୫ ବର୍ଷରେ ସର୍ବଶ୍ରେଷ୍ଠ ରହିଛି ଟିମ୍ ଇଣ୍ଡିଆର ପ୍ରଦର୍ଶନ
ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ଏବେ ନ୍ୟୁଜିଲାଣ୍ଡ ପଛକୁୂ ଭାରତୀୟ କ୍ରିକେଟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି । ୫ ବର୍ଷର ପ୍ରଦର୍ଶନ ବିଚାରକୁ ନେଲେ ଟିମ୍ ଇଣ୍ଡିଆ ଶ୍ରେଷ୍ଠ ସ୍ଥାନରେ ରହିଛି । ଏହା ମଧ୍ୟରେ ଭାରତ ୫୧ ଟେଷ୍ଟ ଖେଳି ୩୨ ବିଜୟ ଓ ୮ ଡ୍ର ରଖିଛି । ୧୧ ମ୍ୟାଚରେ ପରାଜିତ…