Latest Odisha News

BREAKING NEWS

ରାତି ୧୦ ପରେ ଫୁଟିବନି ବାଣ କି ବାଜିବନି ଡିଜେ; ସରକାରୀ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ବାହାଘର ହେଉ ବା କୌଣସି ଉତ୍ସବ ରାତି ୧୦ଟା ପରେ ଫୁଟିବନି ବାଣ କି ବାଜିବନି ଡିଜେ। ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। କାରଣ ରାଜ୍ୟରେ ସେକେଣ୍ଡାରି ବୋର୍ଡ ପରୀକ୍ଷା ରହିଛି। ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ହେବ ବୋଲି ଏଭଳି କଡ଼ା…

ଗୋ ଆଲିଙ୍ଗନ ଦିବସ ନିଷ୍ପତ୍ତିକୁ ମମତାଙ୍କ ତାତ୍ସଲ୍ୟ; ଗାଈକୁ ଆଲିଙ୍ଗନ କଲେ ଯଦି ସିଙ୍ଗ ଭୁସି ଦେଲା…

କୋଲକାତା: ୨୦୨୪ ନିର୍ବାଚନକୁ ପାଖେଇ ଆସୁଥିବାରୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମ୍‌ସି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଯାଇ ମମତା ସରକାଙ୍କୁ ଟାର୍ଗେଟ୍ କରିଥିଲେ। ମମତାଙ୍କ ସରକାର ଦୁର୍ନୀତିଗ୍ରସ୍ତ…

ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ; ଖୁଚୁରା ମୁଦ୍ରାସ୍ଫୀତି ୬.୫୨ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ। ପୁଣି ବଢ଼ିଲା ମୁଦ୍ରାସ୍ଫୀତି। ଜାନୁଆରୀ ୨୦୨୩ରେ ଖୁଚୁରା ମୁଦ୍ରାସ୍ଫୀତି  ୬.୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଆକଳନ ଠାରୁ ବି ଅଧିକ। ଏହା ପୂର୍ବରୁ ୨୦୨୨ ଡିସେମ୍ବର ମାସରେ ମୁଦ୍ରାସ୍ଫୀତି ୫.୭୨ ପ୍ରତିଶତ ରହିଥିଲା। ସେହିପରି ୨୦୨୨…

ବାଲ୍ୟ ବିବାହ ବିରୋଧରେ ଆସାମରେ ଚଢ଼ାଉ ଜାରି; ୩ ହଜାରରୁ ଅଧିକ ଗିରଫ

ଦିଶପୁର: ୧୦ ଦିନ ହେଲା ଆସାମରେ ବାଲ୍ୟ ବିବାହ ନେଇ ଗରିଫଦାରୀ ଜାରି ରହିଛି। ବର୍ତ୍ତମାନ ସୁଧା ରାଜ୍ୟରେ ୩,୦୧୫ ଜଣଙ୍କୁ ଗିରଫ କରାଗଲାଣି। ଫେବ୍ରୁଆରୀ ୩ ତାରିଖରେ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀOr ଚଢ଼ାଉ ଆଗକୁ ବି ଜାରି ରହିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।…

WPL Auction 2023: ମହିଳା ପ୍ରିମିୟର ଲିଗ୍‌ ନିଲାମୀ ଜାରି; ସବୁଠୁ ଦାମୀ ଖେଳାଳି ସ୍ମୃତି ମନ୍ଧାନା

ମୁମ୍ବାଇ: ମହିଳା ପ୍ରିମିୟର ଲିଗ(WPL) ପାଇଁ ସୋମବାର ଖେଳାଳି ନିଲାମୀ ଆରମ୍ଭ ହୋଇଛି। ଏଥିରେ ୪୦୦ରୁ ଅଧିକ ଖେଳାଳି ଭାଗ ନେଇଛନ୍ତି। ତେବେ ଭାରତ ସମେତ ବିଭିନ୍ନ ବିଦେଶର ପ୍ରାୟ ୯୦ ଖେଳାଳିଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ନିଲାମୀ ଚାଲିଛି ନିଲାମ ପ୍ରକ୍ରିୟା ଚାଲିଛି। ଅକ୍ସନ୍‌ରେ ଭାଗ…

