Latest Odisha News

BREAKING NEWS

ମଣିଷ ଚର୍ମରେ ୯ ଘଣ୍ଟା ଯାଏଁ ସକ୍ରିୟ ରହେ କୋଭିଡ ଭୂତାଣୁ !

ଟୋକିଓ: କରୋନା ମହାମାରୀର ମୁକାବିଲା ପାଇଁ ବାରମ୍ବାର ହାତ ଧୋଇବାର ଗୁରୁତ୍ଵକୁ ଦୋହରାଇଥିବା ସହ ଜାପାନର ଏକ ଗବେଷକ ଟିମ ପ୍ରକାଶ କରିଛନ୍ତି ଯେ, କରୋନାଭାଇରସ୍ ମାନବ ଚର୍ମରେ ୯ ଘଣ୍ଟା ସକ୍ରିୟ ରହିଥାଏ । ଏହାର ତୁଳନାରେ, ଫ୍ଲୁ ସୃଷ୍ଟି କରୁଥିବା ରୋଗ ପ୍ରାୟ ୧.୮ ଘଣ୍ଟା ପର୍ଯ୍ୟନ୍ତ ମାନବ…

ରାଜଧାନୀ ସମେତ ଏହିସବୁ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୨ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଭୁବନେଶ୍ୱର, ଗଞ୍ଜାମ, କଳାହାଣ୍ଡି, ଗଜପତି, ଖୋର୍ଦ୍ଧା,…

ସଫଳତା ପ୍ରାପ୍ତି ପାଇଁ କଲାମଙ୍କ ୫ ଟି ଗୁରୁ ମନ୍ତ୍ର ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ସାରା ବିଶ୍ୱରେ ମିସାଇଲ ମ୍ୟାନ ଭାବେ ଖ୍ୟାତି ଅର୍ଜନ କରିଥିବା ମହା ମାନବ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଆଜି ଜନ୍ମ ତିଥି । ୧୯୩୧ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଏହି ମହା ପୁରୁଷ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା କଲାମଙ୍କର ପିଲାଙ୍କ ପ୍ରତି…

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ,…

ପୁଣି କରୋନା ପରାସ୍ତ: ୮୬ ବର୍ଷିୟା ମହିଳା ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ

ଭୁବନେଶ୍ୱର: ଜଣେ ୮୬ ବର୍ଷିୟା ମହିଳା କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପୁଣି ଥରେ ଭୟର ବାତାବରଣ ଭିତରେ ଆଶ। ସଂଚାର କରିଛନ୍ତି । ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୟୋଜ୍ୟେଷ୍ଠା ମହିଳା ସତ୍ୟଭାମା ଦାସ । କରୋନା ସଂକ୍ରମିତ ହେବା ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ସେ…

ସାର୍ବଜନୀନ ସ୍ଥାନରେ ବିରୋଧ ପ୍ରଦର୍ଶନ ଠିକ୍ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇ ବା ସିଏଏକୁ ନେଇ ଦିଲ୍ଲୀ ଶାହିନବାଗରେ ବହୁ ଦିନ ଧରି ଚାଲିଥିବା ପ୍ରଦର୍ଶନ ଉପରେ କଡ଼ା ଟିପ୍ପଣୀ ରଖିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ସାର୍ବଜନୀନ ସ୍ଥାନରେ ଦୀର୍ଘ ସମୟ ଧର ବିରୋଧ ପ୍ରଦର୍ଶନ କରାଯାଇ ପାରିବ ନାହିଁ । ନିର୍ଦ୍ଦିଷ୍ଚ କୌଣସି ଗୋଟିଏ…

ଅନୁରାଗ କାଶ୍ୟପ ମାମଲା: ଡାକ୍ତରୀ ପରୀକ୍ଷା ପାଇଁ ସରକାରୀ ଡାକ୍ତରଖାନାକୁ ଗଲେ ପାୟଲ

ମୁମ୍ବାଇ: ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଗୁରୁବାର ଦିନ ଭର୍ସୋଭା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଏହି ଘଟଣାରେ ଡାକ୍ତରୀ ପରୀକ୍ଷା ପାଇଁ ଅଭିନେତ୍ରୀଙ୍କୁ ମୁମ୍ବାଇର ଆନ୍ଧେରୀ ସ୍ଥିତ ଏକ ସରକାରୀ ଡାକ୍ତରଖାନାକୁ…

ଆଜି ଆସିବ ବାବ୍ରି ମସଜିଦ ଭଙ୍ଗା ଘଟଣାର ରାୟ, ହାଇଅଲର୍ଟରେ ଅଯୋଧ୍ୟା

ନୂଆଦିଲ୍ଲୀ: ଆଜି ଆସିବ ବାବ୍ରି ମସଜିଦ ଭଙ୍ଗା ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ । ସିବିଆଇର ସ୍ଵତନ୍ତ୍ର ଅଦାଲତ ୧୯୯୨ ଡିସେମ୍ଵର ୬ରେ ଭଙ୍ଗା ଯାଇଥିବା ବିବାଦୀୟ ଢାଞ୍ଚାକୁ ନେଇ ନିଜର ନିଷ୍ପତ୍ତି ଶୁଣାଇବେ। ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ, ବରିଷ୍ଠ ନେତା ମୁରଲୀ…

ବିଗ୍ ବସ-୧୪ ରେ କୁମାର ସାନୁଙ୍କ ପୁଅ…

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ପୁଅ ବିଗ୍ ବସ୍ ୧୪ ରେ ଅଂଶଗ୍ରହଣ କରିଛନ୍ତି । ପୁଅ ଜାନ କୁମାରଙ୍କୁ ସମର୍ଥନ ଜଣାଇବା ନିମନ୍ତେ କୁମାର ସାନୁ ନିଜ ପ୍ରଶଂସକ ମାନଙ୍କୁ ଅନୁରୋଧ କରିଛନ୍ତି। View this post on Instagram…

ଆଜି ସର୍ବାଧିକ ସଂକ୍ରମିତ, ସର୍ବାଧିକ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଗତ ୬ ମାସ ମଧ୍ୟରେ ଆଜି ରାଜ୍ୟରେ ସର୍ବାଧିକ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଲଗାତାର ୯ମ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ୪,୩୪୦ ନୂଆ ମାମଲା…