରୁ ଦିଲ୍ଲୀ ଆସୁଥିବାବେଳେ ଇଣ୍ଡିଗୋ ବିମାନରେ ମାଡ ହେଲା ପକ୍ଷୀ

ଅହମ୍ମଦାବାଦ: ଗୁଜୁରାଟର ସୁରଟରୁ ଦିଲ୍ଲୀକୁ ଆସୁଥିବା ଏକ ଇଣ୍ଡିଗୋ ବିମାନ ସହିତ ଏହି ପକ୍ଷୀ ମାଡ ହେବାରୁ ବିମାନକୁ ଅହମ୍ମଦାବାଦକୁ ସ୍ଥାନାନ୍ତରିତ କରାଯାଇଛି । ଡିଜିସିଏ ପକ୍ଷରୁ ଏହି ସୂଚନା ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ମିଳିଥିବା ସୂଚନା ମୁତାବକ…

ଗୋବିନ୍ଦାଙ୍କ ବୋହୂ ହେବା ପୂର୍ବରୁ ଏହି ବ୍ୟକ୍ତିଙ୍କୁ ବିବାହ କରିଥିଲେ କଶ୍ମିରା

ମୁମ୍ବାଇ: ଆପଣ ତ କମେଡିଆନ କୃଷ୍ନାଙ୍କ ପତ୍ନୀ କଶ୍ମିରାଙ୍କ ବାବଦରେ ଅଳ୍ପବହୁତେ ଜାଣିଥିବେ | କଶ୍ମିରା ବିଗବସରେ ଭାଗ ନେଇଥିବା ସହ ଅନେକ ସମୟରେ କୃଷ୍ନା ଅଭିଷେକଙ୍କ ସହ ନଜର ଆସନ୍ତି | ତେବେ କଶ୍ମିରାଙ୍କ ବାବଦରେ ଆଜି ଆମେ ଆପଣଙ୍କୁ ଏମିତି କିଛି ସୂଚନା ଦେବୁ ଯାହା ଆପଣ ଜାଣିନଥିବେ |…

ମୋତେ ୫୨ ବର୍ଷ ହେଲା, ନିଜର ଘର ଖଣ୍ଡେ ବି ନାହିଁ: ରାହୁଲ ଗାନ୍ଧୀ

ରାୟପୁର: ଛତିଶଗଡର ରାୟପୁରରେ ଚାଲିଥିବା ୮୫ ତମ କଂଗ୍ରେସ ସମ୍ମିଳନୀର ଶେଷ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ବେଶ ଭାବୁକ ହୋଇପଡିଥିବାବେଳେ ତାଙ୍କର ଜୀବନ ଯାତ୍ରା ବାବଦରେ କହିଥିଲେ | ଏହି ଅବସରରେ ସେ…

ବକ୍ସ ଅଫିସରେ ଧମାଲ କରିପାରିଲାନି ‘ସେଲ୍ଫି’

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଇମ୍ରାନ ହାସମିଙ୍କ ଅଭିନୀତ ଫିଲ୍ମ 'ସେଲଫି' ବକ୍ସ ଅଫିସରେ ଯେଉଁ ଧମାଲ ମଚେଇବ ବୋଲି ଆଶା କରୁଥିଲା ତାହା ଫେଲ ମାରିଛି | ବାସ୍ତବରେ ଏହି ଫିଲ୍ମକୁ ନେଇ ଯେଭଳି ଆଶା କରୁଥିଲା, ତାହା ସଫଳ ହୋଇନାହିଁ | ଫିଲ୍ମଟି ଓପନିଂ ଦିନ ହିଁ ଫ୍ଲପ୍ ସାବ୍ୟସ୍ତ…