ପୂରଣ ହେଲା ସୁପ୍ରିମକୋର୍ଟରେ ସମସ୍ତ ବିଚାରପତି ଆସନ; ଶପଥ ନେଲେ ଦୁଇ ବିଚାରପତି

ନୂଆଦିଲ୍ଲୀ: ପୂରଣ ହେଲା ସୁପ୍ରିମକୋର୍ଟରେ ସମସ୍ତ ବିଚାରପତି ଆସନ। ସୋମବାର ସୁପ୍ରିମକୋର୍ଟରେ ଦୁଇ ବିଚାରପତି ଜଷ୍ଟିସ୍‌ ରାଜେଶ ବିନ୍ଦଲ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାର ଶପଥଗ୍ରହଣ କରିଛନ୍ତି। ଫଳରେ ସୁପ୍ରିମକୋର୍ଟରେ ଥିବା ସମସ୍ତ ୩୪ ବିଚାରପତି ଆସନ ପୂରଣ ହୋଇଛି। ସୁପ୍ରିମକୋର୍ଟରେ ପ୍ରଧାନ…

ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଦୁର୍ରାନୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ

ମଇଶୁର: ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଦୁର୍ରାନୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ। ଜଣେ ଇରାନର ଯୁବତୀ କର୍ଣ୍ଣାଟକ ମଇସୁରର ପୁରମ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଦୁର୍ରାନୀଙ୍କ ବିରୋଧରେ ଆଇପିସି ଧାରା ୩୭୬ ଦଫା ଲଗାଯାଇଛି ପୁଲିସ। ତେବେ ପତ୍ନୀ ରାକ୍ଷୀ…

ବାହୁବଳି ଅଭିନେତା ରାଣା ଡାଗୁବଟ୍ଟୀ ଓ ବାପା ସୁରେଶ ବାବୁଙ୍କ ବିରୋଧରେ ମାମଲା; ସମନ କଲେ କୋର୍ଟ

ହାଇଦ୍ରାବାଦ: ବାହୁବଳି ଫିଲ୍ମ ଅଭିନେତା ରାଣା ଡାଗୁବଟ୍ଟୀ ଓ ତାଙ୍କ ବାପା ତଥା ଜଣାଶୁଣା ତେଲଗୁ ଫିଲ୍ମ ପ୍ରଯୋଜକ ସୁରେଶ ବାବୁଙ୍କ ନାଁରେ ମାମଲା ରୁଜୁ। ଜମି ହଡ଼ପ ଘଟଣାରେ ବାପ ପୁଅଙ୍କ ବିରୋଧରେ କୋର୍ଟରେ ମାମଲା ହୋଇଛି। ହାଇଦ୍ରାବାଦର ଫିଲ୍ମ ନଗରରେ ଜମି ହଡ଼ପ କରିବା ଅଭିଯୋଗ ନେଇ ପ୍ରମୋଦ…

ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ବୃଦ୍ଧି: ଗତ ବର୍ଷ ତୁଳନାରେ ଆଦାୟ ହୋଇଛି ୨୪ ପ୍ରତିଶତରୁ ଅଧିକ ଟ୍ୟାକ୍ସ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ୨୪ ପ୍ରତିଶତ ଅଧିକ ଡାଇରେକ୍ଟ ଟ୍ୟାକ୍ସ ଆଦାୟ କରାଯାଇଛି। ଶନିବାର କେନ୍ଦ୍ର ଅର୍ଥମନ୍ତ୍ରଣାଲୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତବର୍ଷ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ୨୪.୦୯ ପ୍ରତିଶତରୁ ଅଧିକ ଡାଇରେକ୍ଟ ଟ୍ୟାକ୍ସ ଆଦାୟ ହୋଇଥିବା ଡାଇରେକ୍ଟ…

ତୁର୍କୀ-ସିରିଆ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୨୮ ହଜାର ପାର୍; ମେଡିକାଲ ସାମଗ୍ରୀ ନେଇ ପହଞ୍ଚିଲା ସପ୍ତମ IAF ବିମାନ

ଇସ୍ତାନବୁଲ: ତୁର୍କୀ ଓ ସିରିଆରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨୮ ହଜାର ପାର୍‌ କରିଛି। ଘଟଣାକୁ ୭ ଦିନ ହୋଇଥିଲେ ବି ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ବି ଲୋକଙ୍କୁ ମୃତ ଓ ଜୀବିତ ଉଦ୍ଧାର କରାଯାଉଛି। ତେଣୁ ଅଧିକରୁ ଅଧିକ ଜୀବନ ବଞ୍ଚାଇବା ଆସେ ସର୍ଚ୍ଚ ଅପରେସନ ଜାରି…