Latest Odisha News

BREAKING NEWS

ଐଶ୍ୱର୍ଯ୍ୟାଙ୍କ ପରେ କୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିଷେକ

ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ବୁଧବାର ଦିନ ନିଜର ପବ୍ଲିସିଟୀ ଏବଂ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ଦାବି କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। AI ମାଧ୍ୟମରେ ତାଙ୍କର ନକଲି ଫୋଟୋ ଏବଂ ଭିଡିଓ ବନାଇବା ସହ ତାଙ୍କ ଫଟୋ-ସାଇନ୍ ର ଅପବ୍ୟବହାର କରାଯାଇଥିବା ଅଭିଯୋଗରେ  …

Pitra Dosh Remedies: କୁଣ୍ଡଳୀରେ ପିତୃଦୋଷ ଅଛି ? ତେବେ ପିତୃପକ୍ଷ ସମୟରେ ଏହି ଉପାୟ କରନ୍ତୁ..

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିତୃ ଦୋଷକୁ ବହୁତ ଗମ୍ଭୀର ବୋଲି ବିବେଚନା କରାଯାଏ। ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ପିତୃ ଦୋଷ ଥାଏ, ତେବେ ସେ ତାଙ୍କ ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି। କୁହାଯାଏ ଯେ ପିତୃ ଦୋଷ ପୂର୍ବ ଜନ୍ମରେ ହୋଇଥିବା ପାପର ଫଳ । ଜ୍ୟୋତିଷ…

ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଜଷ୍ଟିସ ସୁଶୀଳା କାର୍କି…

କାଠମାଣ୍ଡୁ: ନେପାଳରେ ଜେନ-ଜେଡ ବିରୋଧ ପ୍ରଦର୍ଶନ ଚାଲିଥିବା ସମୟରେ ସୁଶୀଳା କାର୍କି ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହେବା ନେଇ ଆଶଙ୍କା କରାଯାଉଛି। କେପି ଶର୍ମା ଓଲି ଇସ୍ତଫା ପରେ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ…

ନେପାଳ ହିଂସାକୁ ନେଇ ଏପରି କହିଲା ଚୀନ…

ବେଜିଂ: Gen-Z ଆନ୍ଦୋଳନ ପରେ ନେପାଳରେ ଅରାଜକତା ଦେଖାଦେଇଛି। ହିଂସା ଏବଂ ପୋଡ଼ାଜଳା ପରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଥିଲା, ଯାହା ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଚୀନ୍ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ଆସିଛି। ଚୀନ୍…

ନେପାଳ ପରେ ଜଳୁଛି ଫ୍ରାନ୍ସ; ୨୦୦ ବିକ୍ଷୋଭକାରୀ ଗିରଫ

ନୂଆଦିଲ୍ଲୀ: ନେପାଳ ପରେ ଫ୍ରାନ୍ସରେ ମଧ୍ୟ ସରକାରଙ୍କୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ସେଠାକାର ନାଗରିକ ମାକ୍ରୋନ୍ ସରକାରଙ୍କ ବିରୋଧରେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇ ବିରୋଧ କରିବା ସହ ପୋଡ଼ାଜଳା ମଧ୍ୟ କରିଛନ୍ତି। ଏଥିସହିତ ପ୍ୟାରିସରେ ଫ୍ରାନ୍ସ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ଏହି ରାଜ୍ୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଠାରେ କ୍ୟାନସର ସଂଖ୍ୟା ବେଶି: ରିପୋର୍ଟ

ନୂଆଦିଲ୍ଲୀ: କର୍କଟ ବା କ୍ୟାନସର ଏକ ଗମ୍ଭୀର ରୋଗ । ଏହାର ଚିକିତ୍ସା ସମ୍ଭବ, ତଥାପି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାର କାରଣ ଜୀବନଶୈଳୀ ବୋଲି ବିବେଚନା କରାଯାଉଛି । ଭାରତରେ ମଧ୍ୟ ଏହି ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି । ଏକ ରିପୋର୍ଟରୁ ଜଣାପଡିଛି ଯେ…

ଟାଟା ପାୱାର ନେତୃତ୍ୱାଧୀନ ଡିସକମଗୁଡ଼ିକ ଆଣିଛନ୍ତି ଗ୍ରାହକ କୈନ୍ଦ୍ରୀକ ଶକ୍ତି 

ଗ୍ରାହକମାନଙ୍କ ପାଇଁ ବହୁବିଧ ଟଚ୍‌ପଏଣ୍ଟ: ଗ୍ରାହକ ସେବା କେନ୍ଦ୍ର (ସିସିସି), ଅନୁଭବ କେନ୍ଦ୍ର, ମୋବାଇଲ୍ ଆପ୍‌, ଦ୍ରୁତ ସମାଧାନ ପାଇଁ ୱେବସାଇଟ୍ ଉପଲବ୍ଧ

ସେପ୍ଟେମ୍ବର ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି: ମନ୍ତ୍ରୀ

ଭୁବନେଶ୍ବର: ବଡ଼ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି । ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସମ୍ପୂର୍ଣ୍ଣ ଓଡ଼ିଶାରେ ଚଢ଼ାଉକୁ ଜୋରଦାର କରାଯାଇଛି । ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ…

ସାପ ବିଷର ଅବୈଧ କାରବାର; ଚଢାଉବେଳେ ୮୬ଟି ବିଷାକ୍ତ ସାପ ଉଦ୍ଧାର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ରୁରକିରେ ସାପ ବିଷର ଅବୈଧ କାରବାର ଅଭିଯୋଗ ଆସିବା ପରେ ବନ ବିଭାଗ ଦଳ ସକ୍ରିୟ ହୋଇ ଉଠିଛି। ଖଞ୍ଜରପୁର ଅଞ୍ଚଳରେ ସାପ ବିଷର ଅବୈଧ କାରବାର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବନ ବିଭାଗ ଦଳ ଗୋଦାମରେ ଚଢାଉ କରି ୮୬ ଟି ବିଷାକ୍ତ ସାପ ଉଦ୍ଧାର କରିଛି। ଏଥିରେ…

ଦେଶୀୟ ପକ୍ଷୀ ଗଣନା ଶେଷ; ଚଳିତ ବର୍ଷ ଭିତରକନିକାକୁ ଆସିଛନ୍ତି ୧୦ ପ୍ରକାର ନୂଆ ପକ୍ଷୀ

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ତେବେ ଗତ ବର୍ଷ ତୁଳନାରେ ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ ଭିତରକନିକାରେ ୧ ଲକ୍ଷ ୩୦ ହଜାର୧୨୩ଟି ଦେଶୀୟ ପକ୍ଷୀ ଥିବାବେଳେ, ଚଳିତବର୍ଷ ଏଥିରେ ବୃଦ୍ଧି ପାଇ ୧ଲକ୍ଷ ୩୦ ହଜାର ୭୯୬ରେ…