Latest Odisha News

କୁଳାଙ୍ଗାର ଉବାଚ : କରୋନାକୁ ପ୍ରେମ କରନା

ଡଃ କୁଳାଙ୍ଗାର  ଭାରି ଭୟଙ୍କର କରୋନାର ପ୍ରେମ ମୁହଁରେ ଦେଉଛି ଚୁମା ମାସ୍କରେ ତାକୁ ଘୋଡେଇ ରଖ ହେ ଖୋଲିବ ନାହିଁଟି ଜମା! ପୁଲିସି ବାବୁମାନେ ଫାଇନି କାଟିଲେ ବୁଲିଲେ ବିନା ମାସ୍କରେ ଜାଣିଲି ମୁଁ ଆଜି ଔଷଧକୁ ନୁହେଁ ୟାଙ୍କୁ ହିଁ କରୋନା ଡରେ! ବାହାଘର ପାଇଁ ଅନୁମତି…

କବିତା : ପୃଷ୍ଠାଏ ଭୂପୃଷ୍ଠ

ବଳରାମ ପୂଜାରୀ  ଉତ୍ତପ୍ତ ତତ୍ତ୍ୱର ତତ୍ତ୍ୱାବଧାନରେ କଡ ଲେଉଟାଉଥିଲା ପୃଥିବୀ, ଭଙ୍ଗା ଭଙ୍ଗା ମନ ନେଇ ସଜେଇ ହେଉଥିଲେ ଦୂବରୁ ମହାଦ୍ରୁମ ଯାଏଁ ରଜସ୍ୱଳା ହେଉଥିଲେ ,ମାଣ ମାଣ ଭାଗ୍ୟରେଖା, ଫଟା ମାଟି ଆଁ କରି ଅନାଇ ଥିଲା ଆକାଶ ଭର୍ତ୍ତି ମେଘ ମାନଙ୍କ ଛାଇକୁ ଶୁଖିଲା ଜମିରେ ସୁନା…

କବିତା : ମୁଁ ଏବେ ନିଖୋଜ

ପ୍ରାଣକୃଷ୍ଣ ମହାତ୍ତର  କେଉଁଠି ହଜେଇଛି ନିଜକୁ ଖୋଜିଖୋଜି ମୁଁ ନୟାନ୍ତ କେହି ଦେଖିଲେ ସନ୍ଦେଶ ଦେବେ ନାଁ ଜାଣିଶୁଣି ଲୁଚେଇଚି ଲୋକହସାର ଭୟରେ ନାଁ ନାଁ ମୁଁ ହଜିନି ମୋ ଆତ୍ମା ଏବେ ନିଖୋଜ ! ତୁମେ ପେଟେ ପ୍ରଣୟ ସୁରା ଦେଲ ସେ ପିଆଲା ପିଆଲା କରି ପିଇଦେଲା ବେହୋସ ହୋଇ…

ଟୋକିଓ ଅଲିମ୍ପିକ୍ସ ଖେଳି ପାରିବେନି ସାଇନା, ଶ୍ରୀକାନ୍ତ !

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ କିଦାମ୍ବି ଶ୍ରୀକାନ୍ତ ଆଉ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ । ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଏହା ଆୟୋଜିତ ହେବ । କରୋନା ମହାମାରୀ ଯୋଗୁ ବୁଧବାର ସିଙ୍ଗାପୁର ଓପନ ଟୁର୍ଣ୍ଣାମେଂଟକୁ ବାତିଲ କରାଯାଇଛି…

ବ୍ୟଙ୍ଗ : ସାଇଡ୍ ଇଫେକ୍ଟ

ଓଁ ଅଭିଜ୍ଞାନ ସାହୁ  ।। ଓଁ ଶ୍ରୀ ଶ୍ରୀ କରୋନାୟ ନମଃ ।। ବିଶେଷ ସୂଚନା : ଗତକାଲି ଠାରୁ ମୋ ଦେହରେ କରୋନା ଲକ୍ଷଣ ଦେଖାଦେଇଛି । ତେଣୁ ଆଜିଠାରୁ ଆସନ୍ତା ମାସେ ଯାଏଁ ମୁଁ ସ୍ୱ-ସଙ୍ଗରୋଧରେ ରହିବି । ଏହି ସମୟରେ କୋୖଣସି କାମ ନେଇ କେହି ମୋ ପାଖକୁ ଆସନ୍ତୁ ନାହିଁ । ଯେଉଁମାନେ ଗତ…

