ପୁଣି ଉପରମୁଁହା କରୋନା ଗ୍ରାଫ; ୨୪ ଘଣ୍ଟାରେ ୪୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ବିଗତ କିଛିଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ଅବଗତି ନଜର ଆସିଥିବା ବେଳେ ପୁଣି ଥରେ ଏହି ଗ୍ରାଫ ଉପରମୁଁହା ହୋଇଥିବା ଦେଖୁବାକୁ ମିଳିଛି।
ଗତକଲି ୫୦ ହଜାରର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ହ୍ରାସ ପାଇଛି ।…