ଲକ୍ଡାଉନ ଡାଏରୀ : କରୋନା ସମ୍ପର୍କରେ ସୋସିଆଲ ମିଡିଆରେ ସଚେତନ କରୁଛନ୍ତି ଅଧ୍ୟାପକ ତଥା ନାଟ୍ୟକାର ମନୋଜ ରଥ
ଭୁବନେଶ୍ୱର : ଲକ୍ଡାଉନ, ଅନେକ କ୍ଷେତ୍ରରେ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସମ୍ପର୍କର ସେତୁ ବାନ୍ଧିଛି ଏହି ଲକ୍ ଡାଉନ । ସମସ୍ତେ ନିଜ ନିଜ କର୍ମବ୍ୟସ୍ତତା ମଧ୍ୟରେ ପାରିବାରିକ ସମ୍ପର୍କଠାରୁ ଦୂରେଇ ଯାଉଥିବା ବେଳେ ଯୋଡି ହୋଇଛନ୍ତି ଏହି…