କବିତା : ପ୍ରତିଦ୍ବନ୍ଦୀ

ଜୟନ୍ତୀ ମିଶ୍ର  ମୁଁ ମୋ ବିରୁଦ୍ଧରେ ସବୁକାଳେ। କେତେ ବାଛି ବାଛି ସବୁ ଅଜାଡିଦେଲଯେ ଇଶ୍ୱର, କୋଉ ଭୋଗିପାରିଲି । ଏ ବିଶାଳ ସାମ୍ରାଜ୍ୟର ଛତ୍ରଛାୟା ତଳେ ସୁରକ୍ଷିତ ମୋର ବଳକା ଆୟୁଷ ଥରେ ଚିହ୍ନିପାରିଲିନି କୋଉଠି ଲୁଚିଛି ତୁମ ପାଦଚିହ୍ନ। ଦୂରରୁ ଦିଶୁଛି ,ଶୁଭୁଛି ପୁଣି…

କବିତା : ପ୍ରଭାତ

ମଞ୍ଜୁବାଳା ରଥ  କ୍ରମେ ନିଶି ଅନ୍ତେ ପୂରୁବ ଆକାଶେ ଉଦେ ହେଲେ ଦିନକର ବାରୁଣୀ ସୁନ୍ଦରୀ ନାଲି ପାଟ ପିନ୍ଧି ସତେ କି ହେଲା ବାହାର। ଧରାପରେ ପଡି ଶିଶିର ବିନ୍ଦୁଟି ମୁକ୍ତା ପରି ଝଲସାଏ, ଶୀତଳ ସମୀର ଶିରି ଶିରି ବହି ଦେହ ମନ ପୁଲକାଏ। ପିଢ଼ ପରେ ବସି ଉଚ୍ଚ ସ୍ଵରେ ରାବେ କା କା…

କବିତା : ସେ ମା’

ପ୍ରସେନଜିତ ସେଠୀ  ନିଜ ରକ୍ତ ମାଂସ ଦେଇ ଅସହ୍ୟ ଯନ୍ତ୍ରଣା ସହି ନଅ ମାସ ଗର୍ଭେ ବୋହି ନବଜାତ ଜନ୍ମ ଦିଏ, ସେ ମାଆ। ଶିଶୁ ପାଳେ ଦୁଗ୍ଧ ଦେଇ, ପିଲା ସାଥେ ପିଲା ହୋଇ, ମନ ଭୁଲା ଗପ କହି, ମଳ ମୂତ୍ର ବାନ୍ତି ଧୋଇ, ଛୋଟରୁ ବଡ଼ କରିଥାଏ, ସେଇ ମାଆ। ଯଥାସାଧ୍ୟ ଜ୍ଞାନ ଦେଇ…

କବିତା : ଯମୁନା କୂଳର କଦମ୍ବ

ଅମିୟ ଭାନୁ ଧଳ କାହ୍ନା ! ବସନ୍ତର ବାସନ୍ତିକ ମୁହୂର୍ତ୍ତରେ କୃଷ୍ଣଚୂଡ଼ାର ଗୁନ୍ଥାଗୁନ୍ଥା ଫୁଲରେ କଦମ୍ବମୂଳର ଅନାବନା ଘାସରେ କାହ୍ନା ! ବେଶ୍ ତମେ ଆଜି ମନେ ପଡୁଛ l ଜାଣିଛ କାହ୍ନା ! ଟିକେ ମନେପକାଅ ତ ! ହଠାତ୍ କଦମ୍ବଟେ ଗଛରୁ ନୀରବ ଯମୁନାର ପାଣିରେ ପଡିଲେ, ଆମେ ଚମକି…

କବିତା : ପାଗଳର ପ୍ରଳାପ

ବିଶ୍ୱଜିତ ସାହୁ  ହଁ, ମୁଁ ନିଜ ଇଚ୍ଛାରେ ଆଦରି ନେଇଛି, ଏଇ ଅନ୍ଧାର କୋଠରୀ, ଏଇ ନୀରବତା, ଏଇ ନିଶ୍ଚଳତା... ଦିନେ ମୋର ବି ଇଚ୍ଛା ଥିଲା, ଦେଖିବାକୁ ସ୍ବପ୍ନର ଇନ୍ଦ୍ରଧନୁ, ଶୁଣିବାକୁ ପକ୍ଷୀଙ୍କ କୋଳାହଳ, ହେଲେ ସବୁ ସ୍ବପ୍ନ ଆଜି ଧୂଳିସାତ, ସବୁ ଆଶା ଆଜି ମୃତ.. ଏବେ କେବଳ…