Kotia: ସର୍ଭେ କରିବାକୁ କୋଟିଆ ଆସିଥିଲେ ଆନ୍ଧ୍ର ଅଧିକାରୀ; ତଡ଼ିଲେ ପଟାଙ୍ଗି ବିଡିଓ
କୋରାପୁଟ:ବାରମ୍ବାର ତାଗିଦ ପରେ ମଧ୍ୟ ଆନ୍ଧ୍ରର କୋଟିଆ ଦଖଲ ଅଭିଯାନ ଜାରି ରଖିଛି। ଗତକାଲି ଆନ୍ଧ୍ର ସରକାରଙ୍କ ୩ ଜଣ ଅଧିକାରୀ କୋଟିଆ ପଞ୍ଚାୟତର ହରମାଣ୍ଡାଙ୍ଗିରେ ପଶି କୃଷି ଓ ଜୀବନଜୀବିକା ମିଶନ ଉପରେ ସର୍ଭେ କରୁଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ କୋଟିଆ ଥାନା ପୋଲିସ, ପଟାଙ୍ଗି…